ଖୁବ ଶୀଘ୍ର ବିଜେପି କୁ ମିଳିବ ନୂଆ ମଙ୍ଗୁଆଳ…
ଜେଏମଜେ ବ୍ୟୁରୋ : ଓଡ଼ିଶା ବିଜେପିକୁ ମିଳିବେ ନୂଆ ମୁଖିଆ। ଖୁବଶୀଘ୍ର ରାଜ୍ୟ ବିଜେପି ସଙ୍ଗଠନରେ ଆମୂଳଚୂଳ ପରିବର୍ତ୍ତନ ହେବ। ସରକାରକୁ ଆସିବା ପରେ ଏଥିପାଇଁ ଅଣ୍ଟାଭିଡିଛି ବିଜେପି। ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ…
୮୪୩ ଅଫିସରଙ୍କ ଦରମା ବନ୍ଦ କଲେ ମୟୂରଭଞ୍ଜ ଜିଲ୍ଲାପାଳ
ଜେଏମଜେ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପଛରେ ପଡ଼ିଯାଇଛି ମୟୂରଭଞ୍ଜ ଜିଲ୍ଲା। ଆୟତନରେ ବଡ଼ ହେଲେ ବି ତାଲିକାରେ ପଛରେ ରହିଛି ଏହି ଜିଲ୍ଲା। ଏପରି ରିପୋର୍ଟ ପ୍ରକାଶ ପାଇବା ପରେ ଆକ୍ସନ ମୁଡକୁ ଆସି କଠୋର ପଦକ୍ଷେପ ନେଇଛନ୍ତି…
ଜନଗଣନାରେ ରେ ରହିବ ତିରିଶ ପ୍ରଶ୍ନ..
ଜେଏମଜେ ବ୍ୟୁରୋ : (ନୂଆଦିଲ୍ଲୀ):ଆସନ୍ତା ବର୍ଷରୁ ଭାରତରେ ଜନଗଣନା ଆରମ୍ଭ ହୋଇଯିବ । ଏହି ପ୍ରକ୍ରିୟା ଏକ ବର୍ଷ ଧରି ଚାଲିବ ଓ ୨୦୨୬ରେ ଏହାର ଚୂଡାନ୍ତ ରିପୋର୍ଟ ସାର୍ବଜନୀନ ହେବ । ଏହି ଜନଗଣନା ୨୦୨୧ରେ ଆରମ୍ଭ ହେବାକୁ ଥିଲା…
ଦୀପାବଳି ରେ ବାଣ ଫୁଟେଇବା ପାଇଁ ଆସିଲା ନୂଆ ନିୟମ
ଜେଏମଜେ ବ୍ୟୁରୋ : ଦୀପାବଳିରେ ବାଣଫୁଟା ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆସିଲା ଗାଇଡଲାଇନ୍ । ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ୧୨୫ ଡେସିବେଲ୍ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା…
ରାଜ୍ୟର ୮ଟି ଏୟାରଷ୍ଟ୍ରିପକୁ ଲିଜ୍ରେ ଦେବେ ସରକାର, ଡାକିଲେ ଟେଣ୍ଡର
ଜେଏମଜେ ବ୍ୟୁରୋ : ରାଜ୍ୟରେ ୮ଟି ଏୟାରଷ୍ଟ୍ରିପକୁ ୫ବର୍ଷିଆ ଲିଜରେ ଦେବେ ସରକାର । ଏହି ଏୟାରଷ୍ଟ୍ରିପଗୁଡ଼ିକ ଅଧିକ ବ୍ୟବସାୟିକ ଉପଯୋଗୀକୁ ଦୃଷ୍ଟିରେ ରଖି ତଥା ଓଡ଼ିଶା ବେସାମରିକ ବିମାନ ଚଳାଚଳ ନୀତି-୨୦୨୨ ଅନ୍ତର୍ଗତ ପ୍ରାବଧାନ ଆଧାରରେ ରାଜ୍ୟ ସରକାର ୮ଟି…
ଚାରିଧାମ ସହ ବିଭିନ୍ନ ରାଜ୍ୟର ରାଜଧାନୀକୁ ଗଡିବ ଓଏସ୍ଆରଟିସି ବସ୍.
