ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଓ କଳା ଉତ୍ସବ-୨୦୨୪ ଅନୁଷ୍ଠିତ

ଜେଏମଜେ ନ୍ୟୁଜ :(କଳାହାଣ୍ଡି ରୁ ପ୍ରତିନିଧି ବାସୁଦେବ ଛତ୍ରିଆ )ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ଧନପୁର ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଓ କଳା ଉତ୍ସବ-୨୦୨୪ ମହା ସମାରୋହ ରେ ପାଳିତ ହୋଇଯାଇଛି।ପ୍ରଥମ ଅଧିବେଶନ…

୧୪ ଜିଲ୍ଲାରେ ସ୍କୁଲ ବନ୍ଦ ଘୋଷଣା କଲେ ରାଜ୍ୟ ସରକାର

ଜେଏମଜେ ବ୍ୟୁରୋ :ଓଡିଶା ମୁହାଁ ବାତ୍ୟା ଦାନା । ୧୪ ଜିଲ୍ଲାରେ ସ୍କୁଲ ବନ୍ଦ ଘୋଷଣା କଲେ ରାଜ୍ୟ ସରକାର..ବାତ୍ୟା ଦାନାକୁ ଆଖି ଆଗରେ ରଖି ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ବାତ୍ୟା ପ୍ରଭାବିତ ୧୪ ଜିଲ୍ଲାରେ ଆସନ୍ତା…

ବାତ୍ୟା ପ୍ରାକ ପ୍ରସ୍ତୁତିବୈଠକ ଗଞ୍ଜାମ ଜିଲ୍ଲାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ – ଜିଲ୍ଲାପାଳ

ଜେଏମଜେ ବ୍ୟୁରୋ : ଓଡିଶା ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ଯୋଗୁଁ ସମ୍ଭାବ୍ୟ ବାତ୍ୟାର ସମ୍ଭାବନା ରହିଛି । ଏଥି ସକାଶେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇ…

ବାତ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା : ଜିଲ୍ଲାପାଳଙ୍କୁ କ୍ଷମତା ଦେଇଛନ୍ତି ସରକାର..

ଜେଏମଜେ ବ୍ୟୁରୋ : ବାତ୍ୟା ସମୟରେ ଛୁଟି ହେଇପାରେ ବିଦ୍ୟାଳୟ । ବର୍ଷା ପବନକୁ ଦେଖି ସ୍କୁଲ ଛୁଟି ଘୋଷଣା କରିବେ ଜିଲ୍ଲାପାଳ । ତେବେ ସ୍କୁଲ ଛୁଟି ନେଇ ଜିଲ୍ଲାପାଳଙ୍କୁ କ୍ଷମତା ଦେଇଛନ୍ତି ସରକାର । ଏନେଇ ଗଣଶିକ୍ଷା ବିଭାଗ…

କେଉଁଠି ଉପକୂଳ ଛୁଇଁବ ‘ଦାନା’….୨୪ରେ ଛୁଁଇବ ଓଡ଼ିଶା !

ଜେଏମଜେ ବ୍ୟୁରୋ : କୁଆଡ଼େ ଯିବ ସମ୍ଭାବ୍ୟ ବାତ୍ୟା ? ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର କେଉଁ ସ୍ଥାନ ଦେଇ ଅତିକ୍ରମ କରିବ ? ଲାଣ୍ଡଫଲ୍ କରିବ ନା ତାପୂର୍ବରୁ ଦୁର୍ବଳ ହୋଇଯିବ । ଏମିତି ଚର୍ଚ୍ଚା ଭିତରେ ସମ୍ଭାବ୍ୟ ବାତ୍ୟାର ଗତିପଥ ଜାରି…

ବାତ୍ୟା ‘ଦାନା’ ପାଇଁ ଆଲର୍ଟ ମୋଡ଼ରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ : ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ।

ଜେଏମଜେ ବ୍ୟୁରୋ : ବାତ୍ୟା ‘ଦାନା’ ପାଇଁ ଆଲର୍ଟ ମୋଡ଼ରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ । ଏସଆରସିଙ୍କ କାର୍ଯ୍ୟାଳୟରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ବାତ୍ୟା କେଉଁ ବାଟେ ଦେଇ ଯିବ, ବାତ୍ୟାର ଗତିପଥ ଉପରେ କଣ୍ଟ୍ରୋଲ…

ରାମନାଗୁଡ଼ା ଠାରେ ବାମସେଫ ଏବଂ ରାଷ୍ଟ୍ରୀୟ ମୂଳନୀବାସୀ ସଙ୍ଘର ସପ୍ତମ ଜିଲ୍ଲାସ୍ତରୀୟ ସଂଯୁକ୍ତ ଅଧିବେସନ

ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ କଲ୍ୟାଣ ମଣ୍ଡପ ଠାରେ ବାମସେଫ ଏବଂ ରାଷ୍ଟ୍ରୀୟ ମୂଳନୀବାସୀ ସଙ୍ଘର ସପ୍ତମ ଜିଲ୍ଲାସ୍ତରୀୟ ସଂଯୁକ୍ତ ଅଧିବେସନ ଭରତ ଚନ୍ଦ୍ର ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୂଳନୀବାସୀ ମାନେ ନିଜର ହକ କିପରି ଆଇନ…

ସମ୍ଭାବ୍ୟ ବାତ୍ୟା କୁ ନେଇ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର

ଜେଏମଜେ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା କୁ ନେଇ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାରସମ୍ଭାବ୍ୟ ବାତ୍ୟା ନେଇ ସ୍ବତନ୍ତ୍ର ରିଲିଫ କମିଶନର SRC ଦେଓରଞ୍ଜନ କୁମାର ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ…

ସଂପୂର୍ଣ୍ଣ ବେଆଇନ ଥିଲା ଭି.କେ ପାଣ୍ଡିଆନଙ୍କ 5T ନିଯୁକ୍ତି

‘ଜେଏମଜେ ବ୍ୟୁରୋ : ଫାଇଭ୍-ଟି ସଚିବ ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ଭି.କେ. ପାଣ୍ଡିଆନଙ୍କ ନିଯୁକ୍ତି ସମ୍ପୂର୍ଣ ବେଆଇନ ଥିବା ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ । ବିଗତ ବିଜେଡି ସରକାରରେ ସେଭଳି କୌଣସି ବିଭାଗ ନଥିଲା କି…

ରାଜ୍ୟର ୧୨ଟି ଜିଲ୍ଳାରେ ନାହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

ଜେଏମଜେ ବ୍ୟୁରୋ : ରାଜ୍ୟର ୧୨ଟି ଜିଲ୍ଳାରେ ନାହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) । ଫଳରେ ସିଡିଏମ୍‌ଓ କରୁଥିବା କାର୍ଯ୍ୟ ଯଥା-ପ୍ରଶାସନିକ କାର୍ଯ୍ୟ, ସ୍ୱାସ୍ଥ୍ୟସେବା, ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବା, ରୋଗୀଙ୍କ ଅଭିଯୋଗ ଶୁଣି ସମାଧାନ କରିବା, ସ୍ୱାସ୍ଥ୍ୟ ପ୍ରକଳ୍ପଗୁଡିକୁ…