ନବୀନ ଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ କାହିଁକି ଏତେ ଅବହେଳା ଓ କ’ଣ ଲୁଚାଇବାକୁ ହେଉଛି ପ୍ରୟାସ?
ଜେଏମଜେ ବ୍ୟୁରୋ : କାହିଁକି ଏତେ ଅବହେଳା ଓ କ’ଣ ଲୁଚାଇବାକୁ ହେଉଛି ପ୍ରୟାସ? ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ଜଣେ ଲୋକପ୍ରିୟ ନେତା । ବୟସାଧିକ୍ୟ ଯୋଗୁ ଅସୁସ୍ଥ ଥିବା…
ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୋପନୀୟତା କାହିଁକି?
ଜେଏମଜେ ବ୍ୟୁରୋ : ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୋପନୀୟତା କାହିଁକି୭୯ବର୍ଷୀୟ ନବୀନ ପଟ୍ଟନାୟକଙ୍କଙ୍କର ଜୁନ୍ ୨୨ତାରିଖରେ ସର୍ଭ୍ରିକାଲ ଆର୍ଥ୍ରାଇଟିସ ଅସ୍ତ୍ରୋପଚାର କରାଯାଇଥିବା ନେଇ ତାଙ୍କ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା । ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଡାକ୍ତର ରାଜଶେଖରଙ୍କ ନେୃତୃତ୍ୱରେ ଓ…
ସାତ ଦିନ ଭିତରେ ସତ୍ୟପାଠ ଦିଅ, ନଚେତ୍ ସାରା ଦେଶକୁ କ୍ଷମା ମାଗ।
ଜେଏମଜେ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି ବଡ଼ ବୟାନ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ନାଁ ନନେଇ କହିଛନ୍ତି ଯେ, ନର୍ବାଚନ ଆୟୋଗ ଓ…
ଭୋଟ୍ ଚୋରି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ପ୍ରେସମିଟରେ ସ୍ପଷ୍ଟୀକରଣ: ଆମେ ପକ୍ଷ ନୁହେଁ, ବିପକ୍ଷ ନୁହେଁ….ଆମେ କେବଳ ସମକକ୍ଷ.
ଜେଏମଜେ ବ୍ୟୁରୋ : ଭୋଟ୍ ଚୋରି ପ୍ରସଙ୍ଗକୁ ନେଇ ଶେଷରେ ପ୍ରେସମିଟ୍ କରି ସ୍ପଷ୍ଟୀକରଣ ରଖିଛନ୍ତି ନିର୍ବାଚନ ଆୟୋଗ । ବିହାରରେ କରାଯାଇଥିବା ଏସଆଇଆରକୁ ନେଇ ବିରୋଧୀମାନେ ପ୍ରଶ୍ନ ଉଠାଇବା ପରେ ଏହାର ଜବାବ ରଖିଛନ୍ତି ନିର୍ବାଚନ ଆୟୋଗ । ସ୍ପଷ୍ଟ…
ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ରାଜ୍ୟପାଳ ସି.ପି. ରାଧାକୃଷ୍ଣନ
ଜେଏମଜେ ବ୍ୟୁରୋ : ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଥିବା ଚନ୍ଦ୍ରପୁରମ ପନ୍ନୁସାମି ରାଧାକୃଷ୍ଣନଙ୍କୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ( ଏନଡିଏ) ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେପିର ସଂସଦୀୟ…
ବିଜେପି ଶିବିରରେ ବରିଷ୍ଠ ବିଜେଡି ନେତା: ଚର୍ଚ୍ଚାରେ ଗଞ୍ଜାମ ରାଜନୀତି!
ଜେଏମଜେ ବ୍ୟୁରୋ : ବିଜେପି ଶିବିରରେ ବରିଷ୍ଠ ବିଜେଡି ନେତା ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ଯାହାକୁ ନେଇ ଗଞ୍ଜାମ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ଏହା ଏବେ ରାଜନୈତିକ ମହଲ ଏବଂ ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାକୁ ଖୋରାକ…
ନବୀନ ପଟ୍ଟନାୟକ ଅସୁସ୍ଥ, ଘରୋଇ ହସପିଟାଲରେ ଭର୍ତ୍ତି
ଜେଏମଜେ ବ୍ୟୁରୋ : ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ଜଣାପଡିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡିହାଇଡ୍ରେସନ୍ ଯୋଗୁ ସେ ଅପରାହ୍ନ ୫ଟା ୧୫ରେ ଭର୍ତ୍ତି ହୋଇଥିବା ହସ୍ପିଟାଲ ପକ୍ଷରୁ…
ଭୋଟ ଚୋରି ପ୍ରସଙ୍ଗ…ଠିକ ସମୟରେ ଯଦି ଅପିଲ କରିଥିଲେ ସମାଧାନ ହୋଇପାରିଥାନ୍ତା : ନିର୍ବଚନ କମିଶନର
ନୂଆଦିଲ୍ଲୀ : ଭୋଟର ତାଲିକାରେ ତ୍ରୁଟିକୁ ନେଇ କଂଗ୍ରେସ ସମେତ ସମଗ୍ର ବିରୋଧୀ ଦଳ ନିର୍ବାଚନ କମିସନଙ୍କ ଉପରେ ଭୋଟ ଚୋରି ଅଭିଯୋଗ କରୁଛନ୍ତି। ଏହାକୁ ନେଇ ସଂସଦରୁ ଆରମ୍ଭ କରି ସଡ଼କ ପର୍ଯ୍ୟନ୍ତ ବିକ୍ଷୋଭ କରୁଛନ୍ତି । ବିରୋଧୀ ଦଳମନଙ୍କ…
ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ସମୟସୀମା ଆଦେଶ ଲାଗୁ କରାନଯାଉ: ‘ସାମ୍ବିଧାନିକ ବିଶୃଙ୍ଖଳା’ ନେଇ କେନ୍ଦ୍ରର ଚେତାବନୀ
ନୂଆଦିଲ୍ଲୀ: ବିଲ୍ ମଞ୍ଜୁର ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଉପରେ ସମୟସୀମା ଲାଗୁ ନ କରିବାକୁ ସରକାର ଚେତାବନୀ ଦେଇଛନ୍ତି, ଯାହା କି ସୁପ୍ରିମ୍କୋର୍ଟଙ୍କ ପୂର୍ବ ଆଦେଶଠାରୁ ଭିନ୍ନ। ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ଆର୍ ମହାଦେବନଙ୍କୁ ନେଇ ଗଠିତ…
୧୨ଟି ନୂଆ ଏନ୍ଏସି ପାଇଁ ଡ୍ରାଫ୍ଟ ନୋଟିସ୍ ଜାରି
ଭୁବନେଶ୍ବର: ରାଜ୍ୟ ସରକାର ଏନ୍ଏସି ସଂଖ୍ୟା ବୃଦ୍ଧି କରିବା ପାଇଁ ଯୋଜନା ଆରମ୍ଭ କରିଦେଇଛନ୍ତି। ଏଥି ପାଇଁ ୧୨ଟି ନୂଆ ଏନ୍ଏସି ପାଇଁ ଡ୍ରାଫ୍ଟ ନୋଟିସ୍ ଜାରି କରିଛନ୍ତି। ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି…















