ଦୁର୍ନୀତି ଅଭିଯୋଗ ଆଣିବାରୁ ସରକାରୀ କାର୍ଯ୍ୟକ୍ରମ ରୁ ବାଦ ପଡିଲେ କାଉନ୍ସିଲର.
ଜେଏମଜେ ବ୍ୟୁରୋ : କୋଦଳା NAC ରେ ଅରାଜକତା ଚରମ ସୀମାରେ ପହଂଚିଲାଣି.. ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚିତ ପ୍ରତିନିଧି ଙ୍କୁ ଅଣଦେଖା କରି କ୍ଷମତା ର ଅପବ୍ୟବହାର କରିବା ଘଟଣା ଏବେ କୋଦଳା NAC ରେ ଦେଖିବାକୁ ମିଳିଛି.. ଆଜି ଗାନ୍ଧୀ…
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ଚଞ୍ଚକତା !ଟେଣ୍ଡର ଚୁକ୍ତି ଅବଧି ସରିବା 2 ବର୍ଷ ପରେ ବି ଚାଲିଛି ଗ୍ରାମ୍ୟ ରାସ୍ତା କାମ..ତଦନ୍ତ ପାଇଁ ପହଞ୍ଚିଲେ ଅଧିକ୍ଷଣ ଯନ୍ତ୍ରୀ..
ଜେଏମଜେ ବ୍ୟୁରୋ : ଅଢେଇ କୋଟି ଟଙ୍କା ବ୍ୟୟ ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାମ ରେ ମହା ଘୋଟଲା…ନିମ୍ନମାନର କାମ ତାହା ପୁଣିଚୁକ୍ତିନାମା ଅବଧି ସରିବାର 2 ବର୍ଷ ପରେ ବି ଚାଲିଛି କାମ..ଏସ୍ଟିମେଟ ଉଲଘଂନ ରେ କରାଯାଇଛି କାମ..ପଟୁବାଲି…
ଓୟୁଡବ୍ଲ୍ୟୁଜେ ଗଞ୍ଜାମ ଶାଖା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ଜେଏମଜେ ବ୍ୟୁରୋ : ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ଗଞ୍ଜାମ ଜିଲ୍ଲା ଶାଖା ଆନୁକୂଲ୍ୟରେ ବ୍ରହ୍ମପୁର ରାଜସ୍ୱ ଡାକ ବଙ୍ଗଳା ଠାରେ ଜିଲ୍ଲା ସଭାପତି ଅରୁଣ କୁମାର ପଣ୍ଡା ଙ୍କ. ସଭାପତିତ୍ୱ ରେଏକ ବୈଠକ ଅନୁଷ୍ଠିତ ହୋଇଯାଇଛି…ଅନୁଷ୍ଠିତ ବୈଠକ ରେମୁଖ୍ୟ ଅତିଥି…
ତୀର୍ଥ ଯାତ୍ରା ରୁ ମହାଯାତ୍ରା..
ଜେଏମଜେ ବ୍ୟୁରୋ : ଗଞ୍ଜାମ ପୋଲସରା ରୁ ଉତ୍ତର ଭାରତ ଅଭିମୁଖେ ବସ ଯୋଗେ ତୀର୍ଥଯାତ୍ରା ରେ ଯାଇଥିଲେ 45 ଯାତ୍ରୀ..ଅକ୍ଟୋବର 2 ରେ ଘରକୁ ଫେରିବାର ଥିଲା ହେଲେ କବିସୂର୍ଯ୍ୟନଗର ର ପଦ୍ମନାଭ ରଥ ଓ ତାଙ୍କ ସ୍ତ୍ରୀ ସେହି…
ସ୍କୁଲ ଆସୁ ନଥିବା ଶିକ୍ଷାର୍ଥୀଙ୍କ ଘରେ ପହଞ୍ଚିବ ରାସନ୍ ସାମଗ୍ରୀ:ଅକ୍ଟୋବର ୯ ସୁଦ୍ଧା ଚିହ୍ନଟ କରି ବଣ୍ଟନ କରିବାକୁ ଗଣଶିକ୍ଷା ବିଭାଗ ର ନିର୍ଦେଶ
ଜେଏମଜେ ବ୍ୟୁରୋ : ସ୍କୁଲ ଆସୁ ନଥିବା ଶିକ୍ଷାର୍ଥୀଙ୍କ ଘରେ ପହଞ୍ଚିବ ରାସନ୍ ସାମଗ୍ରୀ, ଅକ୍ଟୋବର ୯ ସୁଦ୍ଧା ଚିହ୍ନଟ କରି ବଣ୍ଟନ କରିବାକୁ ଗଣଶିକ୍ଷା ବିଭାଗ ର ନିର୍ଦେଶ…ଶାରୀରିକ ଅକ୍ଷମ କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସ୍କୁଲକୁ ଆସିପାରୁ ନଥିବା…
