ମୋଡ଼ିଫାଏଡ ସାଇଲେନ୍ସର ଲଗାଇ କରୁଥିଲେ ବିକଟାଳ ଶବ୍ଦ, ୨୫୦ରୁ ଅଧିକ ସାଇଲେନ୍ସର ଉପରେ ଚଢ଼ିଲା ରୋଲର
ଜେଏମଜେ ବ୍ୟୁରୋ : ମୋଡ଼ିଫାଏଡ ସାଇଲେନ୍ସର ଲଗାଇ ବିକଟାଳ ଶବ୍ଦ କରୁଥିଲା ବାଇକ୍ । ବାଇକ୍ ଗୁଡ଼ିକରୁ ମୋଡ଼ିଫାଏଡ ସାଇଲେନ୍ସର ଜବତ କରିବା ସହ ଜରିମାନା ଲଗାଇଥିଲା ପୋଲିସ । ଏବେ ଜବତ ମୋଡ଼ିଫାଏଡ ସାଇଲେନ୍ସର ଉପରେ ରୋଲର ଚଢାଇ ନଷ୍ଟ…
ରାଜସ୍ବ କାର୍ଯ୍ୟାଳୟରେ ବାୟମେଟ୍ରିକ ଉପସ୍ଥାନ ଲାଗୁ କରିବା ପାଇଁ ଜିଲ୍ଲପାଳମାନଙ୍କୁ ଚିଠି
ଭୁବନେଶ୍ବର: ଜେଏମଜେ ବ୍ୟୁରୋ : ପ୍ରତ୍ୟେକ ଜିଲ୍ଲାର ସମସ୍ତ ରାଜସ୍ବ କାର୍ଯ୍ୟାଳୟରେ ବାୟମେଟ୍ରିକ ଉପସ୍ଥାନ ଲାଗୁ କରିବା ପାଇଁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର ସମସ୍ତ ଜିଲ୍ଲପାଳମାନଙ୍କୁ ଚିଠି ପ୍ରେରଣ କରିଛନ୍ତି। ସମସ୍ତ ରାଜସ୍ବ କାର୍ଯ୍ୟାଳୟର ତଳ…
ଅପାରଗ ବାବୁଙ୍କ ତଥ୍ୟ ମାଗିଲେ ସରକାର: ସବୁ ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି
ଜେଏମଜେ ବ୍ୟୁରୋ : ରାଜ୍ୟର କେଉଁ ବିଭାଗରେ କେତେ ଅପାରଗ ଅଧିକାରୀ(ବାବୁ) ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ତା’ର ଟିକିନିଖି ହିସାବ ରାଜ୍ୟ ସରକାର ଲୋଡ଼ିଛନ୍ତି। ଏନେଇ ମୁଖ୍ୟଶାସନ ସଚିବ ମନୋଜ ଆହୁଜା…
ବନ୍ଦ ହେଇଯିବ ୫୦ ବର୍ଷ ପୁରୁଣା ରେଜିଷ୍ଟ୍ରୀ ଡାକ ସେବା.
ଜେଏମଜେ ବ୍ୟୁରୋ : ଖୁବ୍ ଶୀଘ୍ର ବନ୍ଦ ହେବ ରେଜିଷ୍ଟ୍ରଡ୍ ପୋଷ୍ଟାଲ ସର୍ଭିସ୍। କାରଣ ଭାରତୀୟ ଡାକ ବିଭାଗ ଏହାର ପଞ୍ଜିକୃତ ଡାକ ସେବାକୁ ବନ୍ଦ କରିବାକୁ ଯୋଜନା କରୁଛି। ବିଭାଗ ଏହି ସେବାକୁ ସ୍ପିଡ୍ ପୋଷ୍ଟ ସହିତ ମିଶ୍ରଣ କରିବାକୁ…
ଗାଡ଼ିର ବୀମା ନଥିଲେ ପ୍ରିମିୟମ୍ର ୫ ଗୁଣା ଜରିମାନା ଗଣିବାକୁ ପଡ଼ିବ
ନୂଆଦିଲ୍ଲୀ: (ଜେଏମଜେ ବ୍ୟୁରୋ): ବୀମା ନଥିବା ଗାଡ଼ିଗୁଡ଼ିକ ଯାଞ୍ଚ ବେଳେ ଧରାପଡ଼ିଲେ ଅଧିକ ଜରିମାନା ଗଣିବେ। ମୋଟର ଯାନ ନିୟମରେ କରାଯାଉଥିବା ସଂଶୋଧନରେ ସେଭଳି କିଛି ବ୍ୟବସ୍ଥା କରାଯାଉଛି। ପ୍ରଥମ ଥର ଧରାପଡ଼ିଲେ ସେଭଳି ଗାଡ଼ି ବୀମା ପ୍ରିମିୟମ୍ର ତିନି ଗୁଣା…
୭୯ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ.
