ଅସହାୟଙ୍କୁ ସେବା ସଂସ୍ଥାନର ସହାୟତା ପ୍ରଦାନ
ଚିକିଟି : (ଜେଏମଜେ ନ୍ୟୁଜ): ଗଞ୍ଜାମ ଜିଲ୍ଲା ଚିକିଟି ପେଣ୍ଠ କରବାଲୁଆ ଗ୍ରାମର କୁନ୍ତଳା ନାଇକ, ବୟସ ୫୫। ବର୍ତ୍ତମାନ ସେ ଶ୍ୱାସ ଜନିତ ରୋଗରେ ଗୁରୁତର ଅବସ୍ଥାରେ ପୀଡ଼ିତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ହେଉଛନ୍ତି। ତାଙ୍କ ଅବସ୍ଥା…
ଏକଦିବସୀୟ ଅଭୀମୁଖିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
କୋରାପୁଟ :(ଜେଏମଜେ ନ୍ୟୁଜ): ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କୋରାପୁଟ ମଣ୍ଡଳସ୍ତରୀୟ ଏକଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।୫୦ ଜଣ ପ୍ରଧାନଶିକ୍ଷକ,ସହାୟକ ଶିକ୍ଷକ ଏବଂ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।କୋରାପୁଟ ମଣ୍ଡଳ ଶିକ୍ଷା ଅଧିକାରୀ ଜଗନ୍ନାଥ ଭତ୍ରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ…
ନିଷ୍ଟ ବିଶ୍ୱବିଦ୍ୟାଳୟରେ ଦ୍ଵିତୀୟ ସମାବର୍ତ୍ତନ ଉତ୍ସବ.।
ବ୍ରହ୍ମପୁର : (ଜେଏମଜେ ନ୍ୟୁଜ ): ଗୋଳନ୍ଥରା ସ୍ଥିତ ନିଷ୍ଟ ବିଶ୍ବବିଦ୍ୟାଳୟର ଦ୍ଵିତୀୟ ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ବବିଦ୍ୟାଳୟର 5 ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୩ ଜଣ ଛାତ୍ରଛାତ୍ରୀଙ୍କୁ ରୋପ୍ୟ ପଦକ ସହିତ ସମୁଦାୟ ୩୩୫ ଜଣ…
ରାସ୍ତାରୁ ମିଳିଲା ନବଜାତ ଶିଶୁ ପୁତ୍ରର ଶବ
ଭଞ୍ଜନଗର : (ଜେଏମଜେ ନ୍ୟୁଜ ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଢିହ ପଢାଲ ପଂଚାୟତ ଢିହ ପଢାଲ ଗ୍ରାମର ରାସ୍ତା କଡରେ ପଡି ଥିଲା ପୁତ୍ର ସନ୍ତାନ ର ଶବ। ସଦ୍ୟ ଜନ୍ମ କରିଥିବା ପୁତ୍ର ସନ୍ତାନ କୁ କିଏ ବା…
ସ୍କୁଲରେ ପାଳନ ହେବନି ଗୁରୁଦିବସ, ଶିଶୁଦିବସ!
ଭୁବନେଶ୍ୱର : (ଜେଏମଜେ ନ୍ୟୁଜ ): ୨୦୨୬ରେ ବିଦ୍ୟାଳୟରେ ଗୁରୁ ଦିବସ ପାଳନ କରାଯିବ ନାହିଁ। ଶିଶୁ ଦିବସ ମଧ୍ୟ ପାଳିତ ହେବନି। ସେହିଦିନ ପିଲାମାନେ ବିଦ୍ୟାଳୟକୁ ଆସିବେ। ଅନ୍ୟ ଦିନଗୁଡ଼ିକ ପରି ପାଠପଢ଼ା ମଧ୍ୟ ହେବ। ବିଦ୍ୟାଳୟରେ କୌଣସି କାର୍ଯ୍ୟକ୍ରମ…
ଧାନ କ୍ରୟ ପାଇଁ ବୈଠକ
ବେଗୁନିଆପଡା :(ଜେଏମଜେ ନ୍ୟୁଜ ): ଚାଷୀଙ୍କ ଠାରୁ ଧାନ କ୍ରୟ ପାଇଁ ସରକାର ପ୍ରସ୍ତୁତ ହେଉଥିବା ଆସନ୍ତା 23 ତାରିଖରେ ଗଞ୍ଜାମ ଜିଲ୍ଲାରେ ଧାନ କ୍ରୟ ଆରମ୍ଭ କରିବା ପାଇଁ ସରକାର ଘୋଷଣା କରିଛନ୍ତି । ସେଥିପାଇଁ ଶୁକ୍ରବାର ଦିନ ବେଗୁନିଆପଡା…
କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୯ଶ ବାର୍ଷିକୋତ୍ସବ ଅନୁଷ୍ଠିତ
କବିସୂର୍ଯ୍ୟନଗର,:(ଜେଏମଜେ ନ୍ୟୁଜ): କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୯ଶ ବାର୍ଷିକୋତ୍ସବ କନକ ମଞ୍ଜରୀ ପାଠାଗାର ଠାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରେସ୍ କ୍ଲବର ବାର୍ଷିକୋତ୍ସବରେ ସଭାପତି ସମରଜିତ୍ ମହାନ୍ତି ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ ସହିତ…
ଜିଲ୍ଲାସ୍ତରୀୟ ବିଜ୍ଞାନ ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ
କୋରାପୁଟ: (ଜେଏମଜେ ନ୍ୟୁଜ):କୋରାପୁଟ ଜିଲ୍ଲାସ୍ତରୀୟ ବିଜ୍ଞାନ ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ କାର୍ଯ୍ୟକ୍ରମରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ମୋଟ ୫୨ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା…
ଝାରପଡ଼ା ଜେଲରୁ ୨ କଏଦୀ ଫେରାର : ଛୁଟିରେ ଘରକୁ ଯାଇ ଆଉ ଫେରିଲେନି!
ଭୁବନେଶ୍ୱର :ଜେଏମଜେ ନ୍ୟୁଜ: (ସମୀର ରଞ୍ଜନ ନାୟକ ) ଝାରପଡ଼ା ଜେଲରୁ କଏଦୀ ଫେରାର। ଛୁଟିରେ ଯାଇ ଆଉ ଜେଲକୁ ଫେରିଲେନି। ଏନେଇ ଜଣାପଡ଼ିବା ପରେ ଝାରପଡ଼ା ଜେଲ ଅଧୀକ୍ଷକ ସର୍ବେଶ୍ବର ସାହୁ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି…
ବିଧାୟକଙ୍କ ଦରମା ଓ ପେନସନ ବୃଦ୍ଧିର ପୁନର୍ବିଚାର କରିବାକୁ ଦାବିକଲା ବିଜେଡି.
ଭୁବନେଶ୍ୱର: (ଜେଏମଜେ ନ୍ୟୁଜ ): ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ। ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି। ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତି ନିଆଯାଇଛି। ପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ଦେଇଛନ୍ତି ସୂଚନା। ବିଧାନସଭାରେ…
