ଜେଏମଜେ ବ୍ୟୁରୋ : ଚାରିଧାମ ସହ ବିଭିନ୍ନ ରାଜ୍ୟର ରାଜଧାନୀକୁ ଗଡିବ ବସ୍ । ଖୁବ୍ଶୀଘ୍ର ଏନେଇ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି) ଅନ୍ତଃରାଜ୍ୟ ବସ୍ ସେବାକୁ ତ୍ୱାରନ୍ୱିତ କରିବାକୁ ଯାଉଛି । ଏହି ବସ୍ ସେବା ଆରମ୍ଭ…
କଲମପୁର ଠିପି ଖୋଲା ବିଦେଶୀ ମଦ ଦୋକାନରେ ଗୋଷ୍ଠୀ ବିବାଦ: ଥାନାରେ ମାମଲା
କଳାହାଣ୍ଡି: (ବାସୁଦେବ ଛତ୍ରିଆ ଙ୍କ ରିପୋର୍ଟ ) କଲମପୁର ସ୍ଥିତ ଠିପି ଖୋଲାମଦ ଦୋକାନ ନିକଟରେ ଗଣ୍ଡଗୋଳ ଥାନାରେ ମାମଲା.. ଗିରଫ ଭୟରେ ଦୋକନ ମାଲିକ ଫେରାର.. । ମିଳିଥିବା ସୂଚନା ଅନୁସାରେ କଲମପୁର ଠିପି ଖୋଲା ମଦଦୋକାନରେ କିଛି ସ୍ଥାନୀୟ…
ଓରମାସ ଦୀପାବଳି ଷ୍ଟଲ ଉଦଘାଟିତ
ରାୟଗଡା : (ସୁପ୍ରିୟା ଷଡ଼ଙ୍ଗୀ ଙ୍କ ରିପୋର୍ଟ ): ଓରମାସ ଦୀପାବଳି ଷ୍ଟଲ ଉଦଘାଟିତ l ସ୍ଥାନୀୟ ବସ ଷ୍ଟାଣ୍ଡ ନିକଟସ୍ଥ ଜନଜାତି ସେବଜଗତ ପରିସରରେ ଦୀପାବଳି ଉତ୍କଳ ଷ୍ଟଲ ଉଦଘାଟିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା…
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରାଇଲେ ମାନ୍ୟବର ମୁଖ୍ୟମନ୍ତ୍ରୀ
ରାୟଗଡ:(ସୁପ୍ରିୟା ଷଡ଼ଙ୍ଗୀ ଙ୍କ ରିପୋର୍ଟ ) ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୪ ପାଳନ ଅବସରରେ ଆଜି ତା ୨୮/୧୦/୨୦୨୪ରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶପଥ ପାଠ କରାଯାଇଥିଲା l ସ୍ଥାନୀୟ ଓସ୍ୱାନ ହଲ…
ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତି ପାଇଁ ଦୁଇ ବିଧାୟକ ଙ୍କ ଶୀତଳ ଯୁଦ୍ଧ! ଦୌଡ଼ରେ ଅଛନ୍ତି ଚାରି ଯନ୍ତ୍ରୀ…
ଜେଏମଜେ ବ୍ୟୁରୋ : କବିସୂର୍ଯ୍ୟନଗର : ପିଛା ଛାଡ଼ୁନି. ବିବାଦ… ମୁରବୀ ବିହୀନ ହୋଇପଡିଥିବା କବିସୂର୍ଯ୍ୟନଗର ବ୍ଲକ ରେ ଅଧ୍ୟକ୍ଷ ବିବାଦ ହାଇକୋର୍ଟ ରେ ପହଂଚି ବିଚାରଧୀନ ରହିଥିବା ବେଳେ ଏବେ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତି ନେଇ ପୁଣି ଦେଖା…
















