ଆଗକୁ ଚାଲିବ ୧ହଜାର ଇ-ବସ୍‌: ପ୍ରଦୂଷଣମୁକ୍ତ ପରିବହନକୁ ରାଜ୍ୟ ସରକାରଙ୍କ ଗୁରୁତ୍ବ

ଜେଏମଜେ ବ୍ୟୁରୋ : ପ୍ରଦୂଷଣମୁକ୍ତ ପରିବହନକୁ ଯଥେଷ୍ଟ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଆଗକୁ ଇ-ବସ୍ ଜରିଆରେ ଓଡ଼ିଶାରେ ଯାତ୍ରୀ ପରିବହନ ସେବାକୁ ନିୟନ୍ତ୍ରିତ କରିବାକୁ ଯୋଜନା କରାଯାଉଛି। ବର୍ତ୍ତମାନ ଓଡ଼ିଶାରେ ୪୫୦ଟି ଇ-ବସ୍ ଚାଲୁଥିବା ବେଳେ ଆଗକୁ ଇ-ବସ୍ ସଂଖ୍ୟାକୁ…

ଶିଶୁ ବାଟିକାରେ ପ୍ରାକ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦାବିରେ ରାଜରାସ୍ତାରେ ଆଶାୟୀ।ନଭେମ୍ବର ୭ ରେଜୋରଦାର ଆନ୍ଦୋଳନ

ଜେଏମଜେ ବ୍ୟୁରୋ : ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ପରେ ଏହାକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । ବିନା ଆଲୋଚନାରେ ସରକାର ମନଇଚ୍ଛା ଶିକ୍ଷା ନୀତି ଲାଗୁ କଲେ । ସେପଟେ ଶିଶୁ ବାଟିକାରେ ପ୍ରାକ…

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର NAC ଅନ୍ତର୍ଗତ ଶ୍ରୀ ଚନ୍ଦ୍ରଶେଖର ହାଇସ୍କୁଲ ଠାରେ ଶ୍ରୀମତୀ ସବିତା କୁମାରୀ ବିଶୋଇଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମିହିର କୁମାର ଶତପଥିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି.. ଅନୁଷ୍ଠିତ…

ଏନଏସି ଘୋଷଣା ପରେ ବିଭିନ୍ନ ଅଞ୍ଚଳରୁ ଉଠିଲାଣି ବିଦ୍ରୋହର ସ୍ୱର.

ରାଜ୍ୟରେ ୧୬ ନୂଆ ଏନଏସି ଆଉ ୭ ନୂଆ ମ୍ୟୁନିସିପାଲଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହେଲେ ଏହି ଘୋଷଣା କିନ୍ତୁ ଏବେ ମୋହନ ସରକାରର ତଣ୍ଟିରେ କଣ୍ଟା ସାଜିବାକୁ ଯାଉଛି । ଯେଉଁ ଯେଉଁ ଏରିଆ ଏବେ…

ଆର୍ଥିକ ବର୍ଷ ଅଧା ହେବାକୁ ବସିଲାଣି ଖର୍ଚ୍ଚ ହେଇପାରୁନି ବଜେଟ ଟଙ୍କା!

ଜେଏମଜେ ବ୍ୟୁରୋ : ବଜେଟ ଟଙ୍କା ଖର୍ଚ୍ଚ କରିପାରୁ ନାହାନ୍ତି ପ୍ରମୁଖ ବିଭାଗ। ସଚିବ ସ୍ତରୀୟ ବୈଠକରେ ତାଗିଦ ପରେ ବି ଅନେକ ବିଭାଗ ପଛରେ ପଡିଛନ୍ତି । ବଡ ବଡ ବିଭାଗ ହେଲେ ଖର୍ଚ୍ଚରେ ଦୁର୍ବଳ । ଦେଖନ୍ତୁ କେଉଁ…

