ଦେଶବ୍ୟାପୀ ‘ଶିକ୍ଷା ଆନ୍ଦୋଳନ’ କରିବ CJP : ଅଭିଜିତ
ନୂଆଦିଲ୍ଲୀ : ଜେଏମଜେ ବ୍ୟୁରୋ : କକ୍ରୋଚ ଜନତା ପାର୍ଟି (ସିଜେପି.) NEET ପେପର୍ ଲିକ୍ ବିରୋଧୀ ଆନ୍ଦୋଳନର ସଫଳତାରୁ ପ୍ରେରଣା ପାଇ ଏକ ନୂତନ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି। ଦଳର ସଂସ୍ଥାପକ ଅଭିଜିତ ଦୀପକେ ନିଜେ ଏହି ନୂତନ…
ଖୁବଶୀଘ୍ର ଓଡ଼ିଶା ଦେଖିବ ନୂଆ ଲୋକାୟୁକ୍ତ: ରାଜସ୍ଵ ମନ୍ତ୍ରୀ
ଖୁବଶୀଘ୍ର ଓଡ଼ିଶା ଦେଖିବ ନୂଆ ଲୋକାୟୁକ୍ତ। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା। ସେ କହିଛନ୍ତି ଯେ, ଲୋକାଯୁକ୍ତ ନିଯୁକ୍ତି ନେଇ ବୈଠକ ବସିଲା ଅର୍ଥ ପ୍ରକ୍ରିୟା ଆରମ୍ଭ ହେଲା। ଖୁବଶୀଘ୍ର ପ୍ରକ୍ରିୟା ସମାପ୍ତ ହେବ। ଯେଉଁ ସାମ୍ବିଧାନିକ ବ୍ୟବସ୍ଥା…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ।
ଆର, ଉଦୟଗିରି: ଜେଏମଜେ ନ୍ୟୁଜ : (ମନୋଜ କୁମାର ପାଢୀ) :-ଗଜପତି ଜିଲ୍ଲା ଅନ୍ତର୍ଗତ ନୂଆଗଡ଼ ବ୍ଳକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଗ୍ରାମମୁଖୀ ପ୍ରଶାସନ ସହିତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି…
ଜାତୀୟ ମଞ୍ଚରେ ଗଜପତିର ଛାତ୍ରୀ ଅନନ୍ୟାଙ୍କ କମାଲ
ରା.ଉଦୟଗିରି:ଜେଏମଜେ ନ୍ୟୁଜ (ମନୋଜ କୁମାର ପାଢୀ)-: 11/08/2026 ଜାତୀୟସ୍ତରୀୟ ପ୍ରେରଣା ଉତ୍ସବରେ ଯୋଗଦେଇ ଗଜପତି ଜିଲ୍ଲା ସମେତ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ରା.ଉଦୟଗିରି ବ୍ଲକ୍ର ଛାତ୍ରୀ ଅନନ୍ୟା ଷଡ଼ଙ୍ଗୀ। ପାରଳାଖେମୁଣ୍ଡିସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଆୟୋଜିତ ପ୍ରେରଣ ପ୍ରତିଯୋଗିତାରେ ସେ…
ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଗୋପାଳପୁର: ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ରଘୁନାଥପୁର ସ୍ଥିତ ପିତାମ୍ବର କଲ୍ୟାଣ ମଣ୍ଡପର ସମ୍ମିଳନୀ କକ୍ଷରେ ଆଜି ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବ୍ରହ୍ମପୁର ଡ଼ିଏମ ଶଙ୍କର୍ଷଣ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା l…
ଦୁର୍ଘଟଣା ରୋକିବାକୁ ବୁଲା ପଶୁଙ୍କ ବେକରେ ରେଡିୟମ ବେଲ୍ଟ
ବ୍ରହ୍ମପୁର: ଜେଏମଜେ ନ୍ୟୁଜ (ଗଜାନନ ତ୍ରିପାଠୀ ): ସହର ଓ ଜାତୀୟ ରାଜପଥରେ ବୁଲା ପଶୁଙ୍କ ଯୋଗୁଁ ଘଟୁଥିବା ସଡ଼କ ଦୁର୍ଘଟଣା ରୋକିବା ଲକ୍ଷ୍ୟରେ ବ୍ରହ୍ମପୁରରେ ଏକ ଅଭିନବ ପଦକ୍ଷେପ ଆରମ୍ଭ ହୋଇଛି। ରାତି ସମୟରେ ରାସ୍ତାରେ ବୁଲୁଥିବା କିମ୍ବା ଶୋଇ…
‘ହର ଘର ତିରଙ୍ଗା’ ଅଭିଯାନରେ ଜନସାଧାରଣଙ୍କୁ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ ‘ହର ଘର ତିରଙ୍ଗା’ ଅଭିଯାନରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ଏବଂ ଏକ ‘ବିକଶିତ ଭାରତ’ ଗଠନ ଦିଗରେ ନିଜର ସାମୂହିକ ସଂକଳ୍ପକୁ ଦୋହରାଇବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି…
ଜେଏମଜେ ନ୍ୟୁଜ ପ୍ରତିନିଧି ଙ୍କ ସାଙ୍ଗଠନିକ ବୈଠକ ଓ ବନ୍ଧୁମିଳନ
ବ୍ରହ୍ମପୁର : ଜେଏମଜେ ନ୍ୟୁଜ : (ବିଭୁତି ଶତପଥୀ )ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସର୍କିଟ ହାଉସ ଠାରେ ଓଡ଼ିଆ ଡିଜିଟାଲ ମିଡ଼ିଆ “ଜେଏମଜେ ନ୍ୟୁଜ ଓଡ଼ିଆ ” ଏବଂ ଦୈନିକ ୱେବ ମିଡ଼ିଆ “ଜନତା ମାଗେ ଜବାବ ପ୍ରତିନିଧି ଙ୍କ ଏକ…
କିଏ ହେବ ଓଡ଼ିଶାରେ ଡିଜିପି? ଦିଲ୍ଲୀରେ ପୁଣି ବସିବ ବୈଠକ
ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଓଡ଼ିଶା ଡିଜିପି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ୧୬ତାରିଖରେ ଶେଷ ହେବ। ୱାଇ ବି ଖୁରାନିଆଙ୍କ ପରେ କିଏ ହେବେ ନୂଆ ଡିଜିପି ତା ଉପରେ ସମସ୍ତଙ୍କ ନଜର ରହିଛି। ନୂଆ ଡିଜିପି ଚୟନ…















