ଆଜିଠୁ ‘ଆମ ଶାସନ’
ଭୁବନେଶ୍ବର: (ଜେଏମଜେ ବ୍ୟୁରୋ ): ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ଥାନା, ହସ୍ପିଟାଲ, ତହସିଲ୍ ଆଦିକୁ ଲୋକ ଗଲେ ସେଠାରେ େସମାନଙ୍କୁ ସବୁ ସୁବିଧା ମିଳୁଛି…
ନୂଆଖାଇ ପରଦିନ ଅଗଷ୍ଟ ୨୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ନୂଆଖାଇ ପର୍ବ ଉପଲକ୍ଷେ ଚଳିତ ବର୍ଷ ଅଗଷ୍ଟ ୨୯ ତାରିଖକୁ ଛୁଟି ଘୋଷଣା କରାଯାଇଛି । କୃଷି ଭିତ୍ତିକ ଗଣପର୍ବ ନୂଆ ଖାଇ ଅବସରରେ ପ୍ରତିବର୍ଷ ଛୁଟି ଘୋଷଣା କରାଯାଇଥାଏ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ…
ସତରେ କ’ଣ ବିଜେଡି ପାଣ୍ଠିକୁ ହଡ଼ପ କରିବା ପାଇଁ ଭିକେ ପାଣ୍ଡିଆନଙ୍କ ଉଦ୍ୟମ କି?ପାଣ୍ଡିଆନ ବିରୁଦ୍ଧରେ କହୁ କହୁ ଚି଼ଙ୍କି ଉଠୁଛି ବିଜେଡି
ଜେଏମଜେ ବ୍ୟୁରୋ : ସତରେ କ’ଣ ବିଜେଡି ପାଣ୍ଠିକୁ ହଡ଼ପ କରିବା ପାଇଁ ଭିକେ ପାଣ୍ଡିଆନ ଛାଇଭଳି ନବୀନ ପଟ୍ଟନାୟକଙ୍କ ପାଖେପାଖେ ରହୁଛନ୍ତି? ଦଳୀୟ ପାଣ୍ଠି ପାଇଁ କ’ଣ ନବୀନଙ୍କ ଜୀବନ ପ୍ରତି ବିପଦ ରହିଛି? ଏଭଳି କିଛି ସାଘାଂତିକ ଅଭିଯୋଗ…
ସରିଲା ରାଜ୍ୟ କ୍ୟାବିନେଟ୍: ୪ଟି ପ୍ରସ୍ତାବ ରେ ବାଜିଲା. ମୋହର।
ଭୁବନେଶ୍ବର: (ଜେଏମଜେ ବ୍ୟୁରୋ ): ରାଜ୍ୟ କ୍ୟାବିନେଟର ୨୪ତମ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ୩ଟି ବିଭାଗର ୪ଟି ପ୍ରସ୍ତାବକୁ ଅନୁମୋଦନ…
ସମବାୟ ବିକାଶ ପାଇଁ ଆବଶ୍ୟକ ସହାୟତା ଦେବେ କେନ୍ଦ୍ର ସରକାର.
ଜେଏମଜେ ବ୍ୟୁରୋ : ଆଜି ଲୋକସେବା ଭବନରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀଙ୍କ ସହିତ ଓଡିଶାରେ ସମବାୟ କ୍ଷେତ୍ରର ଅଭିବୃଦ୍ଧି ବିଷୟରେ ଆଲୋଚନା କରିଛନ୍ତି।…
ଚଢ଼ାଉ ବେଳେ ପାଚେରୀ ଡେଇଁ ପଳାଉଥିଲେ TMC ବିଧାୟକ, ବିଲରେ ମାଡ଼ି ବସିଲା ED.
ଜେଏମଜେ ବ୍ୟୁରୋ : ଚଢ଼ାଉ କରୁଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ପ୍ରମାଣ ଲୁଚାଇବାରେ ଲାଗି ପଡ଼ିଥିଲେ ବିଧାୟକ । ତଥ୍ୟ ଲୁଚାଇବାକୁ ଯାଇ ନିଜର ୨ଟି ଯାକ ମୋବାଇଲ୍ ପାଣିକୁ ଫିଙ୍ଗି ଦେଲେ । ତା’ପରେ ନିଜେ ପାଚେରୀ ଡେଇଁ…
ପାର୍ଟି ଫଣ୍ଡ ହଡ଼ପ କରିବା ପାଇଁ ନବୀନଙ୍କ ପାଖରେ ଛାଇ ଭଳି ରହୁଛନ୍ତି ପାଣ୍ଡିଆନ୍: ସରୋଜ ପାଢ଼ୀ
ଜେଏମଜେ ବ୍ୟୁରୋ : ପାର୍ଟି ଫଣ୍ଡ ହଡ଼ପ କରିବା ଲାଗି ନବୀନଙ୍କ ପାଖରେ ଛାଇ ଭଳି ରହୁଛନ୍ତି ପାଣ୍ଡିଆନ୍। ଆଜି ଏଭଳି ବିସ୍ଫୋରକ ଟିପ୍ପଣୀ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ। ସେ କହିଛନ୍ତି, ବିଜେଡି ପାର୍ଟି ଫଣ୍ଡ ପାଇଁ କେତେବେଳେ ନବୀନ…
ରାଜ୍ୟରେ ଥିବା ଭୂମିହୀନଙ୍କୁ ଖୋଜିଖୋଜି ପଟ୍ଟା ଦେବେ ତହସିଲଦାର
ଜେଏମଜେ ବ୍ୟୁରୋ : ରାଜ୍ୟରେ ରହିବେନି ଭୂମିହୀନ। ରାଜ୍ୟରେ ଥିବା ଭୂମିହୀନଙ୍କୁ ଖୋଜିଖୋଜି ପଟ୍ଟା ଦେବେ ତହସିଲଦାର। ନବରଙ୍ଗପୁରଜିଲ୍ଲା ପାପଡାହାଣ୍ଡିର ସହିଦ ମିନାର ଠାରେ ସହିଦ ଦିବସ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଆସନ୍ତା…
ଭିଜିଲାନ୍ସ ଜାଲରେ ପୋଲିସ ଏସ୍ଆଇ
ଜେଏମଜେ ବ୍ୟୁରୋ : ବରଗଡ଼ ଜିଲା ବିଜେପୁର ଥାନାରେ କାର୍ଯ୍ୟରତ ପୋଲିସ ଏସ୍ଆଇ ଜଗା ବରିହା ସୋମବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣେ ସ୍କ୍ରାପ ବ୍ୟବସାୟୀଙ୍କଠାରୁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲା। ସୁଚାମୁତାବକ…
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୟାନ : ରାହୁଲ ଓ ବିରୋଧୀଙ୍କୁ କଲେ କଡ଼ା ସମାଲୋଚନା
ଜେଏମଜେ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ଲୋକସଭାରେ ଆଗତ ୧୩୦ତମ ସମ୍ୱିଧାନ ସଂଶୋଧନ ବିଲ୍ ଉପରେ ସେ କହିଛନ୍ତି ଜେଲରେ ଥାଇ ଚାଲିପାରିବନି ସରକାର । ସେ ମଧ୍ୟ…
















