ମହିଳା କମିଶନ ଓ ଶିଶୁ ସୁରକ୍ଷା ଆୟୋଗ ନିଯୁକ୍ତି ପରେ ଏବେ ନିଗମ ଓ ବୋର୍ଡ ନିଯୁକ୍ତିକୁ ନେଇ ଆଶାୟୀଙ୍କ ଉତ୍କଣ୍ଠା.
ଜେଏମଜେ ବ୍ୟୁରୋ : ମହିଳା କମିଶନ ଓ ଶିଶୁ ସୁରକ୍ଷା ଆୟୋଗ ନିଯୁକ୍ତି ପରେ ଏବେ ନିଗମ ଓ ବୋର୍ଡ ନିଯୁକ୍ତି। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ଦିଲ୍ଲୀ ଗସ୍ତରେ ଥିବାରୁ ଚର୍ଚ୍ଚା ଜୋରଦାର। ଦିଲ୍ଲୀରୁ ଫେରିବା ପରେ ଆସିପାରେ ନିଗମ…
ସାରାକକୁ 13 ମାସ ବିତିଲା, ଶାସକ ଦଳର ନେତାଙ୍କୁ ଜାଣୁନାହାନ୍ତି ଅଫିସର
ଜେଏମଜେ ବ୍ୟୁରୋ : ଶାସକ ଦଳର ନେତାଙ୍କୁ ଜାଣୁନାହାନ୍ତି ଅଫିସର । ପୋର୍ଟ ଫୋଲିଓ କହିଲେ ବି ଚିହ୍ନିପାରୁନାହାଁନ୍ତି ଅଧିକାରୀ । ସଙ୍ଗୀନ ଅଭିଯୋଗ ଆଣିଲେ ସରକାରୀ ଦଳ ଉପ ମୁଖ୍ୟସଚେତକ । ବିରୋଧୀ କହିଲେ, ରାଜ୍ୟରେ ଚାଲିଛି ବିଚିତ୍ର ଶାସନ…
ରାଜ୍ୟରେ ବନ୍ଦ ହେବ ମହାପ୍ରୟାଣ!
ଜେଏମଜେ ବ୍ୟୁରୋ : ରାଜ୍ୟରେ ଏବେ କାର୍ଯ୍ୟକାରୀ ହେଉଥିବା ‘ମହାପ୍ରୟାଣ’ ଯୋଜନା ମାଗଣା ନୁହେଁ। କିଛି ଜିଲ୍ଲାରେ ଏହା ରେଡ୍କ୍ରସ ଦ୍ଵାରା ପରିଚାଳିତ ହେଉଥିବା ବେଳେ ଆଉ କିଛି ଜିଲ୍ଲାରେ ଏହା ଜିଲ୍ଲାପାଳଙ୍କ ଅଧୀନରେ ରହିଛି । ଏହା ବ୍ୟବସ୍ଥିତ ନ…
ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହତ୍ୟା ମାମଲା, ମୃତ ଛାତ୍ରୀଙ୍କ ମୋବାଇଲ ସିଜ୍ କଲା ପୁଲିସ,ଖୋଲିବକି ଆତ୍ମହତ୍ୟା ରହସ୍ୟ?
ଜେଏମଜେ ବ୍ୟୁରୋ : ରାଜ୍ୟରେ ଚାଲିଛି କ’ଣ ? ପ୍ରଥମେ ବାଲେଶ୍ୱର, ପରେ ବଳଙ୍ଗା ଓ ଏବେ ପଟ୍ଟାମୁଣ୍ଡାଇରେ ଜଣେ ଛାତ୍ରୀ ନିଜକୁ ଜାଳି ଆତ୍ମହତ୍ୟା କରିଦେଇଛନ୍ତି । ଏହି ଆତ୍ମହତ୍ୟା ଘଟଣା ଏବେ ରାଜ୍ୟ ରାଜନୀତିକୁ ପୁଣି ସରଗରମ କରିଛି…
ଓଡ଼ିଆରେ ସାଇନ୍ ବୋର୍ଡ ନଲେଖିଲେ ଦିନକୁ ୫୦୦ ଟଙ୍କା ଗଣିବାକୁ ପଡିବ.
