ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ, କାହାରିକୁ ଛଡ଼ା ଯିବନି

ଭୁବନେଶ୍ୱର(ଜେଏମଜେ ନ୍ୟୁଜ ): ଯିଏ ବି ଦୋଷୀ ଥାଉନା କାହିଁକି କାହାରିକୁ ଛଡ଼ା ଯିବନି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ । OAS ଅଫିସରଙ୍କ ସମୂହ ଛୁଟି ପ୍ରସଙ୍ଗ ନେଇ ବୈଠକ ମନ୍ତ୍ରୀମାନଙ୍କ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟମନ୍ତ୍ରୀ…

ତେଲେଙ୍ଗାନା କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ପ୍ରାଣ ହରାଇଲେ ୪ ଓଡ଼ିଆ, ଆଉ ୪ ଗୁରୁତର!

ଜେଏମଜେ ବ୍ୟୁରୋ : ତେଲେଙ୍ଗାନା କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ୪ ଓଡ଼ିଆ। ଏପର୍ଯ୍ୟନ୍ତ ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଥିବା ବେଳେ ଆହୁରି ୪ ଓଡ଼ିଆ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି। ମୃତକମାନେ ହେଲେ ଗଂଜାମର…

ଅଶାନ୍ତ ହେଉଛି ଗଞ୍ଜାମ. କଥା କଥାରେ ଗଡ଼ୁଛି ମୁଣ୍ଡ। ଜୁଲାଇ ଆରମ୍ଭରୁ ୩ ଜଣଙ୍କୁ ହତ୍ୟା

ଜେଏମଜେ ବ୍ୟୁରୋ : ଅଶାନ୍ତ ହେଉଛି ଗଞ୍ଜାମ ଜିଲ୍ଲା। କଥା କଥାରେ ଗଡ଼ୁଛି ମୁଣ୍ଡ। ଜୁଲାଇ ପହିଲାରେ ଜିଲ୍ଲାରେ ୩ ଜଣଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଗତକାଲି ରାତିରେ ଆଉ ଏକ ମରଣାନ୍ତକ ଆକ୍ରମଣ ହୋଇଛି। ଥାନାରେ କେସ୍…

ରାଜ୍ୟରେ ଓଏଏସ ଅଫିସରଙ୍କ ସମୂହ ଛୁଟି ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀ ବୈଠକ

ଜେଏମଜେ ବ୍ୟୁରୋ : ରାଜ୍ୟରେ ଓଏଏସ ଅଫିସରଙ୍କ ସମୂହ ଛୁଟି ପ୍ରସଙ୍ଗରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏକ ଜରୁରୀ ବୈଠକ ଡାକିଛନ୍ତି । ଏନେଇ ଲୋକସେବା ଭବନରେ ଜରୁରୀ ବୈଠକ ଆରମ୍ଭ ହୋଇଛି । ବୈଠକରେ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ…

ପୂର୍ବ ଶତ୍ରୁତାକୁ ନେଇ ଗଞ୍ଜାମରେ ପୁଣି ଗଡିଲା ମୁଣ୍ଡ

ଜେଏମଜେ ବ୍ୟୁରୋ : ପୂର୍ବ ଶତ୍ରୁତାକୁ ନେଇ ଗଞ୍ଜାମରେ ପୁଣି ଗଡିଲା ମୁଣ୍ଡ, ଛତ୍ରପୁର ଥାନା ଅର୍ନ୍ତଗତ ଗୋବା ଗ୍ରାମର ୩ଜଣ ଯୁବକ ଆଜି ସକାଳେ ଚୁଟି କାଟିବାକୁ ତାରାତାରିଣୀ ଛକ ନିକଟକୁ ଯାଉଥିଲେ। ଏହି ସମୟରେ ସେହି ଗ୍ରାମର ୮ରୁ…

ପ୍ରଭୁପୀତ ଭବନ ଠାରେ ବାର୍ଷିକ ଉତ୍ସବ ସମାରୋହ

ଜେଏମଜେ ବ୍ୟୁରୋ : କବିସୂର୍ଯ୍ୟନଗର ଆଇ ବି ଛକ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ଵ ବିଦ୍ୟାଳୟ, ପ୍ରଭୁ ପ୍ରୀତ ଭବନ ଠାରେ 30ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି |ଏହି ଅଂଚଳର ମୁଖ୍ୟ ସେବା କେନ୍ଦ୍ର ଆସ୍କା ଶାନ୍ତି…

ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର OAS, ORS ଅଫିସର

ଭୁବନେଶ୍ୱର :(ଜେଏମଜେ ନ୍ୟୁଜ ): ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର OAS, ORS ଅଫିସର । କଟକ, ଜଗତସିଂହପୁର, ଭଦ୍ରକ, ରାୟଗଡ଼ା, ଦେବଗଡ଼ ଜିଲ୍ଲା, ସୁବର୍ଣ୍ଣପୁର, ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାରେ ବି ସମୂହ ଛୁଟିରେ ଗଲେ…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜେଏମଜେ ବ୍ୟୁରୋ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୪ ତାରିଖ ଦିନ ଓଡ଼ିଶା ଆସି ପହଞ୍ଚିବେ ରାଷ୍ଟ୍ରପତି ମୁର୍ମୁ। ଏହାପରେ ନିଜ କାର୍ଯ୍ୟକ୍ରମରେ ଯୋଗ ଦେବେ।ଅର୍ଥାତ୍ ୧୪ ଓ ୧୫ ତାରିଖ ଦୁଇ ଦିନ…

୧୧ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ

ଜେଏମଜେ ବ୍ୟୁରୋ : ୧୧ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତଚରଣ ଦାସ। ପୂର୍ବରୁ ଜୁଲାଇ ୯ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି କୁହାଯାଉଥିଲା।କିନ୍ତୁ ବର୍ତ୍ତମାନ ଏହି ତାରିଖ ପରିବର୍ତ୍ତନ…

ଲୋକସେବା ଭବନରେ OAS ସଂଘର ବୈଠକ, ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏଁ ଛୁଟିରେ ରହିବେ

ଭୁବନେଶ୍ୱର :(ଜେଏମଜେ ନ୍ୟୁଜ ): ଲୋକସେବା ଭବନରେ OAS ସଂଘର ବୈଠକ । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ସରକାରଙ୍କୁ ମହଲତ ଦେଲେ OAS ସଂଘ । ଘଟଣା ପଛରେ ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ଦାବି ହୋଇଛି। ଗିରଫ ନହେଲେ…