ଏ ବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ!ନିର୍ବାଚନ ବନ୍ଦ କୁ ନଅ ବର୍ଷ।
ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଏ ବର୍ଷ ମଧ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଲଗାତାର ୯ମ ବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିବାକୁ ଯାଉଛି। ତେବେ ଏନେଇ…
କଟକଣା ଏବଂ ଜରିମାନାକୁ କାହାରି ଖାତିର ନାହିଁ ।ବଜାରରେ ମିଳୁଛି ପ୍ଲାଷ୍ଟିକ୍ ଜାତୀୟ ପତାକା
ଜେଏମଜେ ବ୍ୟୁରୋ : ବଜାରରେ ମିଳୁଛି ପ୍ଲାଷ୍ଟିକ୍ ଜାତୀୟ ପତାକା । ପ୍ଲାଷ୍ଟିକ୍ରେ ତିଆରି ଜାତୀୟ ପତାକା ତିଆରି, ବିକ୍ରି ଓ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯିବାକୁ ନିର୍ଦ୍ଦେଶନାମା ରହିଛି । ମାତ୍ର ବାସ୍ତବ ଚିତ୍ର ଏକଦମ୍ ଓଲଟା ।…
କେନ୍ଦ୍ରାପଡ଼ା BEO ଙ୍କ ଅବସରର ମାତ୍ର ୧୯ ଦିନ ପୂର୍ବରୁ ବଦଳିକୁ ହାଇକୋର୍ଟଙ୍କ ରୋକ୍
ଜେଏମଜେ ବ୍ୟୁରୋ : କେନ୍ଦ୍ରାପଡ଼ା BEOଙ୍କ ବଦଳି ଆଦେଶ ଉପରେ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଷ୍ଟେ; ସେହି ଦିନ ହେବ ପରବର୍ତ୍ତୀ ଶୁଣାଣି ନେବାକୁ ଆଉ ମାତ୍ର ୧୯ ଦିନ ବାକି ଥିବା ବେଳେ କେନ୍ଦ୍ରାପଡ଼ା ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି…
ବେସାହାରା ଚାରି କୁନି ଛୁଆ କୁ ସାହାଯ୍ୟର ହାତ ବଢ଼େଇବା ପାଇଁ ନିବେଦନ ।
କୋଦଳାଜେଏମଜେ ନ୍ୟୁଜ (କୃଷ୍ଣ ପଲେଇ ): -: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ବୁରୁଝରି ପଞ୍ଚାୟତ କନ୍ୟାରିବାଡି ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା ।ବେସାହାରା ହୋଇଗଲେ ଚାରି କୁନି ଛୁଆ । ୨୦୨୫ ମସିହାରେ ସେମାନଙ୍କ ବାପା…
ଓଡ଼ିଶା ଡିଜିପି ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ମାମଲା
ନୂଆଦିଲ୍ଲୀ: ଜେଏମଜେ ବ୍ୟୁରୋ : ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ଏକ ଗୁରୁତର ଅଭିଯୋଗ ଉଠିଛି। DGP ନିଯୁକ୍ତି ନେଇ ସର୍ବୋଚ୍ଚ ଅଦାଲତ ପୂର୍ବରୁ ଦେଇଥିବା ନିର୍ଦ୍ଦେଶକୁ ଓଡ଼ିଶା ସରକାର ଏଡ଼ାଇବାକୁ ଚେଷ୍ଟା କରୁଥିବା…
ଦେଶବ୍ୟାପୀ ‘ଶିକ୍ଷା ଆନ୍ଦୋଳନ’ କରିବ CJP : ଅଭିଜିତ
ନୂଆଦିଲ୍ଲୀ : ଜେଏମଜେ ବ୍ୟୁରୋ : କକ୍ରୋଚ ଜନତା ପାର୍ଟି (ସିଜେପି.) NEET ପେପର୍ ଲିକ୍ ବିରୋଧୀ ଆନ୍ଦୋଳନର ସଫଳତାରୁ ପ୍ରେରଣା ପାଇ ଏକ ନୂତନ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି। ଦଳର ସଂସ୍ଥାପକ ଅଭିଜିତ ଦୀପକେ ନିଜେ ଏହି ନୂତନ…
ଖୁବଶୀଘ୍ର ଓଡ଼ିଶା ଦେଖିବ ନୂଆ ଲୋକାୟୁକ୍ତ: ରାଜସ୍ଵ ମନ୍ତ୍ରୀ
ଖୁବଶୀଘ୍ର ଓଡ଼ିଶା ଦେଖିବ ନୂଆ ଲୋକାୟୁକ୍ତ। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା। ସେ କହିଛନ୍ତି ଯେ, ଲୋକାଯୁକ୍ତ ନିଯୁକ୍ତି ନେଇ ବୈଠକ ବସିଲା ଅର୍ଥ ପ୍ରକ୍ରିୟା ଆରମ୍ଭ ହେଲା। ଖୁବଶୀଘ୍ର ପ୍ରକ୍ରିୟା ସମାପ୍ତ ହେବ। ଯେଉଁ ସାମ୍ବିଧାନିକ ବ୍ୟବସ୍ଥା…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ।
ଆର, ଉଦୟଗିରି: ଜେଏମଜେ ନ୍ୟୁଜ : (ମନୋଜ କୁମାର ପାଢୀ) :-ଗଜପତି ଜିଲ୍ଲା ଅନ୍ତର୍ଗତ ନୂଆଗଡ଼ ବ୍ଳକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଗ୍ରାମମୁଖୀ ପ୍ରଶାସନ ସହିତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି…
ଜାତୀୟ ମଞ୍ଚରେ ଗଜପତିର ଛାତ୍ରୀ ଅନନ୍ୟାଙ୍କ କମାଲ
ରା.ଉଦୟଗିରି:ଜେଏମଜେ ନ୍ୟୁଜ (ମନୋଜ କୁମାର ପାଢୀ)-: 11/08/2026 ଜାତୀୟସ୍ତରୀୟ ପ୍ରେରଣା ଉତ୍ସବରେ ଯୋଗଦେଇ ଗଜପତି ଜିଲ୍ଲା ସମେତ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ରା.ଉଦୟଗିରି ବ୍ଲକ୍ର ଛାତ୍ରୀ ଅନନ୍ୟା ଷଡ଼ଙ୍ଗୀ। ପାରଳାଖେମୁଣ୍ଡିସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଆୟୋଜିତ ପ୍ରେରଣ ପ୍ରତିଯୋଗିତାରେ ସେ…















