ଲାଇଫ ଜ୍ୟାକେଟ୍ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ
ଭବାନୀପାଟଣା:ଜେଏମଜେ ନ୍ୟୁଜ (ପିତାମ୍ବର ବେହେରା ): କଳାହାଣ୍ଡି ଜିଲ୍ଲାରେ ବନ୍ୟା ଜଳରେ ଫସିଥିବା ଲୋକଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ । ନିଜେ ଲାଇଫ୍ ଜ୍ୟାକେଟ୍ ପିନ୍ଧି କେସିଙ୍ଗା ସ୍ଥିତ ବେଲଖଣ୍ଡି ଶିବ ମନ୍ଦିରରୁ ବନ୍ୟା ୧୫ ଜଣଙ୍କୁ ଉଦ୍ଧାର କରିଛନ୍ତି କଳାହାଣ୍ଡି…
ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ
ଭୁବନେଶ୍ୱର: ଜେଏମଜେ ନ୍ୟୁଜ : ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶର ଓଡ଼ିଶା ସୀମାନ୍ତ ଅଞ୍ଚଳଗୁଡ଼ିକରେ ଓଡ଼ିଆ ଶିକ୍ଷା ବାଟବଣା ହୋଇଯାଇଛି। ଏନେଇ ଆଜି ଓଡ଼ିଶାର ବିଧାନସଭା କମିଟି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଉକ୍ତ ୪ଟି ରାଜ୍ୟର ୫୮୨ଟି ବିଦ୍ୟାଳୟର ୨୮,୪୮୭ଜଣ…
ବାଲିପଦର ସ୍ନାତକ ମହାବିଦ୍ୟାଳୟ ରେ ଶକ୍ତିଶ୍ରୀ ସଶକ୍ତି କରଣ କର୍ମଶାଳା। ବୁଗୁଡ଼ା : ଜେଏମଜେ ନ୍ୟୁଜ (ସୋରେନ ପ୍ରଧାନ ):ସ୍ଥାନୀୟ ବାଲିପଦର ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତି କରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ…
ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ
କୋରାପୁଟ: ଜେଏମଜେ ନ୍ୟୁଜ (ଦ୍ୱବାଶ୍ରିତ ପଟ୍ଟନାୟକ ): ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ lଏବେ ସାରା ଦେଶ ରେ ଭାରତ ସରକାର ଙ୍କ ଏସ ଆର ତଥା ସ୍ୱତନ୍ତ୍ର ଭୋଟର ସଂଶୋଧନ କାଯ୍ୟକ୍ରମ ଚାଲୁଥିବା…
ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା
ବରଗଡ଼,ଜେଏମଜେ ନ୍ୟୁଜ (କ୍ଷମାନିଧି ବଣ୍ଡୁକି ): ରାଜ୍ୟରେ ୦୧.୦୭.୨୦୨୬ କୁ ଯୋଗ୍ୟତା ସୂଚକ ତାରିଖ ଭାବେ ଗ୍ରହଣ କରି ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) କାର୍ଯ୍ୟକ୍ରମର ଅଗ୍ରଗତି ପରଖିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ…
ବ୍ଲକ ସ୍ତରୀୟ ପାଚିକା ଓ ସହାୟିକା ମାନଙ୍କ ପ୍ରଶିକ୍ଷଣ ଶିବିର
ସୁବର୍ଣ୍ଣପୁର: ଜେଏମଜେ ନ୍ୟୁଜ (ଚୈତନ୍ୟ ଭୁକ୍ତା ): : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଇରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପାଚିକା ଓ ସହାୟକ ମାନଙ୍କ ନିମନ୍ତେ ଖାଦ୍ୟ ନିରାପତ୍ତା ଓ…
କବିସୂର୍ଯ୍ୟନଗର ଅଂଚଳ ରେ ବାଘ ଆତଙ୍କ.
କବିସୂର୍ଯ୍ୟନଗର : ଜେଏମଜେ ନ୍ୟୁଜ : କବିସୂର୍ଯ୍ୟନଗର ଅଂଚଳ ରେ ବାଘ ଆତଙ୍କ.. ଏ ଦୃଶ୍ୟ ହେଉଛି କବିସୂର୍ଯ୍ୟନଗର ବ୍ଲକ ବୋଲସର ଗ୍ରାମ ନିକଟର… ରାତିରେ ବୁଲୁଥିବା ଦେଖି ତାର ଭିଡିଓ ଫୁଟେଜ କରିଥିଲେ ରାସ୍ତା ରେ ଯାଉଥିବା କିଛି ଲୋକ..…
ବିପର୍ଯ୍ୟୟର ଚିତ୍ର: କମିଛି ବର୍ଷା, ବଢୁଛି ଦୁଦର୍ଶା;ଚିନ୍ତାରେ ଚାଷୀକୁଳ ଓ ଜନତା
ଗୋଲାମୁଣ୍ଡା:ଜେଏମଜେ ନ୍ୟୁଜ (ପିତାମ୍ବର ବେହେରା)ଲଘୁଚାପ ଜନିତ ପ୍ରଳୟଙ୍କରୀ ଲଗାଣ ବର୍ଷାର ପ୍ରକୋପ ସିନା କମିଛି, ହେଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକବାସୀଙ୍କ ପାଇଁ ଏହା ସାଉଁଟି ଦେଇଯାଇଛି ଅସହ୍ୟ ଦୁର୍ଦ୍ଦଶା। ଚଳିତ ଲଗାଣ ବର୍ଷାରେ ଗୋଲାମୁଣ୍ଡା ବ୍ଲକରେ ଜିଲ୍ଲାର ସର୍ବାଧିକ ୧୦୨…
ପ୍ରଶାସନଙ୍କ ସେବାରେ ବ୍ୟବହାର ହେବ ଏଆଇ
ସୁବର୍ଣ୍ଣପୁର: ଜେଏମଜେ ନ୍ୟୁଜ (ଚୈତନ୍ୟ ଭୁକ୍ତା ): ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (OCAC) ଏବଂ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (OKCL) ଙ୍କ ମିଳିତ ଆୟୋଜନରେ ଜିଲ୍ଲା କଲେକ୍ଟରେଟ୍ ସମ୍ମିଳନୀ କକ୍ଷରେ “AI Tools for…
ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିଲ୍ଲୀରୁ ବାହାରି ସକାଳ ୧୧ ଟାରେ…
