ମୋହନ ସରକାରଙ୍କ ଦୁଇଦିନିଆ ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ
ଜେଏମଜେ ବ୍ୟୁରୋ : ମୋହନ ସରକାରଙ୍କ ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି । ସରକାରକୁ ଆସିବା ପରେ ପ୍ରଥମ ଥର ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କରିବେ ରାଜ୍ୟ ସରକାର । ଆଜି ଓ କାଲି ଦୁଇ ଦିନ ଧରି…
ଜିଲ୍ଲାପାଳ ସମ୍ମିଳନୀ ରେ ମୁଖ୍ୟମନ୍ତ୍ରୀ କହିଲେ ଦୁର୍ନୀତିଗ୍ରସ୍ତଙ୍କୁ ଟ୍ରାନ୍ସଫର କର.
ଜେଏମଜେ ବ୍ୟୁରୋ : ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଟ୍ରାନ୍ସଫର କରିବା ପରେ ପଛଘୁଞ୍ଚା ଦିଅନ୍ତୁନି । ଆଜି ଜିଲ୍ଲାପାଳ ସମ୍ମିଳନୀରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ସେ କହିଛନ୍ତି ଯେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳଙ୍କ ହାତରେ କ୍ଷମତା ରହିଛି…
ଏଣିକି ସ୍କୁଲ ଛାତ୍ରୀଛାତ୍ରଙ୍କୁ ମିଳିବ ଏକକ ପରିଚୟ ପତ୍ର
ଜେଏମଜେ ବ୍ୟୁରୋ : ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଲାଗୁ ହେବ ଏକକ ପରିଚୟ ପତ୍ର। ସମସ୍ତ ସରକାରୀ ଛାତ୍ରୀଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ଆଇଡେଣ୍ଟିଫିକେଶନ ନମ୍ବର ମିଳିବ। ଆଧାର କାର୍ଡ ପରି ଏକ ସ୍ବତନ୍ତ୍ର ଆଇଡି ପ୍ରସ୍ତୁତ କରାଯିବ। ପିଲାଙ୍କ ଶିକ୍ଷାଗତ ଯୋଗ୍ୟତାଠାରୁ…
ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ:୩୬ ଜଣ ଓଏଏସ୍ ଅଧିକାରୀଙ୍କୁ ନୂତନ ଦାୟିତ୍ବ
ଦଶହରା ପୂର୍ବରୁ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। 36 ଜଣ ଓଏଏସ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ସରକାର। କଟକ ମହାନଗର ନିଗମର ଅତିରିକ୍ତ କମିଶନର ଥିବା ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର…
23 ବର୍ଷ ର ଏମ୍ବୁଲେନ୍ସ ରେ ବୁହାହେଉଛି ରୋଗୀ.. କିନ୍ତୁ ନୂଆ ଏମ୍ବୁଲେନ୍ସ ମେଡିକାଲ ରେ ଖତ ଖାଉଛି..
ଜେଏମଜେ ବ୍ୟୁରୋ : ସ୍ୱାସ୍ଥ୍ୟ କେନ୍ଦ୍ର ଥାଇ ଭଗବାନ ଭରସା ରେ କବିସୂର୍ଯ୍ୟନଗର ବାସୀ.. ମିଳୁନି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା.. କିମ୍ବା ମୌଳିକ ସୁବିଧା.. 24 ବର୍ଷ ର ନବୀନ ସରକାର ରେ ଠିକାଦାରରୀ ଶାସନ ରେ ସୀମିତ ରହିଯାଇଛି ସ୍ୱାସ୍ଥ୍ୟ…















