ପାଣି ବିଲ୍ ବାଧୁଛି: ଘରୋଇ ସଂସ୍ଥାକୁ ଯିବ ପାନୀୟ ଜଳ ଯୋଗାଣ
ଜେଏମଜେ ବ୍ୟୁରୋ : ରାଜ୍ୟର ସମସ୍ତ ସହରାଞ୍ଚଳରେ ଏବେ ସୁଦ୍ଧା ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିଲାନି। ଏବେବି ଲୋକଙ୍କୁ ଦିନକୁ ଘଣ୍ଟାଏରୁ ଦୁଇ ଘଣ୍ଟା ପାଣି ମିଳୁଛି। ହେଲେ ସାଧାରଣ ଲୋକଙ୍କ ଠାରୁ ପ୍ରତି କିଲୋଲିଟର ପିଛା ୬ଟଙ୍କା…
ସମସ୍ତ ଛାତ୍ରୀଛାତ୍ରଙ୍କୁ ଟି ସାର୍ଟ, ପ୍ୟାଣ୍ଟ, ଜୋତା, ଟୋପି ଏବଂ ପରିଚୟ ପତ୍ର ମାଗଣାରେ ଯୋଗାଇବେ ସରକାର
ଜେଏମଜେ ବ୍ୟୁରୋ : ଖୁବଶୀଘ୍ର ସ୍କୁଲ ପିଲାଙ୍କୁ ମିଳିବ ମାଗଣା ୟୁନିର୍ଫମ। ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଅନୁଯାୟୀ ଚଳିତ ଶିକ୍ଷାବର୍ଷ (୨୦୨୫-୨୦୨୬) ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକରେ ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ…
ରାଜ୍ୟ ବିଜେପିରେ ହଲଚଲ,ଚର୍ଚ୍ଚା ବଢ଼ାଇଲା ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା !
ଜେଏମଜେ ବ୍ୟୁରୋ : ରାଜ୍ୟ ବିଜେପିରେ ହଲଚଲ ବଢ଼ିବାରେ ଲାଗିଛି । ଆରମ୍ଭ ହୋଇ ସାରିଛି କି ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳର ପ୍ରାରମ୍ଭିକ ପ୍ରକ୍ରିୟା ? ଦିଲ୍ଲୀ ଓ ଭୁବନେଶ୍ୱରରେ ହାଇ ଲେଭଲ ମିଟିଂ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ବଢାଇଛି…
ଓଡ଼ିଶାରେ ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ରୋକିବାକୁ ଉପବାଚସ୍ପତିଙ୍କ ପ୍ରସ୍ତାବ
ଜେଏମଜେ ବ୍ୟୁରୋ : ଓଡ଼ିଶାରେ ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ପ୍ରଭାବଶାଳୀ ଭାବରେ ରୋକିବା ପାଇଁ ୟୁପି ଗ୍ୟାଙ୍ଗଷ୍ଟର ଆଇନ ଧାରାରେ “ଓଡ଼ିଶା ଗ୍ୟାଙ୍ଗଷ୍ଟର ଏବଂ ଅସାମାଜିକ କାର୍ଯ୍ୟକଳାପ (ନିବାରଣ) ଆଇନ” ପ୍ରଣୟନ ପାଇଁ ଉପବାଚସ୍ପତି ଭବାନୀଶଙ୍କର ଭୋଇ ପ୍ରସ୍ତାବ…
ଅପରେସନ୍ ସିନ୍ଦୁର ଉପରେ ବିତର୍କ: ଆରମ୍ଭରୁ ବିରୋଧୀଙ୍କ ନାରାବାଜି, କଟାକ୍ଷକଲେ ମନ୍ତ୍ରୀ, ବୈଜୟନ୍ତ ଓ ସପ୍ତଗିରି ରଖିବେ ଆଭିମୁଖ୍ୟ
ଜେଏମଜେ ବ୍ୟୁରୋ : ମୌସୁମୀ ଅଧିବେଶନରେ ସୋମବାର ସଂସଦ ପହଲଗାମ୍ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୁର ଉପରେ ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି। ଯେଉଁଥିରେ ବିଜେପି-ନେତୃତ୍ୱାଧୀନ ଏନ୍ଡିଏ ଏବଂ ବିରୋଧୀ ଦଳମାନେ ନିଜର ଶୀର୍ଷ ନେତାମାନଙ୍କୁ କହିବାକୁ ସୁଯୋଗ ମିଳିଛି।…