ଶେଷ ହେଲା ‘ଭୋଟର ଅଧିକାର ଯାତ୍ରା।

ଜେଏମଜେ ବ୍ୟୁରୋ : କଂଗ୍ରେସ ଦଳର ୧୪ ଦିନିଆ ‘ଭୋଟର ଅଧିକାର ଯାତ୍ରା’ ଆଜି ବିହାର ରାଜଧାନୀ ପାଟନାରେ ଶେଷ ହୋଇଛି। ‘ଭୋଟର ଅଧିକାର ଯାତ୍ରା’ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ ବିଜେପି ନେତୃତ୍ବାଧୀନ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପିର ବଡ଼ ପ୍ରସ୍ତୁତି, NDAର ଶତ ପ୍ରତିଶତ ମତଦାନ ପାଇଁ ରଣନୀତି

ଜେଏମଜେ ବ୍ୟୁରୋ : ଆସନ୍ତା ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ । ଏଥିପାଇଁ ବିଜେପି କରୁଛି ବଡ଼ ପ୍ରସ୍ତୁତି । ଏହି ନିର୍ବାଚନରେ NDAର ଶତ ପ୍ରତିଶତ ମତଦାନ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି ।…

୭ରେ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ: ମଧ୍ୟାହ୍ନ ୧୨ଟା ୫୭ ମିନିଟ୍‌ରୁ ପାକତ୍ୟାଗ ସହ ଅନ୍ନ ଭୋଜନ ଓ ଦେବନୀତି ନିଷେଧ

ଜେଏମଜେ ବ୍ୟୁରୋ : ଚଳିତ ବର୍ଷ ସେପ୍ଟେମ୍ବର ୭ ତାରିଖ ରବିବାର ଭାଦ୍ରବ ପୂର୍ଣ୍ଣିମାରେ ଭାରତରେ ସବୁଠି ବିରଳ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଏହା ଭାରତ ତଥା ଓଡ଼ିଶା ସମେତ ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ନ୍ୟୁଜିଲ୍ୟାଣ୍ଡ, ଆଫ୍ରିକା, ପ୍ରଶାନ୍ତ ମହାସାଗର, ଆଟ୍ଲାଣ୍ଟିକ୍…

ଥମିଗଲା ନୂଆ ଜିଲ୍ଲା ଗଠନ ଦାବି : ଏନ୍‌ଏସି, ମ୍ୟୁନିସିପାଲିଟି ଉପହାର ରେ ସବୁ ନୀରବ।

ଜେଏମଜେ ବ୍ୟୁରୋ : ଯାଜପୁରର ଚଣ୍ଡିଖୋଲରୁ ଆରମ୍ଭ କରି ଗଞ୍ଜାମର ଭଞ୍ଜନଗର, ଆସିକା, ମୟୂରଭଞ୍ଜର କରଞ୍ଜିଆ ପର୍ଯ୍ୟନ୍ତ ରାଜ୍ୟର ୧୬ଟି ଜିଲ୍ଲାର ୨୮ଟି ଅଞ୍ଚଳକୁ ଜିଲ୍ଲା ମାନ୍ୟତା ଦେବାକୁ ଦାବି ହେଉଥିଲା। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଭିନ୍ନ ଭିନ୍ନ ସଂଗଠନ…

ପୁଣି ଚର୍ଚ୍ଚାରେ ଗୋପାଳପୁର: ଥାନାରେ ଫିନାଇଲ୍‌ ପିଇଲେ ନାବାଳିକା, ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ପି

ବ୍ରହ୍ମପୁର: (ଜେଏମଜେ ବ୍ୟୁରୋ): ସୂଚନା ମୁତାବକ, ଆଜି ସକାଳ ୧୧ଟା ବେଳେ ଜଣେ ନାବାଳିକା ନିଜ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଆସିଥିଲେ। ସମୁଦ୍ରକୂଳରେ ବୁଲିସାରିବା ପରେ ଜଣକ ଘରକୁ ୨ ଘଣ୍ଟା ପାଇଁ ଭଡ଼ାରେ ମାଗିଥିଲେ। ସେ ମନା କରିବା…