ମମିତା ମେହର ମୃତ୍ୟୁ ଘଟଣା ର CBI ତଦନ୍ତ ଦାବି କଲେ ଗୋବିନ୍ଦ ସାହୁଙ୍କ ପରିବାର
ଜେଏମଜେ ବ୍ୟୁରୋ : ବହୁଚର୍ଚ୍ଚିତ କଳାହାଣ୍ଡି ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସାବ୍ୟସ୍ତ ହୋଇ ଜେଲ ଯାଇଥିବା ଓ ଜେଲରେ ଆତ୍ମହତ୍ୟା କରିଥିବା ସ୍କୁଲ ପରିଚାଳକ ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ ମୁଖ୍ୟମନ୍ତ୍ରୀ…
ପୁଣି ଜଣେ ଓଡ଼ିଆଙ୍କୁ ରିଜର୍ଭ ବ୍ୟାଙ୍କରେ ଗୁରୁଦାୟିତ୍ବ
ଜେଏମଜେ ବ୍ୟୁରୋ : ପୁଣି ଜଣେ ଓଡ଼ିଆଙ୍କୁ ରିଜର୍ଭ ବ୍ୟାଙ୍କରେ ଗୁରୁଦାୟିତ୍ବ । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଡେପୁଟି ଗଭର୍ଣ୍ଣର ଭାବେ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନିଯୁକ୍ତି ଦେଇଛି । ଅକ୍ଟୋବର ୯ରେ ସେ ଦାୟିତ୍ବ ଗ୍ରହଣ କରିବେ ଏବଂ ୩…
ଅକ୍ଟୋବର ୧ରୁ ୪ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା
👉ଆଜି ପ୍ରବଳ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 👉୧ରେ ଆଉ ଏକ ଲୋ-ପ୍ରେସର୍ ସୃଷ୍ଟି ହେବା ସମ୍ଭାବନା 👉ପ୍ରଭାବରେ ଆସନ୍ତା ୬ ଦିନ ଯାଏ ବର୍ଷା ଜେଏମଜେ ବ୍ୟୁରୋ : ଆସନ୍ତାକାଲି ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ…
ଗିରଫ ହେଲେ ବାବା ପାର୍ଥସାରଥି
ଜେଏମଜେ ବ୍ୟୁରୋ : ଗିରଫ ହେଲେ ଶ୍ରୀ ଶାରଦା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ-ରିସର୍ଚ୍ଚର ପୂର୍ବତନ ନିର୍ଦ୍ଦେଶକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥସାରଥି । ଆଗ୍ରାରୁ ତାଙ୍କୁ ଗିରଫ କଲା ପୋଲିସ । ତାଙ୍କ ନାମରେ ୧୭ଜଣରୁ ଅଧିକ ଛାତ୍ରୀଙ୍କୁ…
ସୁସ୍ଥ ନାରୀ ଶସକ୍ତ ପରିବାର ଅଭିଯାନ
ହିନ୍ଦୋଳ: (ଜେଏମଜେ ନ୍ୟୁଜ ): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଠାରେ ୨୭/୯/୨୦୨୫ ତାରିଖ ଦିନ ଭାରତ ସରକାରଙ୍କ ତରଫରୁ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର ଙ୍କ ପରିଚାଳନାରେ…
ଅକ୍ଟୋବର ୧୫ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ପୁରୁଣା ଗାଡି ସ୍କ୍ରାପ କରିବାକୁ ନିର୍ଦ୍ଦେଶ
ଜେଏମଜେ ବ୍ୟୁରୋ : ଅକ୍ଟୋବର ୧୫ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ପୁରୁଣା ଯାନବାହାନ ସ୍କ୍ରାପ କରିବାକୁ ନିର୍ଦ୍ଦେଶ ହୋଇଛି । ଏନେଇ ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସବୁ ବିଭାଗର ସଚିବଙ୍କ ସମେତ ଅତିରିକ୍ତ…
ଓଡିଶାକୁ ୫୦ କୋଟିରୁ ଅଧିକ ଭେଟି ଦେଲେ ମୋଦି
ଜେଏମଜେ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସିଛନ୍ତି। ଝାରସୁଗୁଡ଼ାସ୍ଥିତ ଅମରାପାଲି ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି। ବ୍ରହ୍ମପୁର ଏବଂ ସୁରଟ ମଧ୍ୟରେ ଅମୃତ…
ଏଣିକି ଓଡିଶାରେ ଚାଲିବ ଗୋଟିଏ ବୋର୍ଡ। ବିଏସ୍ଇ ଓ ସିଏଚ୍ଏସ୍ଇ ମିଶ୍ରଣକୁ ମିଳିଲାଅନୁମୋଦନ
ଜେଏମଜେ ବ୍ୟୁରୋ : ଏଣିକି ଓଡିଶାରେ ଚାଲିବ ଗୋଟିଏ ବୋର୍ଡ। ବିଏସ୍ଇ ଓ ସିଏଚ୍ଏସ୍ଇ ମିଶ୍ରଣକୁ ମିଳିଲା ଅନୁମୋଦନ। ସ୍କୁଲ ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟରେ ଗୋଟିଏ ବୋର୍ଡ ରଖାଯିବ। କେବଳ ଏତିକି ନୁହେଁ ପ୍ରଥମରୁ ଅଷ୍ଟମ…
ଝାରସୁଗୁଡା ରେ ମୋଦିଙ୍କ ଅଭିଭାଷଣ : କହିଲେ ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ଆଗକୁ ବଢୁଛି’
ଜେଏମଜେ ବ୍ୟୁରୋ : ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ଝାରସୁଗୁଡ଼ା ଯୁବ ସମାବେଶରେ ହେଲେ ସାମିଲ । ଓଡ଼ିଶାବାସୀଙ୍କୁ ଝାରସୁଗୁଡ଼ାରୁ ଦେଲେ ଅଭିଭାଷଣ । ଜୟ ଜଗନ୍ନାଥ, ମାଆ ସମଲେଇ କହି ମଞ୍ଚରେ ମୋଦୀ ଅଭିଭାଷଣ ଆରମ୍ଭ କଲେ ।…
ବିଭିନ୍ନ ଜିଲ୍ଲା କମିଟିର ସଭାପତି ନାମ ଘୋଷଣା କଲେ କଂଗ୍ରେସ
ଭୁବନେଶ୍ବର : କଂଗ୍ରେସର ସଂଗଠନ ସୃଜନ ଅଭିଯାନ ଅନ୍ତର୍ଗତ ଓଡ଼ିଶାର ବିଭିନ୍ନ ଜିଲ୍ଲା କଂଗ୍ରେସ କମିଟିର ସଭାପତି ମାନଙ୍କୁ ନିଯୁକ୍ତ କରାଯାଇଛି । ପ୍ରତି ଜିଲ୍ଲା ପାଇଁ ଥିବା ଏଆଇସିସି ପର୍ଯ୍ୟବେକ୍ଷକମାନଙ୍କ ଦ୍ବାରା କରାଯାଇଥିବା ସମୀକ୍ଷା, ବିଭିନ୍ନ ପଦାଧିକାରୀ ଓ ବିଭିନ୍ନ ପକ୍ଷଙ୍କ ସହ…
















