କଂଗ୍ରେସ ଭବନରେ ଖୋଲିବ ମହିଳା ଅଭିଯୋଗ ପ୍ରକୋଷ୍ଠ

ଜେଏମଜେ ବ୍ୟୁରୋ: କଂଗ୍ରେସ ଭବନରେ ଖୋଲିବ ମହିଳା ଅଭିଯୋଗ ପ୍ରକୋଷ୍ଠ। ଏହାଛଡ଼ା ଏକ ସ୍ୱତନ୍ତ୍ର ମହିଳା ସୁରକ୍ଷା ଆପ୍ ବି ଲଞ୍ଚ କରିବ କଂଗ୍ରେସ। ଏହାଛଡ଼ା  ଆସନ୍ତା ୨୪ ତାରିଖ ଦିନ ରାଜ୍ୟ ସାରା କଂଗ୍ରେସ ପାଳନ କରିବ ଶ୍ରଦ୍ଧାଞ୍ଜଳି ଦିବସ।ଏନେଇ…

ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପ୍ରେସ ମିଟ

ଜେଏମଜେ ବ୍ୟୁରୋ : ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ରାଜ୍ୟ ଠାରୁ କେନ୍ଦ୍ର ଯାଏଁ ଥମୁନାହିଁ ଚର୍ଚ୍ଚା । ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଥିବାବେଳେ ଆଜି ବରିଷ୍ଠ ନେତା ବିଜୟ ମହାପାତ୍ର କରିଛନ୍ତି ସାମ୍ବାଦିକ ସମ୍ମିଳନୀ ।…

ସୌମ୍ୟାଶୀଙ୍କ ପାଇଁ କଂଗ୍ରେସ ପାଳିବ ଶ୍ରଦ୍ଧାଞ୍ଜଳି ଦିବସ।

ଜେଏମଜେ ବ୍ୟୁରୋ : ଆସନ୍ତା ୨୧ ତାରିଖରେ ବିଜେଡି ଆରଡିସି ସ୍ତରୀୟ ବିକ୍ଷୋଭ ପାଇଁ ଘୋଷଣା କରିଥିବା ବେଳେ କଂଗ୍ରେସ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଫ୍‌ଏମ୍‌ କଲେଜ ମୃତ ଛାତ୍ରୀଙ୍କ ଏକାଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବ କଂଗ୍ରେସ। ପିସିସି…

ରେଭେନ୍ସା ବିଶ୍ୱବିଦ୍ୟାଳୟ ରେ ଜାରି ହୋଇଥିବା ନିର୍ଦେଶନାମା ଘଣ୍ଟାଏ ମଧ୍ୟରେ ପ୍ରତ୍ୟାହୃତ

ବାଲେଶ୍ୱର ଏଫଏମ୍ କଲେଜରେ ଛାତ୍ରୀ ଆତ୍ମାହୁତି ଘଟଣା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଜାରି କରିଛି ନିର୍ଦେଶନାମା । ବିଶ୍ୱ ବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କଟକଣା ଲଗାଯାଇଛି ।ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ରୀ, ଅଧ୍ୟାପିକାଙ୍କ ପାଇଁ କଟକଣା। ଅପରାହ୍ନ ସାଢ଼େ…

ପଞ୍ଚାୟତ ପ୍ରତିନିଧି ଙ୍କ ପାଇଁ ବଡ଼ ଘୋଷଣା.

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପଞ୍ଚାୟତ ପ୍ରତିନିଧିମାନଙ୍କ ପାଇଁ କାର୍ଯ୍ୟ ଅବଧି ସମୟରେ ମୃତ୍ୟୁ କିମ୍ବା ଅକ୍ଷମତା ଘଟିଲେ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ…

ଚେତିଲେ ସରକାର ଜାରିହେଲା ହେଲ୍ପଲାଇନ ନମ୍ବର.

ବାଲେଶ୍ଵର ଘଟଣା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତତ୍ପରତା, ମହିଳା କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି ଜେଏମଜେ ବ୍ୟୁରୋ : ବାଲେଶ୍ଵର ଘଟଣା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତତ୍ପରତା। ବିଦ୍ୟାଳୟରେ ମହିଳା କର୍ମଚାରୀ…

ଓଡ଼ିଶାର ଲୋକେ ବିଜେପି ସରକାରଙ୍କୁ ନିର୍ବାଚିତ କରି ବଡ଼ ଭୁଲ୍ କରିଛନ୍ତି: ସୋଫିଆ

ଫକୀର ମୋହନ ସ୍ୱୟଂଶାସିତ କଲେଜର ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଓଡ଼ିଶା ବନ୍ଦ ପାଳନ କରାଯାଉଛି। ଏଥିରେ କଂଗ୍ରେସ ନେତୃତ୍ବରେ ୭ଟି ଦଳ ସାମିଲ ହୋଇଛନ୍ତି।   କାରଣ ସରକାରଙ୍କର କୌଣସି ଦାୟିତ୍ୱ ନାହିଁ। ଆଜି, ପୀଡିତାଙ୍କୁ…

ଓଡିଶା ବନ୍ଦ କରିବା ପୂର୍ବରୁ ନିଜ ଶାସନ ସମୟର ସମୀକ୍ଷା ଜରୁରୀ ଥିଲା: ଅପରାଜିତା

ଭୁବନେଶ୍ୱର :(ଜେଏମଜେ ନ୍ୟୁଜ ): ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜରେ ଛାତ୍ରୀ ନିଜ ଜୀବନ ନେବା ଘଟଣାରେ ବିରୋଧୀ ଦଳ ସରକାରଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ବିଜେପି ପକ୍ଷରୁ ପାଲଟା ଜବାବ ଦିଆଯିବା ସହିତ…

କେନ୍ଦ୍ରାପଡ଼ା ରୁ ମୁମ୍ବାଇ ଛାଡ଼ିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଜେଏମଜେ ବ୍ୟୁରୋ : ମାସାଧିକ କାଳ ଅଟକି ରହିବା ପରେ କେନ୍ଦ୍ରାପଡ଼ା ଛାଡ଼ିଛି ଅଚଳ ହେଲିକପ୍ଟର। ମାସେ ୭ ଦିନ ଧରି କେନ୍ଦ୍ରାପଡ଼ା ସ୍ବୟଂଶାସିତ କଲେଜ ପଡ଼ିଆରେ ପଡ଼ି ରହିବା ପରେ ଆଜି ସନ୍ଧ୍ୟାରେ ଏକ ଟ୍ରକ୍ ରେ ଲଦା ହୋଇ…

ରାଜ୍ୟ କ୍ୟାବିନେଟରେ 11ଟି ବିଭାଗର 13 ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର : (ଜେଏମଜେ ବ୍ୟୁରୋ): ରାଜ୍ୟ କ୍ୟାବିନେଟରେ 13 ପ୍ରସ୍ତାବକୁ ମଞ୍ଜୁରୀ । 11ଟି ବିଭାଗର 13ଟି ପ୍ରସ୍ତାବ ଉପରେ ବାଜିଲା ମୋହର । କ୍ୟାବିନେଟ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । ମୟୂରଭଞ୍ଜ ରାଇରଙ୍ଗପୁରରେ ଏକ…