ମନ୍ତ୍ରୀଙ୍କ ନାଲି ଆଖିକୁ ମାନୁନି ଅମଲା ସଙ୍ଘ.14 ଦିନରେ ପହଞ୍ଚିଲା ଆନ୍ଦୋଳନ।
ଭୁବନେଶ୍ୱର (ଜେଏମଜେ ବ୍ୟୁରୋ): ଥରେ ନୁହେଁ, ଦୁଇ ଥର ନାଲି ଆଖି ଦେଖାଇଲେଣି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଆନ୍ଦୋଳନ ଆରମ୍ଭ ହେବାର ତିନି ଦିନ ପରେ କହିଥିଲେ, ‘ରାଜସ୍ବ ଅମଲା ସଂଘର ସମୂହ ଛୁଟି ଗ୍ରହଣ କରାଯିବନି। କାମ ନାହିଁ…
ବିଜେଡି ଜିଲ୍ଲା ସଭାପତି ଙ୍କୁ ଭେଟିଲେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ରୁ ଶତାଧିକ କର୍ମୀ।
କବିସୂର୍ଯ୍ୟନଗର : (ଜେଏମଜେ ବ୍ୟୁରୋ ): ଗତ ସାଧାରଣ ନିର୍ବାଚନ ପର ଠାରୁ ବିଜେଡି ନେତୃତ୍ୱ ବିହୀନ ହୋଇପଡିଥିବା ଯୋଗୁ ସବୁ ପଞ୍ଚାୟତ ରେ ନିର୍ବାଚିତ ପ୍ରତିନିଧି, କର୍ମୀ ଶାସକ ଦଳ ଦ୍ୱାରା ଉପେକ୍ଷିକ ହେଉଛନ୍ତି.. ହେଲେ ଏବେ ଜିଲ୍ଲା ସଭାପତି…
ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ପରଲୋକ
ବାଲିଗୁଡ଼ା:(ଜେଏମଜେ ନ୍ୟୁଜ): ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ପରଲୋକ ଘଟିଛି । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି କରେନ୍ଦ୍ର । ସେ ବାଲିଗୁଡ଼ା ବିଧାନସଭା ଆସନରୁ ୨୦୦୪ ଓ ୨୦୦୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।…
“ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ପକ୍ଷରୁମନ୍ତ୍ରୀଙ୍କ ନିକଟରେ 3 ହଜାର ଟଙ୍କା ଭତ୍ତା ଦାବୀ
କଳାହାଣ୍ଡି (ଜେଏମଜେ ନ୍ୟୁଜ ): ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ଦଳ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦-୩୫୦୦ ଟଙ୍କା କରିବା ପାଇଁ ସଂକଳ୍ପ ପତ୍ରରେ ଉଲ୍ଲେଖ କରିଥିଲେ। ତେଣୁ ରାଜ୍ଯର ପାଖାପାଖି ୬୦ଲକ୍ଷରୁ ଉର୍ଦ୍ଧ୍ବ ଗରିବ, ଅସହାୟ…
କବିସୂର୍ଯ୍ୟ ରକ୍ତଦାନ ସେବା ସଙ୍ଘ ଆନୁକୂଲ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ
ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସ୍ଥିତ କବିସୂର୍ଯ୍ୟ ରକ୍ତଦାନ ସେବା ସଙ୍ଘ ର ଷଷ୍ଠ ବାର୍ଷିକ ଉତ୍ସବ ଅବସରରେ ବିଦ୍ୟାର୍ଥୀ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି. ରକ୍ତଦାନ ସେବାସଙ୍ଘ ପ୍ରତିଷ୍ଠାତା ସୁମନ୍ତ କୁମାର ଚର୍ଚ୍ଚି…
ଗଛକାଟି ପକାଇ ରାସ୍ତା ଅବରୋଧକଲେ ଗ୍ରାମବାସୀ. ଜିଲ୍ଲାପାଳ ଅଟକିଲେ
ରାୟଗଡ଼ା: ରାୟଗଡ଼ା ଜିଲ୍ଳାପାଳ ଆଶୁତୋଷ କୁଲକୁର୍ଣିଙ୍କ କଲ୍ୟାଣସିଂହପୁର ବ୍ଲକ ଗସ୍ତ ସମୟରେ ରାସ୍ତାରେ ସ୍ଥାନୀୟ ଗ୍ରାମବାସୀ ଗଛକାଟି ପକାଇ ଜିଲ୍ଲାପାଳଙ୍କ ରାସ୍ତା ଅବରୋଧ କରିଥିଛନ୍ତି। କଲ୍ୟାଣସିଂପୁର ବ୍ଲକ ପରିଦର୍ଶନରେ ଯାଇଥିବା ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଅନ୍ୟ…
ଥାନାବାବୁ ଶୁଣିଲେନି, ଢେଙ୍କାନାଳରେ ଏସପି ଅଫିସ ପରିସରରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ. ୨ ସବଇନସ୍ପେକ୍ଟର ନିଲମ୍ବିତ
ଜେଏମଜେ ବ୍ୟୁରୋ : ଢେଙ୍କାନାଳରେ ଥାନାରୁ ନ୍ୟାୟ ନପାଇବାରୁ ଏସପିଙ୍କ ଅଫିସ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ୨ଜଣ ସବଇନସ୍ପ୍ଟେକ୍ଟର ନିଲମ୍ୱିତ ହୋଇଛନ୍ତି । ଏମାନେ ହେଲେ ସଦର ଥାନାର ସବ ଇସ୍ପେକ୍ଟର ରେଜାଲିନ ମିଞ୍ଜ ଓ ଟାଉନ ଥାନାର…
ପୂରଣ ହେବ ୩୦୦ ଅଗ୍ନିଶମ ପଦବୀ: ମୁଖ୍ୟମନ୍ତ୍ରୀ
ଜେଏମଜେ ବ୍ୟୁରୋ : ଅଗ୍ନିଶମ ବିଭାଗରେ ଖାଲି ୩୦୦ ପଦବୀ ଡିସେମ୍ବର ସୁଦ୍ଧା ପୂରଣ ହେବ । ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା । କହିଲେ ଅଗ୍ନିଶମ ବିଭାଗ ପକ୍ଷରୁ ୯୧୧ ଅଗ୍ନିଯୋଦ୍ଧା ପଦବୀ ପୂରଣ…
ଅମଲା ଆନ୍ଦୋଳନ ପଛରେ ବିଜେଡି : ସୁରେଶ ପୂଜାରୀ
ଜେଏମଜେ ବ୍ୟୁରୋ : ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ୧୩ ଦିନରେ ପହଞ୍ଚିଛି । ଯାହାର ପ୍ରଭାବରେ ୩୦ ଜିଲ୍ଲାରେ ରାଜସ୍ବ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି । ଅଫିସରେ ତାଲା ପଡ଼ିଛି, ଚେୟାର ଫାଙ୍କା ପଡ଼ିଛି । ଲୋକେ…
ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ
ପୁରୀ:(ଜେଏମଜେ ବ୍ୟୁରୋ): ଶ୍ରୀମନ୍ଦିର ପରିସରରେ ଖୋଲିବ ଏକ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଜନା ହୋଇଛି । କାରଣ ଶ୍ରୀମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଆସୁଥିବା ବେଳେ ଅନେକ ମା’ ନିଜ…
















