ପିଏମ୍ ଶ୍ରୀ ବିଦ୍ୟାଳୟରେ ୧୩୩ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବିତରଣ

ଆସିକା: ଜେଏମଜେ ନ୍ୟୁଜ (ହରିହର ପାଢ଼ୀ ): : ଆସିକା ବ୍ଲକ ଅନ୍ତର୍ଗତ ଦେବଭୂମି ପିଏମ୍ ଶ୍ରୀ ଗ୍ରାମ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ମାଗଣା ଗଣପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର…

ଗଂଜାମ ଜିଲ୍ଲାରେ ଦେଶୀ ମଦ ଅପମିଶ୍ରଣ କୁ ବିରୋଧ

ଭଞ୍ଜନଗର : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲ୍ଲାରେ ସରକାରୀ ସ୍ୱୀକୃତିପ୍ରାପ୍ତ ମହୁଲୀ ମଦଭାଟିରେ ମହୁଲ ବଦଳରେ ରାସାୟନିକ ପଦାର୍ଥ ବ୍ୟବହାର କରି ଅପମିଶ୍ରିତ ମଦ ପ୍ରସ୍ତୁତ ହେଉଥିବା ଅଭିଯୋଗ ଆଣିଛି ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ। ଭଞ୍ଜନଗର ପୂର୍ତ୍ତ…

ବିପଦରେ କନ୍ଧ ଚନ୍ଦନ ପେଡି ଗାଁ… ଗାଁ ପାଖରେ ବିଷାକ୍ତ କମ୍ପାନୀ ନିର୍ମାଣ କୁ ବିରୋଧ କରି ରାଜ ରାସ୍ତାରେ ଗ୍ରାମବାସୀ।

କୋଦଳା : ଜେଏମଜେ ନ୍ୟୁଜ (ଭଗବାନ ପାଢ଼ୀ ): ଗ୍ରାମ ପାଖରେ ବିଷାକ୍ତ ଆମୋନିଆ ନାଇଟ୍ରେଡ଼ ଗୋଦାମ ନିର୍ମାଣ କୁ ବିରୋଧ,ବନ୍ୟ ଯନ୍ତୁ ଓ ଗ୍ରାମ ପ୍ରତି ବିପଦ ଦର୍ଶାଇ ମେଳି ବାନ୍ଧିଲେଣି ଗ୍ରାମବାସୀ,ଜିଲ୍ଲା ପ୍ରଶାସନ ଠୁ ନେଇ ନ୍ୟାୟାଳୟ ଗ୍ରାମବାସୀ…

ଆସନ୍ତା ୨୪ ଘଣ୍ଟା ଭାରି ବର୍ଷା, ଓଡ଼ିଶାକୁ ରେଡ଼୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଜେଏମଜେ ନ୍ୟୁଜ : ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଉତ୍ତର ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ନିକଟରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାର…

ଦିଲ୍ଲୀରେ ଶିଳ୍ପପତିଙ୍କୁ ଭେଟିଲେ,ଓଡ଼ିଶାରେ ନିବେଶ ସମ୍ପର୍କରେ ପ୍ରତ୍ୟକ୍ଷ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଜେଏମଜେ ନ୍ୟୁଜ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ଆଜି ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ନିବେଶ ସମ୍ପର୍କରେ ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି। ଓଡ଼ିଶା ଫୁଡ୍‌ ପ୍ରୋ ୨୦୨୬ ନିବେଶକ ସମ୍ମିଳନୀ ଓ ରୋଡ୍‌ସୋ ପରିପ୍ରେକ୍ଷୀରେ ସେ ବିଭିନ୍ନ ଶିଳ୍ପପତିଙ୍କ ସହ…

ଆସାମରେ ବନ୍ୟା ତାଣ୍ଡବ: ୯୫ ମୃତ, ଲକ୍ଷେ ୬୦ ହଜାରରୁ ଅଧିକ ବେଘର

ଜେଏମଜେ ବ୍ୟୁରୋ : ଆସାମରେ ପୁଣି ଥରେ ମୌସୁମୀ ବନ୍ୟା ତାଣ୍ଡବ ରଚିଛି। ରାଜ୍ୟରେ ବନ୍ୟା ଏବଂ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୯୫ ରେ ପହଞ୍ଚିଛି। ସଦ୍ୟତମ ବନ୍ୟାରେ ୫୬୩ ଗାଁର ଲକ୍ଷେ ୬୦ ହଜାରରୁ ଅଧିକ ଲୋକ ପ୍ରଭାବିତ…

ଫେରିବ ଅବ୍ୟବହୃତ ଲିଜ୍‌ ଜମି: ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ବ ପର୍ଷଦ

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସରକାରୀ ଜମିକୁ ଲିଜ୍‌ରେ ନେଇ ତାହାକୁ ଆଦୌ ବ୍ୟବହାର କରି ନଥିବା କିମ୍ବା ଅନ୍ୟ କାମରେ ବ୍ୟବହାର କରୁଥିଲେ ତାହା ସରକାରୀ ଖାତାକୁ ଫେରି ଆସିବ। ବର୍ତ୍ତମାନ ରାଜ୍ୟ ସରକାର ଅନେକ ଉନ୍ନୟନମୂଳକ କାର୍ଯ୍ୟ…

“କ୍ୟା ବୋଲତି ପବ୍ଲିକ୍‌”ଅଭିଯାନ ଆରମ୍ଭ କରିବ ସିଜେପି… ନିର୍ବାଚନ ନୁହେଁ ଜନଚାପ ସୃଷ୍ଟି ଉପରେ ଗୁରୁତ୍ୱ

ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ସିଜେପିର ଦୁଇଦିନିଆ କୋର୍‌ କମିଟି ବୈଠକ ପରେ ଦୀପ୍‌କେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ‘କ୍ୟା ବୋଲତି ପବ୍ଲିକ୍‌‘ ଅଭିଯାନ ଜରିଆରେ ଦେଶର ବିଭିନ୍ନ ସ୍ଥାନକୁ ଯାଇ ସାଧାରଣ ଲୋକଙ୍କ ମତାମତ, ସମସ୍ୟା ଓ…