ରାଜ୍ୟରେ ଛାତ୍ରୀଙ୍କୁ ସୁରକ୍ଷା ଯୋଗାଇବ ‘ଶକ୍ତିଶ୍ରୀ’ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: (ଜେଏମଜେ ନ୍ୟୁଜ) ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟରେ ଦୁଇଟି ସମ୍ବେଦନଶୀଳ ଘଟଣା ଘଟିଲା ପରେ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ମହିଳା ଓ ଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବା ପାଇଁ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟ ସରକାର…

ରୁପା ମୁଦି, ଚକୋଲେଟ ଖୋଲିବ ରହସ୍ୟ.

ଜେଏମଜେ ବ୍ୟୁରୋ : ବଳଙ୍ଗା ନାବାଳିକା ପୋଡ଼ି ଘଟଣା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି । ବାଲେଶ୍ବର ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ବଳଙ୍ଗା ଘଟଣା ସବୁଠି ଆଲୋଚନାର ବିଷୟ ହୋଇଛି । ତେବେ ଘଟଣାସ୍ଥଳରୁ ଯାହା ସାମନାକୁ ଆସିଛି…

ପ୍ରଭାତୀ ପରିଡ଼ାଙ୍କ ବାସଭବନକୁ ଟମାଟୋ ମାଡ଼

ଜେଏମଜେ ବ୍ୟୁରୋ : ପ୍ରଭାତୀ ପରିଡ଼ାଙ୍କ ବାସଭବନକୁ ଟମାଟୋ ମାଡ଼ । ମହିଳା କଂଗ୍ରେସ କର୍ମୀ ଏହି ଟମାଟୋ ମାଡ଼ କରିଛନ୍ତି । ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟାର ତାତି ଏଯାଏଁ କମିନି ଆଉ ଏବେ ପୁଣି ବଳଙ୍ଗାରେ ଜଣେ…

ଏମ୍ସ ହସ୍ପିଟାଲ ପ୍ରବେଶ ସ୍ଥାନରୁ ଦୂରରେ ରହିବାକୁ ନିର୍ଦ୍ଦେଶ.

ଜେଏମଜେ ବ୍ୟୁରୋ : ବଳଙ୍ଗା ଅଞ୍ଚଳର ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତ ନିଆଁ ଲଗାଇଦେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ଗୁରୁତର ନାବାଳିକାଙ୍କ ଦେହ ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଛି। ତାଙ୍କର ଏବେ…

ନାବାଳିକାକୁ ନିଆଁ ଲଗାଇଦେବା ଘଟଣା, ଦୋଷୀଙ୍କୁ ତୁରନ୍ତ ଗିରଫ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଜେଏମଜେ ବ୍ୟୁରୋ : ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗାଥାନା ଅଞ୍ଚଳରେ ନାବାଳିକାକୁ ନିଆଁ ଲଗାଇଦେବା ଘଟଣାରେ ଦୋଷୀଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ଦୋଷୀଙ୍କୁ ତୁରନ୍ତ ଗିରଫ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୀଡ଼ିତାଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର…

ଛାତ୍ରୀ ଙ୍କୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଲେ 3 ଜଣ ଦୁର୍ବୁତ୍ତ.

ଜେଏମଜେ ବ୍ୟୁରୋ : ପୁଣି ଏକ ବଡ଼ ଖବର ସାମନା କୁ ଆସିଛି ଜଣେ ଛାତ୍ରୀ ଙ୍କୁ ପେଟ୍ରୋଲ ପକାଇ ନିଆଁ ଲଗାଇଦେଲେ 3 ଜଣ ଦୁର୍ବୁତ୍ତ.। ଏ ହେଉଛି ସବୁଠାରୁ ବଡ଼ ଖବର ଓ ସମ୍ବେଦନଶୀଳ ଖବର…. ରାଜ୍ୟରେ କିଭଳି…

ପ୍ରମୋସନ ପାଇଁ ଧରାଧରି ଚଳିବ ନାହିଁ ; ଅଫିସରଙ୍କୁ କଡ଼ା ଚେତାବନୀ ଦେଲେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ.

ଜେଏମଜେ ବ୍ୟୁରୋ : ଭଲ କାମ କର ପଦୋନ୍ନତି ମିଳିବ । ସବୁବେଳେ କାମରେ ଢିଲା କରି ରାତି ଅଧିଆ କାମ କରିଦେଲେ ବା ଧରାଧରି କଲେ ପ୍ରମୋସନ ମିଳିବନାହିଁ । ରାଜସ୍ବ ବିଭାଗର ଅଧିକାରୀଙ୍କୁ ଏଭଳି ଚେତାଇଛନ୍ତି ରାଜସ୍ବ ବିଭାଗ…

ହମଲା କରୁଛି ‘ହାତ’ ! ପୂର୍ବାପେକ୍ଷା ଓଡିଶାରେ ଶକ୍ତିଶାଳୀ ହେଉଛି କଂଗ୍ରେସ

ଜେଏମଜେ ବ୍ୟୁରୋ : ହାତ’ର ହରକତ ସମ୍ଭାଳି ପାରୁ ନାହାନ୍ତି ନୂଆ ସରକାର ! ଯେବେ ବିଜେଡି ସରକାର ଥିଲା ସେବେ ବିରୋଧୀ ଦଳ ଭାବେ ଖାଲି ବିଜେପି ହିଁ ଶକ୍ତି ପ୍ରଦର୍ଶନ କରୁଥିଲା । କଂଗ୍ରେସକୁ କାଁ ଭାଁ ପ୍ରତିବାଦ…

ପୋଲିସ କୁ ତଦନ୍ତ କରିବ କ୍ରାଇମବ୍ରାଞ୍ଚ!

ଜେଏମଜେ ବ୍ୟୁରୋ : ସୌମ୍ୟାଶ୍ରୀ ମୃତ୍ୟୁ ମାମଲାର ତଦନ୍ତ ଯେତିକି ବଢ଼ୁଛି; ସେତିକି ଅବହେଳା ସାମ୍‌ନାକୁ ଆସୁଛି। ସୌମ୍ୟାଶ୍ରୀ ଓ କଲେଜ ଅଧ୍ୟକ୍ଷ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରିନଥିଲା।କେବଳ ଦୁଇଥର ଷ୍ଟେସନ ଡାଏରୀ କରିଥିଲା।…

ସୌମ୍ୟାଶ୍ରୀଙ୍କୁ ନିର୍ଯାତନା : ସବୁ ଦଳର ହାତ :

👉ରାଜନୈତିକ ପଶାପାଲିରେ FM କଲେଜ ଘଟଣା 👉କ୍ରାଇମବ୍ରାଞ୍ଚ ତଦନ୍ତ ନିରପେକ୍ଷ ହେବ ତ? 👉ପୁରା ବ୍ୟବସ୍ଥା ଆଡକୁ ଉଠିଲାଣି ପ୍ରଶ୍ନ? ଜେଏମଜେ ବ୍ୟୁରୋ : ସୌମ୍ୟାଶ୍ରୀଙ୍କୁ ନିର୍ଯାତନା ଦେଇଥିବା HOD ଓ ଅଧ୍ୟକ୍ଷଙ୍କ ପଛରେ ସବୁ ଦଳର ନେତାଙ୍କ ହାତ ରହିଛି…