ଅର୍ଥ ଆଉ ପାଣ୍ଡିଆନ ପାଇଁ ଭାଙ୍ଗିଯିବ କି ବିଜେଡି?

ଜେଏମଜେ ବ୍ୟୁରୋ :ଅର୍ଥ ହିଁ ଅନର୍ଥର କାରଣ । ଟଙ୍କା ପଇସା ପ୍ରସଙ୍ଗରେ ଅତୀତରେ ଅନେକ ଦଳ ଭାଙ୍ଗିଯାଇଛି । ଅନେକ ମାଲି ମକଦ୍ଦମା ବି ହୋଇଛି । ବିଜୁ ଜନତା ଦଳରେ ବି ସେଭଳି ହୋଇପାରେ । ଏଭଳି ଆଶଙ୍କା…

ହେନ୍ତାଳ ବଣ ପାଇଁ କମିଲା ବାତ୍ୟା କ୍ଷୟକ୍ଷତି:

ଜେଏମଜେ ବ୍ୟୁରୋ : ହେନ୍ତାଳ ବଣ ପାଇଁ କମିଲା ବାତ୍ୟା କ୍ଷୟକ୍ଷତି । ଏହି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ । ଭିତରକନିକା ହବାଳିଖଟି ନିକଟରେ ବାତ୍ୟାଟି ଲ୍ୟାଣ୍ଡଫଲ ହୋଇଥିଲେ ବି ସେଠାରେ ଥିବା ହେନ୍ତାଳବଣ ସୁରକ୍ଷା କବଚ…

କଂଗ୍ରେସ ଫୋକସରେ ମହାରାଷ୍ଟ୍ର:ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ

କଂଗ୍ରେସ ଫୋକସରେ ମହାରାଷ୍ଟ୍ର…ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ହରିୟାଣା ହାରିବା ପରେ ଏବେ ଆଉ ରିକ୍ସ ନେବାକୁ ଚାହୁଁନାହାନ୍ତି ରାହୁଲ ଗାନ୍ଧୀ । ଯେଉଁ ଭୁଲ୍ ପାଇଁ ହରିୟାଣା ହାତରୁ ଖସିଗଲା ତାହାର ଯେପରି…

GST ବିଭାଗ ପକ୍ଷରୁ ୨୦ କୋଟିରୁ ଅଧିକ ଟଙ୍କାର. ସୁନା ଜବତ

ଜେଏମଜେ ବ୍ୟୁରୋ : ଜିଏସଟି ହାତରେ ଧରାପଡ଼ିଲା ସୁନା ବୋଝେଇ ପିକ୍-ଅପ୍ ଗାଡ଼ି । ମୁମ୍ବାଇରୁ କୋଲକାତା ଏବଂ କୋଲକାତାରୁ ବାରିପଦା ଓ ବାଲେଶ୍ବରର କିଛି ନିର୍ଦ୍ଦିଷ୍ଟ ଗହଣା ଦୋକାନକୁ ଯାଉଥିଲା ଏହି ସୁନା ଅଳଙ୍କାର । ବାରିପଦା ସହରର ଏମ.କେ.ସି.…

ଯୌତୁକ ଉତ୍ପୀଡ଼ନ ମାମଲାରେ ନିର୍ଦ୍ଦୋଷଙ୍କ ରକ୍ଷା କରନ୍ତୁ, ସବୁ ଅଦାଲତକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଜେଏମଜେ ବ୍ୟୁରୋ : ଯୌତୁକ ଉତ୍ପୀଡ଼ନ ମାମଲାରେ ସାବଧାନ ରୁହନ୍ତୁ, ନିର୍ଦ୍ଦୋଷଙ୍କ ରକ୍ଷା କରନ୍ତୁ, ସବୁ ଅଦାଲତକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସବୁଠୁ ଅଧିକ ଦୁରୁପଯୋଗ ହେଉଥିବା ୨-୪ଟି ଆଇନ ନାଁ ଯଦି ପଚରାଯାଏ, ତବେ ଯୌତୁକ ଉତ୍ପୀଡ଼ିନ ସହ ଜଡ଼ିତ ଆଇନ…

ତାଳଚୁଆରେ ଲ୍ୟାଣ୍ଡଫଲ୍ କରିବ ‘ଦାନା’: ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ

ଜେଏମଜେ ବ୍ୟୁରୋ : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ସାମୁଦ୍ରିକ ବାତ୍ୟା ‘ଦାନା’ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ…

ବାତ୍ୟା ‘ଦାନା’ ଲାଣ୍ଡଫଲ୍ ପୂର୍ବରୁ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଜେଏମଜେ ବ୍ୟୁରୋ : ଵାତ୍ୟା ‘ଦାନା’ ଲାଣ୍ଡଫଲ୍ ପୂର୍ବରୁ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆଜି ସନ୍ଧ୍ୟା ପୂର୍ବରୁ ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତରଣ…

ବାତ୍ୟା “ଦାନା”ସତର୍କତା

ଜେଏମଜେ ବ୍ୟୁରୋ : ବାତ୍ୟା ପ୍ରଭାବରେ କାଲି ୭ ଜିଲ୍ଲାରେ ପ୍ରବଳ ବର୍ଷିବ-ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି-ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଜିଲ୍ଲାକୁ ରେଡ୍‌ ଓ୍ୱାର୍ଣ୍ଣିଂ-ମୟୂରଭଞ୍ଜ, ଜଗତସିଂହପୁର, କଟକରେ ଅତି ପ୍ରବଳ ବର୍ଷିବ-କିଛି ସ୍ଥାନରେ ୨୦ରୁ…

ବାତ୍ୟା ଦାନା ଏବେ ଉପକୂଳ ମୁହାଁ :୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ

ଜେଏମଜେ ବ୍ୟୁରୋ : ତ୍ୟା ଦାନା ଯେତେଯେତେ ଉପକୂଳମୁହାଁ ହେଉଛି, ସେତେ ସେତେ ବିପଦ ବଢୁଛି । ଆଜି ରାତିରୁ ହିଁ ବାତ୍ୟା ଭୀଷଣ ବାତ୍ୟାର ରୂପ ନେବ । ଆଉ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ…

ବାତ୍ୟା ମୁକାବିଲା ନେଇ ଚାଲିଛି ପ୍ରସ୍ତୁତି: ଆଜି ଭୀଷଣ ବାତ୍ୟା ରୂପ ନେବ।

ଜେଏମଜେ ବ୍ୟୁରୋ : ବାତ୍ୟା ମୁକାବିଲା ନେଇ ଚାଲିଛି ପ୍ରସ୍ତୁତି। ଆଜି ବାତ୍ୟାର ରୂପ ନେବ ଗଭୀର ଅବପାତ। କାଲି ଭୀଷଣ ରୂପ ନେବ। ତେବେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଆଗୁଆ ପ୍ରସ୍ତୁତ ଅଛନ୍ତି। ଏଥିପାଇଁ NDRF…