ପାଟଶାଣୀ କହିଲେ ପାଣ୍ଡିଆନ ପାଇଁ ବିଜେଡି ଛାଡ଼ିଲି.
‘ମୁଁ ବିଜେଡି ଛାଡ଼ିବା ପଛରେ ପାଣ୍ଡିଆନ ଦାୟୀ। ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଲି। ପାଣ୍ଡିଆନ ଥିଲା ଯାଏ ବିଜେଡି କେବେ ଜିତିବନି। ‘ବିଜେଡି ଛାଡ଼ିବାର କିଛି ଦିନ ପରେ ଆଜି ଗଣମାଧ୍ୟମରେ ଆଗରେ ଏଭଳି କିଛି ବୟାନ ଦେଇଛନ୍ତି ପୂର୍ବତନ…
ରାଜନୀତିରୁ ସନ୍ୟାସ ନେଇଥିବା ଜଣେ ଅଣଓଡ଼ିଆଙ୍କ ପାଇଁ ବିଜେଡି କାହିଁକି ଏଭଳି ଓକିଲାତି କରୁଛି?
ଜେଏମଜେ ବ୍ୟୁରୋ : ଓଡ଼ିଶାର ସର୍ବବୃହତ୍ ଆଂଚଳିକ ଦଳ ବିଜେଡି ପାଇଁ ‘ପାଣ୍ଡିଆନ’ ଏବେ ବୋଝ ପାଲଟି ଯାଇଛନ୍ତି । ତାଙ୍କପାଇଁ ଦଳ ବିଭାଜନ ଆଡ଼େ ମୁହାଁଇଲାଣି, ତଥାପି ବିଜେଡି ନେତାମାନଙ୍କ ଜ୍ଞାନ ଉଦୟ ହେଉନି । ଓଲଟା ଗଣମାଧ୍ୟମକୁ ଡାକିହାକି…
ମଦ୍ରାସା କୁ ନେଇ ତେଜିଲା ରାଜନୀତି.
ମଦ୍ରାସା ବୋର୍ଡକୁ ବନ୍ଦ କରାଯାଉ । ରାଜ୍ୟ ସରକାର ମଦ୍ରାସାକୁ ଦେଉଥିବା ସମସ୍ତ ଅନୁଦାନ ବନ୍ଦ କରିଦିଅନ୍ତୁ । ଏନସିପିସିଆର ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏହି ଚିଠି କରିବା ପରେ ତେଜିଛି ବିବାଦ । ଏହି ପ୍ରସଙ୍ଗକୁ ନେଇ ରାଜ୍ୟ…
ବିଜେଡିରେ ତେଜିଲା କନ୍ଦଳ, ଖୋଲାଖୋଲି ମୁହଁ ଖୋଲିଲେଣି ଏକାଧିକ ନେତା.
ଜେଏମଜେ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା ।୨୪ ନିର୍ବାଚନର ଠିକ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ ପ୍ରକାଶ। ବିଜେଡି ତାଙ୍କୁ ବାରବାଟୀ କଟକରୁ ପ୍ରାର୍ଥୀ କରିଥିଲା। ପ୍ରକାଶଙ୍କ କଥାରୁ ଯାହା ସଙ୍କେତ ମିଳୁଛି ସେ କୌଣସି…
୪୫୬ଟି ଥାନାରେ ଅଚଳ, ୧୩ ଥାନାରେ ନାହିଁ ସିସିଟିଭି.
ଜେଏମଜେ ବ୍ୟୁରୋ : ଆଜି ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି ହୋଇଛି । ଶୁଣାଣି ବେଳେ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଉତ୍ତର ରଖିଛନ୍ତି ଏଡିଜି ଦୟାଲ ଗଙ୍ଗଓ୍ବାର୍ । ସେ କହିଛନ୍ତି ରାଜ୍ୟର ୪୫୬ଟି ଥାନାରେ ସଠିକ…
ଷଷ୍ଠ ତମ ଗଞ୍ଜାମ ଜିଲ୍ଲା ପରିଷଦ ବୈଠକଷଷ୍ଠ ତମ ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ
ଜେଏମଜେ ବ୍ୟୁରୋ : ଷଷ୍ଠ ତମ ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି..ଏକ ମନ ବିଚାରଧାରାରେ କାର୍ଯ୍ୟକଲେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ସମ୍ଭବପର- ବାଣିଜ୍ୟ ଓ ପରିବହନ ମନ୍ତ୍ରୀଛତ୍ରପୁର ତା.୦୯ .୧୦.୨୦୨୪ ଗଞ୍ଜାମ ଜିଲ୍ଲା ପରିଷଦର ଷଷ୍ଠ ତମ ବୈଠକ…
କବିସୂର୍ଯ୍ୟନଗର ରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା..
ଜେଏମଜେ ବ୍ୟୁରୋ : କବିସୂର୍ଯ୍ୟନଗର ରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା.. ପ୍ରତି ବର୍ଷ ଭଳି ଅକ୍ଟୋବର 2 ରୁ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି l ଏହି ପରିପେକ୍ଷୀରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ତଥା କବିସୂର୍ଯ୍ୟନଗର ବ୍ଲକ…
ବିଜେଡ଼ି ଓ କଂଗ୍ରେସ ଏକାଠି ହେବା ନେଇ ଚର୍ଚ୍ଚା !
ଏକଦା ରାଜ୍ୟର ଏକ ନମ୍ବର ଦଳ ବିଜେଡ଼ି ଏବେ ବ୍ୟାକ୍ଫୁଟରେ ରହିଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ କାନ୍ଧେଇ ବିଜେପି ରାଜ୍ୟରେ କାୟା ବିସ୍ତାର କରୁଛି । ଅପରପକ୍ଷରେ କଂଗ୍ରେସ ଯଥା ପୂର୍ବଂ ତଥା ପରଂ ଭଳି ଅସହାୟ…
କାର୍ଯ୍ୟରତ ୯ ହଜାର ୨୦୦ କନିଷ୍ଠ ଶିକ୍ଷକ ନିୟମିତ ହେବେ
ଜେଏମଜେ ବ୍ୟୁରୋ : କାର୍ଯ୍ୟରତ ୯ ହଜାର ୨୦୦ କନିଷ୍ଠ ଶିକ୍ଷକ ନିୟମିତ ହେବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି। ଯେଉଁମାନେ ଚାକିରି ସର୍ତ୍ତାବଳୀ ଅନୁଯାୟୀ ନିରବିଚ୍ଛନ୍ନ ଭାବେ ୬ବର୍ଷ କାର୍ଯ୍ୟ…
ଦଳ ଭାଙ୍ଗିବାକୁ ପାଣ୍ଡିଆନ ଙ୍କ ଷଡଯନ୍ତ୍ର କି? ପୁଣି ବିଜେଡ଼ିର ନେତୃତ୍ୱ ନେବେ ଭିକେ ପାଣ୍ଡିଆନ୍!
ଜେଏମଜେ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନକୁ ଭିକେ ପାଣ୍ଡିଆନ୍ ପରିଚାଳିତ କରୁଥିଲେ । ତାହା ପୂର୍ବରୁ ପାଣ୍ଡିଆନ୍ କେବେ ସାମ୍ନାକୁ ଆସୁନଥିଲେ । କିନ୍ତୁ ୨୦୧୯ରେ ବିଜେଡ଼ି ସରକାର ଗଢ଼ିବା ପରେ ପାଣ୍ଡିଆନ୍ ସାମ୍ନାକୁ ଆସିଲେ । ସେହି ସମୟରେ…















