ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ

ଜେଏମଜେ ବ୍ୟୁରୋ : ଭରତପୁର ଥାନା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଏ ପ୍ରସଙ୍ଗ ନେଇ ଶନିବାର ବିଜୁ ମହିଳା ଜନତ ଦଳ ରାଜଭବନ ଆଗରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛି । ଶଙ୍ଖ ଭବନରେ…

ଫରେଷ୍ଟରଙ୍କ ଆତ୍ମହତ୍ୟା ପଛରେ ଚାରା ଦୁର୍ନୀତି ଗୁମର; ପିସି ଦାବି ସହ ଡିଏଫଓ ଦେଉଥିଲେ ମାନସିକ ନିର୍ଯାତନା !

ରାୟଗଡା : (ଜେଏମଜେ ନ୍ୟୁଜ) କଳାହାଣ୍ଡି ଫରେଷ୍ଟର୍ ସଞ୍ଜୟ ନାୟକ ଖାଲି ଜୀବନ ହାରିନାହାଁନ୍ତି, ବରଂ ବର୍ଷ ବର୍ଷର ଚାରା ଘୋଟାଲାର ମହାଖୁଲାସା କରିଛନ୍ତି ସୁଇସାଇଡ୍ ନୋଟରେ। ଚାରା ରୋପଣ ନାଁରେ କେମିତି ଧଳାହାତୀଙ୍କ ପକେଟ୍ ଗରମ ହୁଏ, ତା’ର ଇଙ୍ଗିତ…

ପ୍ରତିବର୍ଷ ଏଠି ‘ସ୍ୱାମୀ’ ବଦଳାନ୍ତି ମହିଳା: ମେଳାରେ ବାଛନ୍ତି ମନ ପସନ୍ଦର ପୁରୁଷ!

ଜେଏମଜେ ବ୍ୟୁରୋ : ଭାରତରେ କିଛି ଗ୍ରାମ ଅଛି ଯେଉଁଠାରେ ଆଜିର ଉନ୍ନତ ସହରଗୁଡ଼ିକ ମଧ୍ୟ ସେମାନଙ୍କ ନିୟମ ସାମ୍ନାରେ ଫେଲ ମାରନ୍ତି । ଗତ କିଛିବର୍ଷ ମଧ୍ୟରେ ଲିଭ୍-ଇନ୍ ର ସଂକଳ୍ପ ବିଶ୍ୱରେ ଲୋକପ୍ରିୟ ହୋଇପାରିଛି ।ମେଟ୍ରୋ ସହରରେ କାମ…

୨୨ ଓ ୨୩ ତାରିଖ ଭୀଷଣ ବର୍ଷା, କୋହଲା ପାଗ ସାଙ୍ଗକୁ ବଜ୍ରପାତ: ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣ ଜାରି.

ଜେଏମଜେ ବ୍ୟୁରୋ : ୨୨ ତାରିଖ ଭୀଷଣ ବର୍ଷା ସାଙ୍ଗକୁ ବଜ୍ରପାତ ନେଇ ୪ ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଭୀଷଣ ବର୍ଷା ନେଇ ୨ ଜିଲ୍ଲା ଢ଼େଙ୍କାନାଳ, ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ…

ବଦଳିବ ମୁଖ୍ୟମନ୍ତ୍ରୀ ଙ୍କ ଠିକଣା :ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ରହିବେ ମୋହନ ମାଝୀ

ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠିକଣା ବଦଳିବ । ଲୋୟର ପିଏମ୍ଜିରୁ ରାଜପଥ (ଏଜିରୁ ରାଜଭବନ) ରାସ୍ତାକୁ ଉଠି ଆସିବ ମୁଖ୍ୟମନ୍ତ୍ରୀଙ୍କ ଠିକଣା । ଅଭିଯୋଗ ପ୍ରକୋଷ୍ଠ ପାଖରେ ଭିଆଇଆଇଆଇଏମ୍ଆର୍-୩ରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବଙ୍ଗଳାରେ…

ବିଜେପି ଶାସନକୁ 100ଦିନ : ପ୍ରଗତିର ନୂଆ ସୂର୍ଯ୍ୟୋଦୟ ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଜେଏମଜେ ବ୍ୟୁରୋ : ଆଜି ବିଜେପି ରାଜ୍ୟରେ ସରକାର ଗଠନ କରିବାର ୧୦୦ ଦିନରେ ପହଞ୍ଚିଛି। ଏହି ଉପଲକ୍ଷେ ପୁରୀରେ ଆଜି ବିରାଟ ସମାବେଶର ଆୟୋଜନ କରାଯାଇଛି। ଶରଧାବାଲିଠାରେ ରାଜ୍ୟ ସରକାରଙ୍କ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ନାଁ ରଖାଯାଇଛି ପ୍ରଗତିର…

ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ’

ଜେଏମଜେ ବ୍ୟୁରୋ : ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ। ଖୁବ୍ ଶୀଘ୍ର ଏଥିନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇ କାମ ଆରମ୍ଭ ହେବ ।’ ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୂରୁଥିବା ବେଳେ ଏପରି ଘୋଷଣା…

ଏମ୍‌ଏସ୍‌ପି ୩୧୦୦ ଟଙ୍କାରେ ଧାନ କିଣିବେ ସରକାର , ଧାନସଂଗ୍ରହ କରୁଥିବା ଗାଡ଼ିର ହେବ ଜିପିଏସ୍‌ ଟ୍ରାକିଂ

ଜେଏମଜେ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖରିଫ୍ ଧାନ ସଂଗ୍ରହ ଓ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ୩୧୦୦ ଟଙ୍କା ଲାଗୁ ନେଇ ସମୀକ୍ଷା କରିଛନ୍ତି । ଚଳିତ ଖରିଫ ଋତୁରେ ଚାଷୀଙ୍କଠୁ ଧାନ କ୍ୱିଣ୍ଟାଲ ପିଛା…

ଇ-କେୱାଇସି ଧରୁଛି ଭୂତ ହିତାଧିକାରୀ । ଚିହ୍ନଟ ହେଲେଣି ପ୍ରାୟ ୨୦ଲକ୍ଷ ଭୂତ ହିତାଧିକାରୀ

ଜେଏମଜେ ବ୍ୟୁରୋ : ନୂଆ ସରକାର ଆସୁ ଆସୁ ଅନିୟମିତତା ବା ହେରଫେର ନେଇ କଡା ଆଭିମୁଖ୍ୟ ଦେଖାଉଛନ୍ତି। ବିଶେଷକରି ରାସନକାର୍ଡରେ ବ୍ୟାପକ ଅନିୟମିତତା ନେଇ ମନ୍ତ୍ରୀ କହିଥିଲେ। ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।ଅଗଷ୍ଟ…

ମଦୁଆ ଶିକ୍ଷକ ସାବଧାନ!

ଜେଏମଜେ ବ୍ୟୁରୋ : ଏଣିକି ମଦ ପିଇ ସ୍କୁଲ ଆସୁଥିବା ଶିକ୍ଷକ ସାବଧାନ । ନଚେତ ହେବ କାର୍ଯ୍ୟାନୁଷ୍ଠାନ । ସତର୍କ କରାଇଲେ ଗଣଶିକ୍ଷା ମନ୍ତ୍ରୀ । ମଦ ପିଇ ସ୍କୁଲ ଆସିଲେ ଶିକ୍ଷକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି…