୨୫ ତାରିଖ ସୁଦ୍ଧା ସେଲ୍ ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ.
ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ଗଠନ ହେବ ଶକ୍ତିଶ୍ରୀ ସଶକ୍ତିକରଣ ସେଲ । ଛାତ୍ରୀ ଓ ମହିଳା ଷ୍ଟାଫ୍ଙ୍କ ସୁରକ୍ଷା ପାଇଁ ଆସନ୍ତା ୨୫ ତାରିଖ ସୁଦ୍ଧା ସକ୍ତିଶ୍ରୀ ସେଲ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଅଗଷ୍ଟ ୧୪…
‘ଆଗାମୀ ଦିନରେ କୋଟିଆବାସୀଙ୍କୁ ସବୁ ପ୍ରକାରର ସୁବିଧା ମିଳିବ’
ଜେଏମଜେ ବ୍ୟୁରୋ : କୋଟିଆ ବିବାଦ ବିଷୟରେ ରାଜ୍ୟ ସରକାର ନିୟମିତ ଭାବେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି । କୋଟିଆ ସମସ୍ୟା ଏଭଳି ଏକ ସମସ୍ୟା ଯାହାର ମାନବୀୟ ଦୃଷ୍ଟିକୋଣ ରହିଛି। ରାଜ୍ୟ ସରକାରଙ୍କ ସେବା କୋଟିଆରେ ପହଞ୍ଚି…
ଦିଲ୍ଲୀ ରୁ ଫେରି ପ୍ରତିକ୍ରିୟା ରଖିଲେ ମନମୋହନ
ଦିଲ୍ଲୀ ରୁ ଫେରି ପ୍ରତିକ୍ରିୟା ରଖିଲେ ମନମୋହନଜେଏମଜେ ବ୍ୟୁରୋ : ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଗଣମାଧ୍ୟମରେ ବଡ଼ ବୟାନ ଦେଇଛନ୍ତି। ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ନିଗମ, ବୋର୍ଡ ଓ କମିଟି ନିଯୁକ୍ତି ନେଇ…
ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବ୍ରହ୍ମପୁର : ଜେଏମଜେ ବ୍ୟୁରୋ : ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସହରରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଆଜି ଠାରୁ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ…
ବିନା କାଗଜପତ୍ରରେ ଚାଲିଥିଲା ନର୍ସିଂ ହୋମ୍, ସିଲ୍ କଲା ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ
ଜେଏମଜେ ବ୍ୟୁରୋ : ବିନା କାଗଜପତ୍ରରେ ଚାଲିଥିଲା ନର୍ସିଂ ହୋମ୍ । ଆକ୍ସନ ନେଲା ଜିଲ୍ଲା ପ୍ରଶାସନ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତାରେ ଥିବା ଘରୋଇ ସାହାରା ନାମକ ଏକ ନର୍ସିଂ ହୋମ୍କୁ ସିଲ୍ କଲା ଜିଲ୍ଲା ସ୍ୱାସ୍ଥ୍ୟ…
ଜୟପୁରରେ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଜେଏମଜେ ବ୍ୟୁରୋ : ଆଜି ଆସିବ ସୁଭଦ୍ରା ତୃତୀୟ କିସ୍ତି । ରାଖୀ ପୂର୍ଣ୍ଣିମା ଅବସରରେ କୋରାପୁଟ ଜିଲ୍ଲା ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ…
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଞ୍ଜାମ ଗ୍ରସ୍ତ.
ଜେଏମଜେ ବ୍ୟୁରୋ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋପାଳପୁର ଠାରେ ପହଞ୍ଚି ରାତ୍ରି ଯାପନ କରିବା ପରେ ଆସନ୍ତା କାଲି ୯ ତାରିଖ ପୂର୍ବାହ୍ନ ୮ ଘଣ୍ଟା ସମୟରେ ବ୍ରହ୍ମପୁରର ଆରାଧ୍ୟା ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କୁ କେନ୍ଦ୍ର ଶିକ୍ଷା…
ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ଜନ ସୁରକ୍ଷା ଯୋଜନା ପରିପୁର୍ତ୍ତି ଅଭିଯାନ
ଖଲିକୋଟ : ଜେଏମଜେ ନ୍ୟୁଜ : ଓଡିଶା ଗ୍ରାମୀଣ ବ୍ୟାଙ୍କ କହ୍ନେଇପୁର ଶାଖା ଆନୁକୂଲ୍ୟରେ କହ୍ନେଇପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଜନ ସୁରକ୍ଷା ଯୋଜନା ଅଧିନରେ ଗ୍ରାମ ପଞ୍ଚାୟତ ସ୍ତରୀୟ ପରିପୁର୍ତ୍ତି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ…
ନକଲି ଭୋଟର ପ୍ରସଙ୍ଗ…ରାହୁଲ Vs ନିର୍ବାଚନ କମିଶନ…ବଢିଲା କଳି
ଜେଏମଜେ ବ୍ୟୁରୋ : ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବନାମ ନିର୍ବାଚନ କମିଶନ। ରାହୁଲଙ୍କ ଟାର୍ଗେଟ୍ ନିର୍ବାଚନ କମିଶନଙ୍କ କାଉଣ୍ଟର। ଭୋଟ ଚୋରିକୁ ନେଇ ସରଗରମ ହେବାରେ ଲାଗିଛି ରାଜନୀତି। ସବୁ ପ୍ଲାଟଫର୍ମରେ ନିର୍ବାଚନ କମିଶନ ବିରୋଧରେ ଗମ୍ଭୀର…
ଉପରାଷ୍ଟ୍ରପତି ନିର୍ବାଚନରେ BJP କୁ ସମର୍ଥନ ଦେବନି BJD
ଜେଏମଜେ ବ୍ୟୁରୋ : ନିର୍ବାଚନ କମିସନ(ଇସି)ଙ୍କ ପକ୍ଷରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି। ସେପ୍ଟେମ୍ବର ୯ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଇସି ପୂର୍ବରୁ ଘୋଷଣା କରିସାରିଛନ୍ତି। ବର୍ତ୍ତମାନ ବିଜ୍ଞପ୍ତି ଜାରି ହେବାପରେ ନାମାଙ୍କନ ପତ୍ର ଦାଖଲ…














