ଜିଲ୍ଲାସ୍ତରରେ ମଜବୁତ ହେବ କଂଗ୍ରେସ, ଆରମ୍ଭ ହେଲା ‘ସୁଜନ’ ଅଭିଯାନ
ଭୁବନେଶ୍ଵର:(ଜେଏମଜେ ବ୍ୟୁରୋ): ସଂଗଠନ ‘ସୁଜନ’ ଅଭିଯାନ ମାଧ୍ୟମରେ ଜିଲ୍ଲାକୁ ଅଧିକ ମଜବୁତ କରିବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି। ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଚୟନ ନେଇ ନେତାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜେ ଡ଼ି ଶିଲମ। ଗଣମାଧ୍ୟମକୁ…
ଗାଁ ଠୁ ସହର ସବୁଠି ରାସ୍ତାର ଦୟନୀୟ ଅବସ୍ଥା, ଶାସକ-ବିରୋଧୀଙ୍କ ସମାନ ଅଭିଯୋଗ.
ଜେଏମଜେ ବ୍ୟୁରୋ : ଉପାନ୍ତରୁ ଉପକୂଳ, ଗାଁରୁ ସହର । ରାସ୍ତା ପାଲଟିଛି ଏବେ ମରଣଯନ୍ତା । ବର୍ଷା ଅସରାଏ ହେଲେ କଥା ସରିଲା । ଶୋଚନୀୟ ରାସ୍ତାକୁ ନେଇ ବିଧାନସଭାର ଷ୍ଟାଣ୍ଡିଂ କମିଟି ଉଦବେଗ ପ୍ରକାଶ କରିଥିବା ବେଳେ ପୂଜା…
ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇପାରେ ବିଜେଡି ! ଚିତ୍ର ଏବେ ବି ଅସ୍ପଷ୍ଟ!
ଜେଏମଜେ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଆରମ୍ଭ ହେଲାଣି କାଉଣ୍ଟଡାଉନ । ୯ ତାରିଖରେ ହେବ ଭୋଟଗ୍ରହଣ। ସଂଖ୍ୟା ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ସହଜ ସ୍ଥିତିରେ ଅଛନ୍ତି । ହେଲେ ସମସ୍ତଙ୍କର ଆଖି ବିଜେଡି ଉପରେ । …
ବିଦ୍ୟାଳୟ ସହ ମିଶିବ ଅଙ୍ଗନବାଡି କେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର: ବିଦ୍ୟାଳୟ ସହିତ ଅଙ୍ଗନବାଡି କେନ୍ଦ୍ର ଯୋଡ଼ିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆନୁଷ୍ଠାନିକ ଭାବେ ପିଲାଙ୍କ ଶୈଶବର ଯତ୍ନ ବିଦ୍ୟାଳୟରୁ ଆରମ୍ଭ ନିଷ୍ପତ୍ତି ନିଆଯାଇଛି। ପିଲାଙ୍କ ଶୈଶବ ଯତ୍ନ ଓ ଶିକ୍ଷାକୁ ଆନୁଷ୍ଠାନିକ ଭାବେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରିବା ପାଇଁ…
ବିଜେପି ସରକାର ଆସିଲା ଗ୍ରାମାଞ୍ଚଳରେ ବିକାଶ କାମ ଠପ। ପଡିନି ମାଟି ମୁଠାଏ, ବଢିଛି ଅସନ୍ତୋଷ…
ଜେଏମଜେ ବ୍ୟୁରୋ : ଗ୍ରାମାଞ୍ଚଳରେ ବିକାଶ କାମ ଠପ ହୋଇପଡିଛି । ରାସ୍ତାଘାଟରୁ ଆରମ୍ଭ କରି ବ୍ରିଜ, ସବୁ କାମ ଅଧପନ୍ତରିଆ ଭାବେ ପଡିରହିଛି । ଗାଁରେ ଉନ୍ନୟନ କାମ ଠିକ ଭାବେ ହେଉ ନଥିବାରୁ ବିଧାନସଭା କମିଟିରେ ଉଦବେଗ ପ୍ରକାଶ…
