ଯୌତୁକ ମୁକ୍ତ ଓଡ଼ିଶା ଏବଂ ଘରୋଇ ହିଂସାମୁକ୍ତ ଘର ଗଠନ ସରକାରଙ୍କ ଲକ୍ଷ୍ୟ’ ନେଇ ତାଲିମ ଶିବିର
ଭୁବନେଶ୍ୱର:ଜେଏମଜେ ନ୍ୟୁଜ :’ଘରୋଇ ହିଂସା ମହିଳା ସୁରକ୍ଷା ଆଇନ’ (PWDVA) ଏବଂ ‘ଯୌତୁକ ନିରୋଧ ଆଇନ’ ଉପରେ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ଆଞ୍ଚଳିକ ତଥା ରାଜ୍ୟସ୍ତରୀୟ ଅଧିକାରୀମାନେ ଯୋଗଦେଇ ମହିଳାମାନଙ୍କ ସୁରକ୍ଷା…
ଜିପିଏ ତରଫରୁ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳନ
ଭଞ୍ଜନଗର : ଜେଏମଜେ ନ୍ୟୁଜ -(ପୁରୁଷୋତ୍ତମ ମହାପାତ୍ର) ପ୍ରତିବର୍ଷ ବିଭିନ୍ନ ଦେଶରେ ଅଗଷ୍ଟ ୧୯ତାରିଖକୁ ବିଶ୍ୱ ଫୋଟଗ୍ରାଫି ଦିବସ ଭାବେ ପାଳନ କରାଯାଏ। ଫୋଟ ସମୟ, ସ୍ମୃତି, ଅନୁଭୂତି, ସଂସ୍କୃତି ଓ ଇତିହାସକୁ ଉଜ୍ଜୀବିତ କରେ। ଯେତେବେଳେ ମଧ୍ୟ ଆମେ ଫୋଟଟିଏ…
ଟି.ଏମ.ଏସ.ଓ କର୍ମ କର୍ତ୍ତାଙ୍କ ଦ୍ୱାରା ଆହତ ବଳଦ ଉଦ୍ଧାର
ଭଞ୍ଜନଗର : ଜେଏମଜେ ନ୍ୟୁଜ (ପୁରୁଷୋତ୍ତମ ମହାପାତ୍ର ): ଗତ ଦୁଇ ହେଲା ଭଞ୍ଜନଗର ବାଇ ପାସ ରୋଡ ଗୋଟାଏ ବଳଦ କୁ ଅଜଣା ଗାଡି ଧକ୍କା ଦେଇ ଥିଲା ଫଳରେ ବଳଦ ଟି ଗୁରୁତର ହୋଇ ରାସ୍ତା କଡରେ ପଡି…
ଭିଜିଲାନ୍ସ ହାତରେ ଧରାପଡିଲେ ବାଲେଶ୍ୱର ସଦର ସିଡିପିଓ
ଜେଏମଜେ ବ୍ୟୁରୋ : ଗାଡ଼ି ଭଡ଼ା ବିଲ୍ ପାସ୍ କରାଇବା ନାଁରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ସଦର ସିଡିପିଓ ମଧୁସ୍ମିତା ମହାନ୍ତି। ଆଉ ମାତ୍ର ୨ ବର୍ଷ ପରେ ଚାକିରିରୁ ଅବସର…
ଭୂମିକମ୍ପରେ ଥରିଲା କୋରାପୁଟ, ଭୟରେ ଘରୁ ବାହାରି ଆସିଲେ ଲୋକେ
କୋରାପୁଟ : ଜେଏମଜେ ନ୍ୟୁଜ : ସାରା ରାଜ୍ୟରେ ବନ୍ୟା ସ୍ଥିତି ସଂଗୀନ ହୋଇପଡ଼ିଛି। ବନ୍ୟା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ କୋରାପୁଟରେ ହୋଇଛି ମୃଦୁ ଭୂମିକମ୍ପ। ମଙ୍ଗଳବାର ରାତି ପ୍ରାୟ ୮ଟା ୪୦ ମିନିଟରେ ଏହି ଭୂମିକମ୍ପ ହୋଇଛି।…
ବଲାଙ୍ଗୀର ରେ ବିଜେଡି ର ଶିକ୍ଷା ବଞ୍ଚାଅ ଅଭିଯାନ
ବଲାଙ୍ଗୀର : ଜେଏମଜେ ନ୍ୟୁଜ : ବଲାଙ୍ଗିର ରାଜରାସ୍ତାରେ ଜୋରଦାର ହେଲା ବିକ୍ଷୋଭ, ତୀବ୍ର ହେଉଛି ବିଜେଡିର ଶିକ୍ଷା ବଞ୍ଚାଅ ଆନ୍ଦୋଳନ। ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ଵଂସ କରିବାକୁ ବସିଛି ବିଜେପି ସରକାର, ତୁରନ୍ତ ଇସ୍ତଫା ଦିଅ ଗଣଶିକ୍ଷା ମନ୍ତ୍ରୀ।
ତୃତୀୟ ଦିନରେ ଆଶାୟୀ ଶିକ୍ଷକ ସଂଘର ବିକ୍ଷୋଭ, ପେନସନ୍ ଓ ଅନୁଦାନ ଦାବିରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଧର୍ମଘଟ
ତୃତୀୟ ଦିନରେ ଅଶାୟୀ ଶିକ୍ଷକ ସଂଘର ବିକ୍ଷୋଭ, ପେନସନ୍ ଓ ଅନୁଦାନ ଦାବିରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଧର୍ମଘଟ ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ବିଧାନସଭା ଅଧିବେଶ ବେଳେ ଯେମିତି ଦୃଶ୍ୟ ଦେଖିବାକୁ ମିଳେ, ଲୋୟର ପିଏମଜିରେ ଏବେ ସେମିତି ଦୃଶ୍ୟ।…
ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଦିନକୁ ଦିନ ବୃଦ୍ଧି ପାଉଥିବା ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସହରଦ୍ୱୟର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ଏକ ସମୀକ୍ଷା…
ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ମାମଲା : ପକ୍ଷ ରଖିଲେ ଓଡିଶା ସରକାର : ଶୁଣାଣି ଘୁଞ୍ଚିଲା
ଭୁବନେଶ୍ବର: ଜେଏମଜେ ନ୍ୟୁଜ : ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲାର ମଙ୍ଗଳବାର ଶୁଣାଣି ହୋଇଥିଲା। ଏଥିରେ ଓଡିଶା ସରକାର ନିଜ ପକ୍ଷ ରଖିଛନ୍ତି। ତେବେ ସେପ୍ଟେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।ଓଡିଶାରେ ଡିଜିପି…
ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଅଭିଯୁକ୍ତ ଗିରଫ, ବହୁ ଜାଲିଆତି ସାମଗ୍ରୀ ଜବତ
ଛତ୍ରପୁର : ଜେଏମଜେ ନ୍ୟୁଜ : ବେକାର ଯୁବକ-ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଏକ ଜାଲିଆତି ଚକ୍ରର ପର୍ଦ୍ଦାଫାସ କରିଛି ଗଞ୍ଜାମ ପୋଲିସ। ଚାକିରି ଦେବା ନାଁରେ ଜଣେ ଯୁବକଙ୍କଠାରୁ ୫୦ ହଜାର ଟଙ୍କା ଠକେଇ…
