ପୋଲିସ ର ନୂଆ ଫଣ୍ଡା. “କାଉଣ୍ଟର ଏତଲା”
ଜେଏମଜେ ବ୍ୟୁରୋ : ମୋହନ ସରକାର କ୍ଷମତାକୁ ଆସିବା ପରେ ପୋଲିସ ବ୍ୟବସ୍ଥା କିପରି ସୁଦୃଢ ହେବ ଓ ସାଧାରଣ ଲୋକେ କିପରି ତ୍ୱରିତ ନ୍ୟାୟ ପାଇବେ, ସେ ଦିଗରେ ପ୍ରାଥମିକତା ଦିଆଯାଉଛି । ଏତଲାକୁ ଜିରୋ ଟଲେରାନ୍ସ ଭାବେ ଗ୍ରହଣ…
ସଂସ୍କୃତ ଶିକ୍ଷାଧିକ୍ଷକଙ୍କ ବିବାଦୀୟ ଆଦେଶ ର ଭିଜିଲାନ୍ସ ତଦନ୍ତ ଦାବୀ
👉ଜଣେ ଶିକ୍ଷକ, ଦୁଇଟି ବିଦ୍ୟାଳରେ ଶିକ୍ଷକତା ଘଟଣା 👉ହାଇକୋର୍ଟ ରେ ମାମଲା ବିଚାରଧୀନ.. ଏପଟେ ଗଞ୍ଜାମ DEO ଙ୍କୁ ଶିକ୍ଷାଧିକ୍ଷକ ଙ୍କ ବେଆଇନ ଆଦେଶ ର ତଦନ୍ତ ଦାବ ଜେଏମଜେ ବ୍ୟୁରୋ : ରାଜ୍ୟରେ ନକଲି ବିଇଡି ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ଧରପଗଡ଼…
ଉପ-ରାଷ୍ଟ୍ରପତି ନିର୍ବାଚନରେ କାହା ସମର୍ଥନରେ ବିଜେଡି?
ଜେଏମଜେ ବ୍ୟୁରୋ : ଉପ-ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ବିଜେଡି? ଏହାକୁ ନେଇ ଏବେ ଦ୍ୱନ୍ଦ୍ୱରେ ପଡ଼ିଛି ଦଳ । ଦଳ କାହାକୁ ସମର୍ଥନ ଦେବ ତାକୁ ନେଇ ଦଳୀୟ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି । ସଂଖ୍ୟା ଦୃଷ୍ଟିରୁ…
ସ୍କୁଲ ପିଲାଙ୍କ ହାଉସ୍ ୟୁନିଫର୍ମରୁ ହଟିଲା ସବୁଜ ରଙ୍ଗ: ବିଦ୍ୟାର୍ଥୀ ପକାଇବେ ଗେରୁଆ ଆଇ-କାର୍ଡ
ଜେଏମଜେ ବ୍ୟୁରୋ : ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର(ଆଇ-କାର୍ଡ)ରେ ଲାଗିବ ଗେରୁଆ ରଙ୍ଗ। ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ(ପ୍ରଥମରୁ ୮ମ ଶ୍ରେଣୀ) ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଯେଉଁଥିରେ…
ସୁଭଦ୍ରା’ରେ ସାମିଲ ହେବେ କୋଟିଆ ବାସିନ୍ଦା: ୧ କୋଟି ୨ ଲକ୍ଷ ୪୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟ୍କୁ ଟଙ୍କା ଯିବ
ଜେଏମଜେ ବ୍ୟୁରୋ : ଅଗଷ୍ଟ ୯ରେ ଜୟପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଖୀ ପୂର୍ଣ୍ଣିମା ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ରାଜ୍ୟର ୧ କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କୁ ବାଣ୍ଟିବେ…
















