ଜଳିଗଲା ଟୟୋଟା କାର୍ ସୋ’ରୁମ୍: ନିଆଁ ଲିଭାଇଲା ରୋବୋର୍ଟ
ବ୍ରହ୍ମପୁର : ଜେଏମଜେ ନ୍ୟୁଜ : (ବିଭୁତି ଶତପଥି ): ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରରେ ଥିବା ଟୟୋଟା କାର୍ ସୋ’ରୁମ୍ରେ ଭୟାବହ ଅଗ୍ନିକାଣ୍ଡ। ଜଳିପୋଡ଼ି ପାଉଁଶ ହୋଇଗଲା କୋଟି କୋଟି ଟଙ୍କାର କାର । ନିଆଁର ତୀବ୍ରତା ଏତେ ଅଧିକ ଥିଲା…
ଆର୍ଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ,ସର୍ଭର ରୁମ୍ ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ
ପାରଳାଖେମୁଣ୍ଡି : ଜେଏମଜେ ନ୍ୟୁଜ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ର ପ୍ରଥମ ମହଲାରେ ଆଜି ଭୟାବହ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡ କାର୍ଯ୍ୟାଳୟର ସର୍ଭର ରୁମ୍ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି ।…
DGP-IGP ସମ୍ମିଳନୀଅନୁଷ୍ଠିତ ହୋଇଯାଇଛି ଫୋକସ୍ ରେ ରହିଛି ଆଇନଶୃଙ୍ଖଳା ।
କଟକ : ଜେଏମଜେ ନ୍ୟୁଜ : DGP-IGP ସମ୍ମିଳନୀଅନୁଷ୍ଠିତ ହୋଇଯାଇଛି ଫୋକସ୍ ରେ ରହିଛି ଆଇନଶୃଙ୍ଖଳା । ଆଇନଶୃଙ୍ଖଳାରୁ ସାଇବର ଅପରାଧ, ମାଓ ଦମନ ପର୍ଯ୍ୟନ୍ତ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡିଛି । ପୋଲିସ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ DGP-IGP ସମ୍ମିଳନୀରେ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡର କୁ ପିଟିଲା କାର 4ଆହତ
ପୁରୁଷୋତ୍ତମପୁର : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ନିର୍ମିତ ଡିଭାଇଡରରେ ଅନ୍ଧାର ଯୋଗୁଁ ଏକ କାର୍…
ଡିଜିଟାଲ ଆରେଷ୍ଟ, ସାଇବର କ୍ରାଇମ୍ ନେଇ ସଚେତନତା
ପୁରୁଷୋତ୍ତମପୁର : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍ଡିପିଓ ସୁଜିତ କୁମାର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପୁରୁଷୋତ୍ତମପୁର…
ଗଞ୍ଜାମ ଜିଲ୍ଲା ଆସିକାରେ ଖୋଲିଲା ଆରଟିଓ କ୍ୟାମ୍ପ କାର୍ଯ୍ୟାଳୟ ଉଦଘାଟିତ ।
ଆସିକା: ଜେଏମଜେ ନ୍ୟୁଜ (ଗଣେଶ ପାଣିଗ୍ରାହୀ ): ଏଣିକି ପରିବହନ ସଂକ୍ରାନ୍ତିୟ କାର୍ଯ୍ୟରେ ଆଉ କୈାଣସି ଅସୁବିଧା ହେବ ନାହିଁ । ଡ୍ରାଇଭିଙ୍ଗ ଲାଇସେନ୍ସ ଠାରୁ ଆରମ୍ଭ କରି ଗାଡି କାଗଜପତ୍ର ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟ ଆସିକା କ୍ୟାମ୍ପ ଅଫିସରେ ସହଜରେ…
ରାଜ୍ୟର ୧ କୋଟି ୩ ଲକ୍ଷ ୨୬ହଜାର ୧୬୨ ହିତାଧିକାରୀଙ୍କୁ ଗଲା ସୁଭଦ୍ରା ଟଙ୍କା।
ନୟାଗଡ : ଜେଏମଜେ ନ୍ୟୁଜ : ନୟାଗଡ଼ ଜିଲାର ଲାଠିପଡ଼ାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ଗହ୍ମାପୂର୍ଣ୍ଣିମା ଅବସରରେ ୫ମ କିସ୍ତି ସୁଭଦ୍ରା ଅନୁଦାନ ପ୍ରଦାନ କରିଛନ୍ତି। ଆଜିର ସୁଭଦ୍ରା ମେଳାରେ ରାଜ୍ୟର ୧ କୋଟି ୩ ଲକ୍ଷ…
ତେଜୁଛି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ବିବାଦ, ସାମୁହିକ ଛୁଟି ନେଇ ଧାରାଣାରେ ବସିଲେ ୮୦ ଅଧ୍ୟାପକ
ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ତେଜୁଛି ରେଭେନ୍ସା ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ବିବାଦ। ବିଶ୍ବବିଦ୍ୟାଳୟରେ ଦୁଇଟି ସମାନ୍ତରାଳ ଶିକ୍ଷକ ସଂଗଠନ ପରିସ୍ଥିତିକୁ ଆହୁରି ବିବାଦୀୟ କରିଛି। ଏଭଳି ସ୍ଥିତିରେ ଆଜି ବିଶ୍ବବିଦ୍ୟାଳୟର ୮୦ ଜଣ ଅଧ୍ୟାପକ ଅଧ୍ୟାପିକା ସାମୁହିକ ଛୁଟିରେ ରହି…
ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା
ଛତ୍ରପୁର : ଜେଏମଜେ ନ୍ୟୁଜ : ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ତରଫରୁ ଆୟୋଜିତ ହୋଇଥିଲା। ଏଥିରେ…
ସାଇବର ଠକେଇ ଏବଂ ଡିଜିଟାଲ ଗିରଫ ସଚେତନତା କାର୍ଯ୍ୟକ୍ରମ
ବୁଗୁଡ଼ା: ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ପୋଲିସ ଥାନା ଅଧିନସ୍ଥ ବାଲିପଦର ଫାଣ୍ଡି ପରିସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ “ସାଇବର ଠକେଇ ଏବଂ ଡିଜିଟାଲ ଗିରଫ ସଚେତନତା କାର୍ଯ୍ୟକ୍ରମ” ଆୟୋଜନ କରାଯାଇଥିଲା। ପ୍ରାୟ ୫୦ ଜଣ ବରିଷ୍ଠ ନାଗରିକ ଏହି…
















