ବୀମା ନାହିଁ ତ ଗାଡ଼ିକୁ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର: ସୁପ୍ରିମକୋର୍ଟ

ଜେଏମଜେ ବ୍ୟୁରୋ : କୌଣସି ଗାଡ଼ିର ବୈଧ ବୀମା ନ ଥିଲେ, ପେଟ୍ରୋଲ ପମ୍ପ୍‌ରେ ଉକ୍ତ ଗାଡ଼ିକୁ ତେଲ ବିକ୍ରି ନ କରିବା ପାଇଁ ଏକ ଯୋଜନା ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ଗତ ୪ ତାରିଖରେ ନିର୍ଦ୍ଦେଶ ଦେଇଥିଲେ।…

ଗାଁ ରେ ମିଳିବ ସହରୀ ସୁବିଧା : ଗାଁ ଭୋଟ୍ ପାଇଁ ଅଣ୍ଟା ଭିଡ଼ିଲେ ସରକାର

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ପଞ୍ଚାୟତ ନିର୍ବାଚନ ପାଇଁ ଭଣ୍ଡାର ଖୋଲିଛନ୍ତି ସରକାର । ଗାଁରେ ମିଳିବ ସହରର ସବୁ ସୁବିଧା । ପ୍ରତି ଗାଁରେ ନିର୍ମାଣ ହେବ ଆଦର୍ଶ କଲ୍ୟାଣ ମଣ୍ଡପ, ଆଦର୍ଶ ଖେଳ ପଡ଼ିଆ ଆଉ ଆଦର୍ଶ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଗ୍ରାହକ ଙ୍କୁ ଶୋଷଣ କରୁଛି ଟାଟା ପାଓ୍ବାର

ବନେଶ୍ୱର: ଜେଏମଜେ ନ୍ୟୁଜ :ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ ବିଦ୍ୟୁତ୍‌ ଉପଭୋକ୍ତା ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ମାର୍ଟ ମିଟର…

ସରକାରୀ କ୍ଷୟକ୍ଷତିର ଭରଣା କରିବେ ଅଟୋ ଚାଳକ, ରଦ୍ଦ ହେବ ଲାଇସେନ୍ସ : ମନ୍ତ୍ରୀ

ଅଟୋ ଚାଳକଙ୍କ ଆନ୍ଦୋଳନ ହିଂସାତ୍ମକ ରୂପ ନେବା ପରେ କଡ଼ା ଆଭିମୁଖ୍ୟ ଆପଣାଇଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଆନ୍ଦୋଳନ ନାଁରେ ଆଇନକୁ ହାତକୁ ନେଇ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ଓ ସରକାରୀ…

ଯୌତୁକ ମୁକ୍ତ ଓଡ଼ିଶା ଏବଂ ଘରୋଇ ହିଂସାମୁକ୍ତ ଘର ଗଠନ ସରକାରଙ୍କ ଲକ୍ଷ୍ୟ’ ନେଇ ତାଲିମ ଶିବିର

ଭୁବନେଶ୍ୱର:ଜେଏମଜେ ନ୍ୟୁଜ :’ଘରୋଇ ହିଂସା ମହିଳା ସୁରକ୍ଷା ଆଇନ’ (PWDVA) ଏବଂ ‘ଯୌତୁକ ନିରୋଧ ଆଇନ’ ଉପରେ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ଆଞ୍ଚଳିକ ତଥା ରାଜ୍ୟସ୍ତରୀୟ ଅଧିକାରୀମାନେ ଯୋଗଦେଇ ମହିଳାମାନଙ୍କ ସୁରକ୍ଷା…

ଜିପିଏ ତରଫରୁ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳନ

ଭଞ୍ଜନଗର : ଜେଏମଜେ ନ୍ୟୁଜ -(ପୁରୁଷୋତ୍ତମ ମହାପାତ୍ର) ପ୍ରତିବର୍ଷ ବିଭିନ୍ନ ଦେଶରେ ଅଗଷ୍ଟ ୧୯ତାରିଖକୁ ବିଶ୍ୱ ଫୋଟଗ୍ରାଫି ଦିବସ ଭାବେ ପାଳନ କରାଯାଏ। ଫୋଟ ସମୟ, ସ୍ମୃତି, ଅନୁଭୂତି, ସଂସ୍କୃତି ଓ ଇତିହାସକୁ ଉଜ୍ଜୀବିତ କରେ। ଯେତେବେଳେ ମଧ୍ୟ ଆମେ ଫୋଟଟିଏ…

ଟି.ଏମ.ଏସ.ଓ କର୍ମ କର୍ତ୍ତାଙ୍କ ଦ୍ୱାରା ଆହତ ବଳଦ ଉଦ୍ଧାର

ଭଞ୍ଜନଗର : ଜେଏମଜେ ନ୍ୟୁଜ (ପୁରୁଷୋତ୍ତମ ମହାପାତ୍ର ): ଗତ ଦୁଇ ହେଲା ଭଞ୍ଜନଗର ବାଇ ପାସ ରୋଡ ଗୋଟାଏ ବଳଦ କୁ ଅଜଣା ଗାଡି ଧକ୍କା ଦେଇ ଥିଲା ଫଳରେ ବଳଦ ଟି ଗୁରୁତର ହୋଇ ରାସ୍ତା କଡରେ ପଡି…

ଭିଜିଲାନ୍ସ ହାତରେ ଧରାପଡିଲେ ବାଲେଶ୍ୱର ସଦର ସିଡିପିଓ

ଜେଏମଜେ ବ୍ୟୁରୋ : ଗାଡ଼ି ଭଡ଼ା ବିଲ୍ ପାସ୍ କରାଇବା ନାଁରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ସଦର ସିଡିପିଓ ମଧୁସ୍ମିତା ମହାନ୍ତି। ଆଉ ମାତ୍ର ୨ ବର୍ଷ ପରେ ଚାକିରିରୁ ଅବସର…

ଭୂମିକମ୍ପରେ ଥରିଲା କୋରାପୁଟ, ଭୟରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ : ଜେଏମଜେ ନ୍ୟୁଜ : ସାରା ରାଜ୍ୟରେ ବନ୍ୟା ସ୍ଥିତି ସଂଗୀନ ହୋଇପଡ଼ିଛି। ବନ୍ୟା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ କୋରାପୁଟରେ ହୋଇଛି ମୃଦୁ ଭୂମିକମ୍ପ। ମଙ୍ଗଳବାର ରାତି ପ୍ରାୟ ୮ଟା ୪୦ ମିନିଟରେ ଏହି ଭୂମିକମ୍ପ ହୋଇଛି।…

ବଲାଙ୍ଗୀର ରେ ବିଜେଡି ର ଶିକ୍ଷା ବଞ୍ଚାଅ ଅଭିଯାନ

ବଲାଙ୍ଗୀର : ଜେଏମଜେ ନ୍ୟୁଜ : ବଲାଙ୍ଗିର ରାଜରାସ୍ତାରେ ଜୋରଦାର ହେଲା ବିକ୍ଷୋଭ, ତୀବ୍ର ହେଉଛି ବିଜେଡିର ଶିକ୍ଷା ବଞ୍ଚାଅ ଆନ୍ଦୋଳନ। ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ଵଂସ କରିବାକୁ ବସିଛି ବିଜେପି ସରକାର, ତୁରନ୍ତ ଇସ୍ତଫା ଦିଅ ଗଣଶିକ୍ଷା ମନ୍ତ୍ରୀ।