ଆଗକୁ ଚାଲିବ ୧ହଜାର ଇ-ବସ୍: ପ୍ରଦୂଷଣମୁକ୍ତ ପରିବହନକୁ ରାଜ୍ୟ ସରକାରଙ୍କ ଗୁରୁତ୍ବ
ଜେଏମଜେ ବ୍ୟୁରୋ : ପ୍ରଦୂଷଣମୁକ୍ତ ପରିବହନକୁ ଯଥେଷ୍ଟ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଆଗକୁ ଇ-ବସ୍ ଜରିଆରେ ଓଡ଼ିଶାରେ ଯାତ୍ରୀ ପରିବହନ ସେବାକୁ ନିୟନ୍ତ୍ରିତ କରିବାକୁ ଯୋଜନା କରାଯାଉଛି। ବର୍ତ୍ତମାନ ଓଡ଼ିଶାରେ ୪୫୦ଟି ଇ-ବସ୍ ଚାଲୁଥିବା ବେଳେ ଆଗକୁ ଇ-ବସ୍ ସଂଖ୍ୟାକୁ…
ଶିଶୁ ବାଟିକାରେ ପ୍ରାକ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦାବିରେ ରାଜରାସ୍ତାରେ ଆଶାୟୀ।ନଭେମ୍ବର ୭ ରେଜୋରଦାର ଆନ୍ଦୋଳନ
ଜେଏମଜେ ବ୍ୟୁରୋ : ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ପରେ ଏହାକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । ବିନା ଆଲୋଚନାରେ ସରକାର ମନଇଚ୍ଛା ଶିକ୍ଷା ନୀତି ଲାଗୁ କଲେ । ସେପଟେ ଶିଶୁ ବାଟିକାରେ ପ୍ରାକ…
ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା
ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର NAC ଅନ୍ତର୍ଗତ ଶ୍ରୀ ଚନ୍ଦ୍ରଶେଖର ହାଇସ୍କୁଲ ଠାରେ ଶ୍ରୀମତୀ ସବିତା କୁମାରୀ ବିଶୋଇଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମିହିର କୁମାର ଶତପଥିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି.. ଅନୁଷ୍ଠିତ…
ଏନଏସି ଘୋଷଣା ପରେ ବିଭିନ୍ନ ଅଞ୍ଚଳରୁ ଉଠିଲାଣି ବିଦ୍ରୋହର ସ୍ୱର.
ରାଜ୍ୟରେ ୧୬ ନୂଆ ଏନଏସି ଆଉ ୭ ନୂଆ ମ୍ୟୁନିସିପାଲଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହେଲେ ଏହି ଘୋଷଣା କିନ୍ତୁ ଏବେ ମୋହନ ସରକାରର ତଣ୍ଟିରେ କଣ୍ଟା ସାଜିବାକୁ ଯାଉଛି । ଯେଉଁ ଯେଉଁ ଏରିଆ ଏବେ…
ଆର୍ଥିକ ବର୍ଷ ଅଧା ହେବାକୁ ବସିଲାଣି ଖର୍ଚ୍ଚ ହେଇପାରୁନି ବଜେଟ ଟଙ୍କା!
ଜେଏମଜେ ବ୍ୟୁରୋ : ବଜେଟ ଟଙ୍କା ଖର୍ଚ୍ଚ କରିପାରୁ ନାହାନ୍ତି ପ୍ରମୁଖ ବିଭାଗ। ସଚିବ ସ୍ତରୀୟ ବୈଠକରେ ତାଗିଦ ପରେ ବି ଅନେକ ବିଭାଗ ପଛରେ ପଡିଛନ୍ତି । ବଡ ବଡ ବିଭାଗ ହେଲେ ଖର୍ଚ୍ଚରେ ଦୁର୍ବଳ । ଦେଖନ୍ତୁ କେଉଁ…
















