କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ଦିଲ୍ଲୀ ଡାକରା

ଜେଏମଜେ ବ୍ୟୁରୋ : କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ଦିଲ୍ଲୀ ଡାକରା । ଏଆଇସିସି ପକ୍ଷରୁ ଦିଲ୍ଲୀ ଯିବାକୁ ଡାକରା ଆସିଥିବାବେଳେ ୨୨ତାରିଖରେ ଏଆଇସିସିର ବୈଠକ ବସିବ । ଏଥିରେ ସଙ୍ଗଠନ ସୃଜନ୍ ଅଭିଯାନ ଜରିଆରେ ଜିଲ୍ଲା ସଭାପତିଙ୍କ…

ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେବେ ମାଆ ସମଲେଶ୍ବରୀ.

ଜେଏମଜେ ବ୍ୟୁରୋ : ମା’ ଜଗତଜନନୀଙ୍କ ଆବାହନ ପାଇଁ ସମଗ୍ର ରାଜ୍ୟ ଚଳଚଞ୍ଚଳ । ଦେଶବ୍ୟାପୀ ବିଭିନ୍ନ ଶକ୍ତିପୀଠରେ ଜାରି ରହିଛି ନବରାତ୍ର ଓ ଷୋଡଷ ଉପଚାର ପୂଜା । ନବରାତ୍ରରେ ମାଆ ସମଲେଶ୍ବରୀଙ୍କ ପାଖରେ ଜଳିବ ୫ ହଜାର ଦୀପ…

ମା’ ଗିରିଜା ବାସିନି’ଙ୍କ ନବରାତ୍ର ପୁଜା ପାଇଁ ପ୍ରସ୍ତୁତି

ବ୍ରହ୍ମପୁର 🙁 ଜେଏମଜେ ନ୍ୟୁଜ ) :ଆଉ ଦିନକ ପରେ ବିଭିନ୍ନ ଶକ୍ତି ପୀଠ, ଦେବି ମନ୍ଦିର ରେ ଆରମ୍ଭ ହେବ ନବରାତ୍ରି ପୂଜା.. ଏହି ଅବସରରେ ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କନିଷି ହାଟ ତୁଳୁରୋଡ଼ ସ୍ଥିତ ମା’…

ପାଣ୍ଡିଆନ ଙ୍କୁ ନେଇ ବିଜେଡିରେ ବଢୁଛି ବିଶୃଙ୍ଖଳା.

ଜେଏମଜେ ବ୍ୟୁରୋ : ବିଜେଡି କ୍ଷମତାରେ ଥିବା ବେଳେ ବରିଷ୍ଠ କି କନିଷ୍ଠ କେହି ଦଳର ନେତୃତ୍ବ ବା ଅଘୋଷିତ ସର୍ବେସର୍ବାଙ୍କ ବିରୋଧରେ ମୁହଁ ଖୋଲୁନଥିଲେ। ତୁଣ୍ଡରୁ ପଦଟିଏ କଥା ବାହାରିବା କଥା ବି କଷ୍ଟକର ଥିଲା। ସବୁ ଦେଖୁଥିଲେ, ଜାଣୁଥିଲେ…

ରାଜ୍ୟରେ ୯୮୭୭ ଶିଶୁ ପୁଷ୍ଟିହୀନତାର ଶିକାର

ଜେଏମଜେ ବ୍ୟୁରୋ : ରାଜ୍ୟରେ ୯୮୭୭ ଶିଶୁ ପୁଷ୍ଟିହୀନତାର ଶିକାର। ମୟୂରଭଞ୍ଜ ଜିଲ୍ଲାରେ ଉତ୍କଟ ସ୍ଥିତି। ଜିଲ୍ଲାରେ ସର୍ବାଧିକ ୧୦୭୫ ଶିଶୁ  ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉତ୍ତର ରଖିଛନ୍ତି। ଉପମୁଖ୍ୟମନ୍ତ୍ରୀ…

ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ବର: ଆଜି ବି ଚାଲିପାରୁନି ଗୃହକାର୍ଯ୍ୟ । ତୃତୀୟ ଦିନରେ ଗୃହ ଆରମ୍ଭରୁ ଚାଲିପାରି ନାହିଁ । ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢ଼ୀ । ସାର ପ୍ରସଙ୍ଗରେ ବିଜେଡି ବିଧାୟକ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ…

ଚାଷୀଙ୍କ ସହ କରିଥିବା ପ୍ରତାରଣା ପଦାରେ ପଡ଼ିଯିବ ବୋଲି ବିରୋଧୀ ଗୃହ ଚଳାଇ ଦେଉନାହାନ୍ତି: ଈରାଶିଷ ଆଚାର୍ଯ୍ୟ

ଭୁବନେଶ୍ବର:ଜେଏମଜେ ବ୍ୟୁରୋ: ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ ବିଜେଡିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି,ଚାଷୀଙ୍କ ସହ କରିଥିବା ପ୍ରତାରଣା ପଦାରେ ପଡ଼ିଯିବ ବୋଲି ବିରୋଧୀ ଆଲୋଚନାକୁ ଆସିବାକୁ ଚାହୁଁନାହାନ୍ତି। ସେମାନଙ୍କ ପୋଲ ଖୋଲିଯିବ ବୋଲି ସେମାନେ ଗୃହ ଚଳାଇ ଦେଉନାହାନ୍ତି।…

ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଦେହାନ୍ତ

ଜେଏମଜେ ବ୍ୟୁରୋ : ଚାଲିଗଲେ ଚାରି ଚାରି ଥରର ବିଧାୟକ । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଜର୍ଜ ତିର୍କୀ ଆଉ ନାହାନ୍ତି । ୬୮ ବର୍ଷ ବୟସରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ୍‌ରେ ଆଖି…

ଭତ୍ତା ପାଇବା ପାଇଁ ସରକାରଙ୍କ ଅନୁମୋଦନ ଅପେକ୍ଷା ରେ ୭ ଲକ୍ଷ ହିତାଧିକାରୀ

ଜେଏମଜେ ବ୍ୟୁରୋ : ରାଜ୍ୟରେ ପ୍ରାୟ ୫୭ ଲକ୍ଷ ଲୋକଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଉଛି। ସେମାନଙ୍କ ମଧ୍ୟରୁ ମାତ୍ର ୫ ଲକ୍ଷ ହିତାଧିକାରୀଙ୍କୁ ବର୍ଦ୍ଧିତ ଭାବେ ମାସିକ ୩୫୦୦ ଟଙ୍କା ଭତ୍ତା ମିଳୁଛି। ଭତ୍ତା ପାଇବା ପାଇଁ ଏବେ…

ନବୀନ ଆସୁନଥିବାରୁ ବିଜେଡି ଗୃହ ଅଚଳ କରୁଛି: ଜୟନାରାୟଣ

ଜେଏମଜେ ବ୍ୟୁରୋ : ବିଧାନସଭାର ମୌସୁମୀ ଅଧିବେଶନର ଶନିବାର ହେଉଛି ତୃତୀୟ ଦିନ । ଆଜି ବି ଚାଲିପାରି ନାହିଁ । ବିଜେଡି ସଦସ୍ୟଙ୍କ ହୋହାଲ୍ଲା ଯୋଗୁଁ ଗୃହକୁ ଅପରାହ୍ନ ୪ଟା ଯାଏ ବାଚସ୍ପତି ମୁଲତବୀ କରିଛନ୍ତି । ତେବେ ଗୃହ…