ଜେଏମଜେ ବ୍ୟୁରୋ : ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ସାଇନ୍ ବୋର୍ଡ ଲେଖିବା ବାଧ୍ୟତା ମୂଳକ କଲେ ରାଜ୍ୟ ସରକାର.. ନିର୍ଦେଶ ଖିଲାପ କଲେ ଦିନକୁ ଗଣିବେ 5 ଶହ ଟଙ୍କା..ପୁଣି ମନେ ପଡିଲା ଓଡ଼ିଆ ଫଳକ କଥା..ଓଡ଼ିଶାର…
ଯୁବତୀଙ୍କ ମୃତ୍ୟୁ ଘଟଣା.. SP କହିଲେ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ
ଜେଏମଜେ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଆଜି ଘର ଭିତରେ ଜଣେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ମୃତ ଯୁବତୀଙ୍କ ବାପା…
ଏତଲା ରଖିଲାନି ପୋଲିସ୍।ପୁଣି ଜଳିଗଲେ ଆଉ ଜଣେ ଛାତ୍ରୀ.
ଜେଏମଜେ ବ୍ୟୁରୋ : ଏତଲା ରଖିଲାନି ପୋଲିସ୍। ପୁଣି ଜଳିଗଲେ ଆଉ ଜଣେ ଛାତ୍ରୀ.. ପୁଣି ପ୍ରଶାସନ ର ବିଫଳତା କୁ ନେଇ ପଦାକୁ ଆସିଲା ଛାତ୍ରୀ ଆତ୍ମଦାହ ଘଟଣା.। ଯାହା ସୂଚନା ଆସୁଛି ପୋଲିସ ର ଦାୟିତ୍ୱହୀନ ପାଇଁ ପୁଣି…
ଶ୍ରୀମନ୍ଦିର ସୁରକ୍ଷା ଆଇନ ; କଠୋର ଦଣ୍ଡବିଧାନ ପାଇଁ ସରକାରଙ୍କୁ ପ୍ରସ୍ତାବ
ପୁରୀ ୦୬।୦୮ : (ଜେଏମଜେ ବ୍ୟୁରୋ ): ବଦଳିବ ଶ୍ରୀମନ୍ଦିର ଆଇନ । ଆହୁରି କଠୋର ହେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ ୧୯୫୫ରେ ସଂଶୋଧନ ପାଇଁ ରାଜ୍ୟ ଆଇନ ବିଭାଗ…
ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ପଶିଲା ଭିଜିଲାନ୍ସ,, ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ
ଜେଏମଜେ ବ୍ୟୁରୋ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ବାସଭବନ ଗ୍ରେଟର ସମ୍ବଲପୁର, କାଇଁସିର ସ୍ଥିତ କାର୍ଯ୍ୟାଳୟ, ଭୁବନେଶ୍ବର ଓ ବ୍ରହ୍ମପୁର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ…
ରାଜ୍ୟସଭାରେ CISF ମୁତୟନ ନେଇ ରାଗିଗଲେ ଖଡଗେ.କହିଲେ ଆମେ କ’ଣ ଆତଙ୍କବାଦୀ?
ଜେଏମଜେ ବ୍ୟୁରୋ : ରାଜ୍ୟସଭା ଓ୍ବେଲରେ ସିଆଇଏସଏଫ ସୁରକ୍ଷା କର୍ମୀଙ୍କ ଉପସ୍ଥିତି ଉପରେ କଡ଼ା ଆପତ୍ତି ପ୍ରକାଶ କରି ଆଜି ରାଜ୍ୟସଭାର ବର୍ଷିଛନ୍ତି ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଆମେ କ’ଣ ଆତଙ୍କବାଦୀ ବୋଲି…















