ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ଯାଏଁ ମୌସୁମୀ ଅଧିବେଶନ

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଆସନ୍ତା ୨୨ ତାରିଖରୁ ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୨ ତାରିଖରୁ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ । ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ । ଏଥର ମୌସୁମୀ ଅଧିବେଶନରେ…

ରାଜ୍ୟପାଳଙ୍କ ଏଡିସି ଭାବେ ଯୋଗ ଦେଲେ ଅନୁଗୁ ଶିବା ମାରୁତି ରେଡ୍ଡୀ

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଆଇପିଏସ ଅଧିକାରୀ ଅନୁଗୁ ଶିବା ମାରୁତି ରେଡ୍ଡୀ ମଙ୍ଗଳବାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କ ଏଡିସି (ଏଡ୍-ଡି-କ୍ୟାମ୍ପ) ଭାବେ ଯୋଗ ଦେଇଛନ୍ତି। ଲୋକ ଭବନରେ ଏକ ଔପଚାରିକ ସମାରୋହରେ ଶ୍ରୀ ରେଡ୍ଡୀଙ୍କୁ ନୂତନ…

ବରଗଡ଼ରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ ଅନୁଷ୍ଠିତ: ମହିଳାମାନଙ୍କ ସମ୍ପର୍କିତ ୨୪ଟି ମାମଲା ଶୁଣାଣି

ବରଗଡ଼: ଜେଏମଜେ ନ୍ୟୁଜ (କ୍ଷମାନିଧି ବଣ୍ଡୁକି ): ମହିଳାମାନଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଓ ସମସ୍ୟାର ସମାଧାନ ବ୍ୟବସ୍ଥାକୁ ସେମାନଙ୍କ ଦ୍ୱାରଦେଶରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆଜି ବରଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ…

ଗଞ୍ଜାମ ଜିଲ୍ଲାପ୍ରଶାସନ ନିର୍ଦ୍ଦେଶକୁ ବେଖାତିର.. ଖୁଲାମଖୁଲା ପ୍ଳାଷ୍ଟର ପ୍ୟାରିସ ମୂର୍ତ୍ତି ନିର୍ମାଣ ଓ ବିକ୍ରି

ଜେଏମଜେ ନ୍ୟୁଜ : ସରକାରୀ ଓ ପ୍ରଶାସନ ନିର୍ଦେଶ କୁ ବେଖାତିର କରି ପୋଲସରା ରେ ଖୁଲମଖୁଲା ଚାଲିଛି ପ୍ଳାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ନିର୍ମାଣ ଓ ବିକ୍ରି। ଦୀର୍ଘ ବର୍ଷ ଧରି ଏକ ଦେବୋତ୍ତର ଜମିରେ ବାହାର ରାଜ୍ୟର କିଛି…

ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): : ଚଳିତମାସ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗଞ୍ଜାମ ଜିଲ୍ଲା ଗୋପାଳପୁର ଗସ୍ତକୁ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି…

ନବମ ଦିନରେ ପହଞ୍ଚିଲା ଶିକ୍ଷକଙ୍କ ଆନ୍ଦୋଳନ

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ ଜାରି ରହିଛି । ନବମ ଦିନରେ ପହଞ୍ଚିଲାଣି ଶିକ୍ଷକଙ୍କ ଆନ୍ଦୋଳନ । ଧାରଣାରେ ବସିଛନ୍ତି ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର…

କେନ୍ଦ୍ର ସରକାରରେ ୮.୨୪ ଲକ୍ଷ ପଦ ଖାଲି

ଜେଏମଜେ ବ୍ୟୁରୋ : ଦେଶରେ ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନିଯୁକ୍ତି ସୁଯୋଗ ହ୍ରାସ ପାଇ ଚାଲିଛି। ଯୁବଗୋଷ୍ଠୀ ଚାକିରି ନ ପାଇ ବସି ରହିଛନ୍ତି। ଏହାକୁ ନେଇ ପରିବାର ଉପରେ ବୋଝ ବଢ଼ି ଚାଲିଛି। ଆର୍ଥିକ…

୩୮୦ ଅଟୋଚାଳକଙ୍କ ମୁଣ୍ଡରେ ଚଡ଼କ, ଶେଷ ତାରିଖ ସୁଦ୍ଧା ଜବାବ ନ ରଖିଲେ ରଦ୍ଦ ହେବ ପରମିଟ

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଅନ୍ ଲାଇନ ଅଟୋଚାଳକଙ୍କ ମୁଣ୍ଡରେ ଚଡ଼କ । ୩୮୦ ଅଟୋ ଚାଳକଙ୍କୁ ପଠାଯାଇଥିବା ଶୋ’ କଜ୍ ନୋଟିସର ଶେଷ ଦିନ ଆସନ୍ତା ୨୬ ତାରିଖ । ଅବଧି ଶେଷ ହେବାକୁ ହାତରେ ମାତ୍ର ଆଉ…

ଜାତି ଭିତ୍ତିକ ସଂରକ୍ଷଣ ଓ ମହିଳା କୋଟାକୁ ନେଇ ରାଜନୈତିକ ବିବାଦ, ବିଜେପି-କଂଗ୍ରେସ ଲଢ଼େଇ

ଜେଏମଜେ ବ୍ୟୁରୋ : ସଂରକ୍ଷଣ ବ୍ୟବସ୍ଥାରେ ସୁଧାର ଦାବି ଏବଂ ମହିଳା ସଂରକ୍ଷଣକୁ ନେଇ ଦେଶର ରାଜନୀତି ପୁଣି ସରଗରମ ହୋଇଛି। ଦିଲ୍ଲୀ, ଲକ୍ଷ୍ନୌ, ପାଟନା ଓ ଜୟପୁର ସମେତ ବିଭିନ୍ନ ସହରରେ ଜାତି ଭିତ୍ତିକ ସଂରକ୍ଷଣକୁ ନେଇ ବିରୋଧର ସ୍ୱର…

ସରିଲା ଶ୍ରାବଣ ମାସ ଶିଵମନ୍ଦିରରେ ଭକ୍ତଙ୍କ ଭିଡ଼

କୋରାପୁଟ :ଜେଏମଜେ ନ୍ୟୁଜ (ଦେବାଶ୍ରିତ ପଟ୍ଟନାୟକ ): ସରିଲା ଶ୍ରାବଣ ମାସ ସୋମବାର ଶିଵ ପୀଠ ରେ ଭକ୍ତ ଙ୍କ ଭିଡ଼ lଏକ ମାସ ଧରି ଚାଲିଥିବା ଶ୍ରାବଣ ର ସୋମବାର ଆଜି ଶେଷ ହୋଇଛି l ଆଉ ତା ସହିତ…