ଜେଏମଜେ ବ୍ୟୁରୋ : ଚଳିତ ବର୍ଷ ୭୯ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ ଓ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବେ। ଏ…
FM ଛାତ୍ରୀ ଆତ୍ମାହୁତି ଉଦ୍ଧାରକାରୀ ଗିରଫ
ଜେଏମଜେ ବ୍ୟୁରୋ : ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣାରେ ୨ ଗିରଫ-ଗିରଫ ହୋଇଥିବା ଯୁବକଙ୍କ ଭିତରେ ଅଛନ୍ତି ସୌମ୍ୟାଶ୍ରୀଙ୍କ ଉଦ୍ଧାରକାରୀ-ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିଥିଲା ବେଳେ ଉଦ୍ଧାର କରିବାକୁ ଯାଇ ଆହତ ହୋଇଥିଲେ ଜ୍ୟୋତି ପ୍ରକାଶ ବିଶ୍ୱାଳ-SCBରେ ଚିକିତ୍ସିତ ହୋଇଥିଲେ-ସୌମ୍ୟାଶ୍ରୀଙ୍କୁ ଆତ୍ମହତ୍ୟା ପାଇଁ…
ଅଗଷ୍ଟ ୧୪ରେ କଂଗ୍ରେସ କରିବ ପଦଯାତ୍ରା ।
ପୀଡ଼ିତାଙ୍କ ମୃତୁ ପରେ ବି ତାଙ୍କୁ ନ୍ୟାୟ ମିଳିଲା ନାହିଁ । ପୀଡିତା ଯେତେ ବେଳେ ହପ୍ସିଟାଲ ଆସିଥିଲେ ନିଜେ ହୁଇଲ ଚେୟାର ବସିକି ଆସିଥିଲେ । କେଉଁ ପରିସ୍ଥିତିରେ ତାଙ୍କର ମୃତୁ ହେଲା । ଏବେ ପ୍ରଶ୍ନ ଆସୁଛି ତାଙ୍କୁ…
ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ, ସ୍କୁଲ୍ ପିଛା ୭ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ ହେବ
ଭୁବନେଶ୍ୱର: ଜେଏମଜେ ବ୍ୟୁରୋ : ଆଜି ଲୋକସେବା ଭବନ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୈଠକରୁ ଜଣାଯାଇଛି ଯେ, ପ୍ରଥମ ପର୍ଯ୍ୟାୟରେ ୮୩୫ ଆଦର୍ଶ ବିଦ୍ୟାଳୟ…
ହଷ୍ଟେଲରେ ରହୁଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ଡିଜିଟାଲ୍ ହେଲଥ କାର୍ଡ: ମନ୍ତ୍ରୀ
ଭୁବନେଶ୍ବର: ଜେଏମଜେ ବ୍ୟୁରୋ :ହଷ୍ଟେଲରେ ବାସ କରୁଥିବା ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ଭଲ ରହିବ ସେନେଇ ସରକାର ନୂଆ ଉପାୟ ବାହାର କରିଛନ୍ତି । ଏଣିକି ହଷ୍ଟେଲରେ ରହୁଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ ହେଲଥ କାର୍ଡ ପ୍ରଦାନ କରିବେ ରାଜ୍ୟ ସରକାର…
















