ବିକ୍ରମ ପଣ୍ଡାଙ୍କ ଙ୍କ ସମେତ 5 ଜଣଙ୍କ ଜାମିନ୍ ଆବେଦନ ଖାରଜ।

ବ୍ରହ୍ମପୁର : (ଜେଏମଜେ ନ୍ୟୁଜ ): ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ଜାମିନ୍ ଆବେଦନ ଖାରଜ । ଅନ୍ୟ ୪ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ମଧ୍ୟ ଖାରଜ ହୋଇଛି । ଜାମିନ୍ ଆବେଦନ ଖାରଜ କରିଛନ୍ତି ବ୍ରହ୍ମପୁର ଏଡିଜେ-୩…

ସାନ ଉସ୍ତାପଡ଼ା ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ବେଗୁନିଆପଡା : (ଜେଏମଜେ ନ୍ୟୁଜ ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ସାନ ଉସ୍ତାପଡ଼ା ପଂଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ବେଗୁନିଆପଡ଼ା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ…

ସତ୍ୟ ମାଧ୍ୟମରେ ମୋଦୀ ଓ ଶାହାଙ୍କୁ କ୍ଷମତାରୁ ହଟାଇବୁ: ରାହୁଲ

ଜେଏମଜେ ବ୍ୟୁରୋ : ସତ୍ୟ ଓ କ୍ଷମତା ମଧ୍ୟରେ ଲଢେଇ ଚାଲିବ । ସତ୍ୟ ମାଧ୍ୟମରେ ମୋଦୀ ଓ ଶାହାଙ୍କୁ କ୍ଷମତାରୁ ହଟାଇବୁ ବୋଲି ଦାବି କରିଛନ୍ତି କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀଦଳ ନେତା ରାହୁଲ ଗାନ୍ଧି । ଦିଲ୍ଲୀର…

ଯୁବପିଢିଙ୍କ ମଧ୍ୟରେ ବଢୁଥିବା ଅକାଳ ମୃତ୍ୟୁ ସହ କୋଭିଡ୍ ଟୀକାର ସମ୍ପର୍କ ନାହିଁ!

ଜେଏମଜେ ବ୍ୟୁରୋ : ଭାରତରେ ଯୁବପିଢିଙ୍କ ମଧ୍ୟରେ ଅଚାନକ ହେଉଥିବା ମୃତ୍ୟୁକୁ ନେଇ ଚିନ୍ତା ପ୍ରକାଶ ପାଉଥିବାବେଳେ ଏହା ପଛରେ କୋଭିଡ୍ ଟୀକା ଥିବା କେତେକ ମହଲରେ ସଂଦେହ କରାଯାଉଛି। କିନ୍ତୁ ଏମ୍ସ-ଆଇସିଏମଆର ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ ଏହାକୁ ଖାରଜ…

ନବୀନ ବାବୁ ଦରମା ଉପରେ ନିର୍ଭରଶୀଳ ନୁହନ୍ତି, ମାତ୍ର ମୋ ଭଳି ଅନେକ ବିଧାୟକଙ୍କର ବର୍ଦ୍ଧିତ ଦରମା ଆବଶ୍ୟକ: ଗଣେଶ୍ୱର

ଭୁବନେଶ୍ବର, ୧୪/୧୨:(ଜେଏମଜେ ବ୍ୟୁରୋ): ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନନେବା ଦଳ ତରଫରୁ ଆମକୁ ଅବଗତ କରାଯାଇଛି । ସେ ଆଦର୍ଶଗତ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସେ ନିଷ୍ପତ୍ତି ନାହିଁ। ଆପଣ ମାନେ ଦରମା ତ୍ୟାଗ କରନ୍ତୁ। ବିଜେଡି ଦରମା…

ଏମଭି ୨୬ ହିଂସାକାଣ୍ଡ ଘଟଣା : ଗିରଫ ସଂଖ୍ୟା ୧୮ ରେ ପହଞ୍ଚିଲା

ଜେଏମଜେ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଏମଭି୨୬ ହିଂସାକାଣ୍ଡ ଘଟଣାରେ ଗିରଫ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ  ଘଟଣା ସ୍ଥଳରେ ଶାନ୍ତି ଫେରୁଛି , ସ୍ଥିତିରେ ଆସୁଛି ସୁଧାର ।  ଏମଭି  ଓ ରାଖାଲଗୁଡା ଗାଁ ରୁ ବିଏନଏସର…

ବର୍ଦ୍ଧିତ ଦରମା ନେବେନି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ବର(ଜେଏମଜେ ବ୍ୟୁରୋ ): ବର୍ଦ୍ଧିତ ଦରମା ନେବେନି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ ନବୀନ । ବର୍ଦ୍ଧିତ ଦରମାକୁ ଗରିବ କଲ୍ୟାଣ ପାଇଁ ଖର୍ଚ୍ଚ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି।…

BNSS ୧୬୩ ହଟିଲା: ସୋମବାର ଦିନ ୧୨ଟା ଯାଏଁ ଇଣ୍ଟରନେଟ୍ କଟକଣା ବଳବତ୍ତର..

ଜେଏମଜେ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଏମଭି ୨୬ ଗାଁରେ ଧିରେ ଧିରେ ଶାନ୍ତି ଫେରୁଛି। ଜିଲ୍ଲା ପ୍ରଶାସନ ତରଫରୁ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ ରନ୍ଧା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଛି। ଗାଁରେ ବିଦ୍ୟୁତ ସଂଯୋଗ…

ଝିଟିପିଟି ପଡିଥିବା ଖାଦ୍ୟ ଖାଇ ୫୦ରୁ ଉର୍ଦ୍ଧ ଛାତ୍ରୀ ଅସୁସ୍ଥ।

ଜେଏମଜେ ବ୍ୟୁରୋ : ବିଷାକ୍ତ ଖାଦ୍ୟ ଖାଇ ୫୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ । ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।…

ଜନଗଣନା ପାଇଁ ୧୧,୭୧୮ କୋଟିର ବଜେଟ୍ ଅନୁମୋଦନ

ଜେଏମଜେ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର (୧୨ ଡିସେମ୍ବର, ୨୦୨୫) ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କାର ବଜେଟ ଆବଣ୍ଟନ ହୋଇଛି, ସେହିପରି କୋପ୍ରା ଏମଏସପି ବୃଦ୍ଧି…