ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର, ସଦ୍ୟତମ ସୂଚନା ଜାରି କଲା ଦିଲ୍ଲୀ ଏମ୍ସ

ଜେଏମଜେ ବ୍ୟୁରୋ : ନିମାପଡ଼ା ବଳଙ୍ଗାରେ ଏକ ସାଂଘାତିକ ଘଟଣା କ୍ରମେ ଆହତ ହୋଇଥିବା ନାବାଳିକାଙ୍କୁ ଆଜି ଅଧିକ ଚିକିତ୍ସା ପାଇଁ ଦିଲ୍ଲା ଏମ୍ସ ପଠାଯାଇଛି। ଭୁବନେଶ୍ବର ଏମ୍ସରୁ ଗ୍ରୀନ କରିଡର ମାଧ୍ୟମରେ ତାଙ୍କୁ ବିମାନ ବନ୍ଦର ନିଆଯାଇଥିଲା। ସେଠାରୁ ଏକ…

ଭିଜିଲାନ୍ସ ପଞ୍ଝାରେ କୁବେର ଡିଫୋ. ଠାବ ହେଲାଣି ୧୧୫ ପ୍ଲଟ୍‌.

ଜେଏମଜେ ବ୍ୟୁରୋ : ଓଡ଼ିଶା ଭିଜିଲାନ୍ସ ଦ୍ୱାରା ରବିବାର କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ) ନିତ୍ୟାନନ୍ଦ ନାୟକଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି (DA) ଅଭିଯୋଗରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ତଦନ୍ତରେ…

ଆସିକା ସାଂସଦ ଙ୍କ ଧରାକୋଟ ବ୍ଲକ ପ୍ରତିନିଧି ହେଲେ ମୁନା ପ୍ରଧାନ

ଜେଏମଜେ ବ୍ୟୁରୋ : ଆସିକା ସାଂସଦ ଅନିତା ସୁଭଦର୍ଶନୀ ଧରାକୋଟ ବ୍ଲକର ଉନ୍ନତି ଓ ବିକାଶ ଧାରାକୁ ଆଗକୁ ନେବାପାଇଁ ଢଉଗାଁ ପଞ୍ଚାୟତ ର ସୁନା ମୋହି ଗ୍ରାମର ଉଚ୍ଚ ଶିକ୍ଷିତ ଯୁବକ ତଥା ବି ଜେ ପି ର ଜଣେ…

ବାଲେଶ୍ବର ପୀଡ଼ିତାଙ୍କୁ ନ୍ୟାୟ ମିଳିବା ଦିଗରେ ତଦନ୍ତ ଚାଲିଛି: କ୍ରାଇମବ୍ରାଞ୍ଚ ଡିଜି

ଜେଏମଜେ ବ୍ୟୁରୋ : ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମାହୁତି ଘଟଣା ନେଇ କ୍ରାଇମବ୍ରାଞ୍ଚର ଟିମ୍‌ ତଦନ୍ତ ଜାରି ରଖିଛି । ଆଜି ଘଟଣାସ୍ଥଳ ବୁଲି ଦେଖିବା ପରେ ପ୍ରତିକ୍ରିୟା ରଖିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।…

ଅଧିକ ଚିକିତ୍ସା ପାଇଁ ଏୟାର ଲିଫ୍ଟରେ ବଳଙ୍ଗା ପିଡିତାଙ୍କୁ ନିଆଗଲା ଏମ୍ସ ନୂଆଦିଲ୍ଲୀ

ଜେଏମଜେ ବ୍ୟୁରୋ : ଅଧିକ ତଥା ଭଲ ଚିକିତ୍ସା କରିବା ପାଇଁ ଆଜି ବଳଙ୍ଗା ପିଡିତାଙ୍କୁ ନୂଆଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କୁ ୟାର ଲିଫ୍ଟ ଦ୍ବାରା ନୂଆଦିଲ୍ଲୀ ଏମ୍ସକୁ ନିଆଯାଇଛି। ସେଠାରେ ତାଙ୍କର ଭଲ ଚିକିତ୍ସା ହୋଇପାରିବ ବୋଲି ଏମ୍ସ ଭୁବନେଶ୍ବର…

୪୮ ଘଣ୍ଟା ଗୁରୁତ୍ବପୂର୍ଣ୍ଣ . ବଳଙ୍ଗା ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ କହିଲେ ଡାକ୍ତର.

ଜେଏମଜେ ବ୍ୟୁରୋ : ଏମ୍‌ସ ଡାକ୍ତରୀ ଟିମ୍ ସହିତ ଆଲୋଚନା କଲେ ପୀଡ଼ିତାଙ୍କ ବାପା । ପରବର୍ତ୍ତୀ ମେଡିକାଲ ବୁଲେଟିନ ଆସିବା ଆଗରୁ ନିଜ ଝିଅର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ପାଇଁ ଯାଇଛନ୍ତି ବାପା । ଏମ୍‌ସରେ ଚିକିତ୍ସିତ ହେଉଥିବା…

ସ୍ଥଗିତ ରହିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା, ଦୁଇଟି ସିଟିଂରେ ହେବାର ଥିଲା ପରୀକ୍ଷା

ଜେଏମଜେ ବ୍ୟୁରୋ : ସ୍ଥଗିତ ରହିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ସାରା ରାଜ୍ୟରେ ଆଜି ଅନୁଷ୍ଠିତ ହେବାର ଥିଲା ଏହି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ରାଜ୍ୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ସ୍ୱତନ୍ତ୍ର ଓଟିଇଟି । ୭୫…

ଏମ୍ସ ଆଗରେ ବିଜେପି ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ କଥା କଟାକଟି

ଜେଏମଜେ ବ୍ୟୁରୋ : ଏମ୍ସର ବର୍ଣ୍ଣ ୱାର୍ଡରେ ବଳଙ୍ଗା ପୀଡିତାଙ୍କ ଚିକିତ୍ସା ଚାଲିଛି । ଏହାର ମଧ୍ୟରେ ହୋଇଛି । ତାଳିମାଳି  ବିରୋଧ ପ୍ରଦର୍ଶନ କରିଛି ବିଜେଡି, ବାମପନ୍ଥୀ ଦଳ ଓ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ । କଂଗ୍ରେସ ପକ୍ଷରୁ…

ମହିଳା ସୁରକ୍ଷା ପାଇଁ ନାରୀ ନ୍ୟାୟ ଅଭିଯାନ ଚାଲୁରହିବ: କଂଗ୍ରେସ

ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): କଂଗ୍ରେସ ଭବନ ସମ୍ମେଳନ କକ୍ଷରେ ପିସିସି ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଛି। ଓଡ଼ିଶା ଦାୟିତ୍ବରେ ଥିବା ଏଆଇସିସିର ପ୍ରଭାରୀ ତଥା ପିସିସି ରାଜନୈତିକ କମିଟି ଅଧ୍ୟକ୍ଷ ଅଜୟ କୁମାର ଲାଲ୍ଲୁଙ୍କ ସଭାପତିତ୍ତ୍ବରେ ଅନୁଷ୍ଠିତ ବୈଠକରେ ସଭାପତି…

ରାଜ୍ୟରେ ଛାତ୍ରୀଙ୍କୁ ସୁରକ୍ଷା ଯୋଗାଇବ ‘ଶକ୍ତିଶ୍ରୀ’ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: (ଜେଏମଜେ ନ୍ୟୁଜ) ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟରେ ଦୁଇଟି ସମ୍ବେଦନଶୀଳ ଘଟଣା ଘଟିଲା ପରେ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ମହିଳା ଓ ଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବା ପାଇଁ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟ ସରକାର…