ବ୍ରହ୍ମପୁରରେ ସାଂସଦ ଖେଳ ମହୋତ୍ସବ ଉଦ୍ଘାଟିତଭାଗ ନେବେ ୧୦୧ଟି ଦଳ, ୨୦୪୪ ଖେଳାଳୀ

ବ୍ରହ୍ମପୁରରେ :(ଜେଏମଜେ ନ୍ୟୁଜ ): ସାଂସଦ ଖେଳ ମହୋତ୍ସବ ଉଦ୍ଘାଟିତହୋଇଯାଇଛି. ଭାଗ ନେବେ ୧୦୧ଟି ଦଳ, ୨୦୪୪ ଖେଳାଳୀ..ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସ୍ଥାନୀୟ ସ୍ପୋର୍ଟ୍ସ ଏରିନା (କ୍ରୀଡା ମଞ୍ଚ) ଠାରେ ସାଂସଦ ଖେଳ ମହୋତ୍ସବ ୨୦୨୫ ଉଦ୍ଘାଟିତ ହୋଇଯାଇଛି। ୧୯…

କ୍ଷତିପୂରଣ ରାଶି ୧୦ ଲକ୍ଷକୁ ବୃଦ୍ଧି!

ଜେଏମଜେ ବ୍ୟୁରୋ : ସାପ କାମୁଡ଼ା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ ବୃଦ୍ଧି ସମ୍ଭାବନା।ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।ଏବେ ୪ ଲକ୍ଷ ମିଳୁଛି କ୍ଷତିପୂରଣ, ୧୦ ଲକ୍ଷ ବୃଦ୍ଧି ସୁପାରିସ୍‌।ଏନେଇ ସୁପ୍ରିମକୋର୍ଟ…

ଦେବ ଦୀପାବଳି ପ୍ରଥମ ଦିବସ – ଅଦିତି ଓ କଶ୍ୟପଙ୍କୁ ମହାପ୍ରଭୁଙ୍କ ଶ୍ରାଦ୍ଧ

ଜେଏମଜେ ବ୍ୟୁରୋ (ମୁନି ଶତପଥି ଙ୍କ ରିପୋର୍ଟ ): ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀରେ ମହାପ୍ରଭୁ ଜଗନ୍ନାଥ ନିଜ ପିତା–ମାତା** ଅଦିତି ଓ କଶ୍ୟପଙ୍କୁ ଶ୍ରାଦ୍ଧ ଦେଇଥାନ୍ତି **।ବାମନ ଅବତାରରେ ବିଷ୍ଣୁ ଅଦିତିଙ୍କ ଗର୍ଭରୁ ଜନ୍ମନେଇଥିବାରୁଏମାନେ ଭଗବାନଙ୍କ ମାତା–ପିତା ଭାବେ ପରିଚିତ। ଏହି…

ଓଡ଼ିଶାର ବାମଣ୍ଡା ରାଜ୍ୟର ଜଣେ ବିଶିଷ୍ଟ ରାଜାଙ୍କ ଓଡିଶା ପାଇଁ ଅବଦାନ।

ଜେଏମଜେ ବ୍ୟୁରୋ (ମୁନି ଶତପଥୀ ଙ୍କ ରିପୋର୍ଟ ): ଓଡ଼ିଶାର ବାମଣ୍ଡା ରାଜ୍ୟର ଜଣେ ବିଶିଷ୍ଟ ରାଜା ତଥା ସାରସ୍ୱତ ସାଧକ ଥିଲେ ସାର୍ ବାସୁଦେବ ସୁଢଳ ଦେବ (Sir Basudeba Sudhala Deba)।ସେହି ମହାନ ବ୍ୟକ୍ତିଙ୍କ ସମ୍ବନ୍ଧରେ କିଛି ମୁଖ୍ୟ…

ରଣଜିତ୍ ସିଂହ କିଏ?

ଜେଏମଜେ ବ୍ୟୁରୋ :(ମୁନି ଶତପଥୀଙ୍କ ରିପୋର୍ଟ): ୧୭୮୦ ମସିହା ନଭେମ୍ବର ମାସ ୧୩ ତାରିଖରେ ପଞ୍ଜାବ ମାଟି ରଣଜିତ୍ ସିଂହ ରୂପରେ ଜଣେ ବୀର ପୁତ୍ରଙ୍କୁ ଜନ୍ମ ଦେଇଥିଲା, ଯେଉଁ ବୀର ପୁତ୍ର ଦିନେ ଶିଖ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ଓ…

ବେଶ୍ୟା ନା ମଣିଷ?

ଶୀତୁଆ ସକାଳ,ଚାହା କେଟିଲିର ଗରମ ବାଷ୍ପରେ ଜାଲି ଜାଲିଆ ଦିଶୁଥିବା ସହର |ଅନେକଦିନର କାଶ ସହ ବନ୍ଧୁ ବାନ୍ଧିଥିବା ବୁଢା କେଇଟା ବିସ୍କୁଟ ଖଣ୍ଡ ଓ ଅଧାଖିଆ ଆଳୁଚପ ପାଈଁ ଲାଞ୍ଜ ହଲେଇ ମୁଣ୍ଡ ଯାକୁଥିବା ଦୁଇଟା ବୁଲା କୁକୁରଥିଲେ ସହଯାତ୍ରୀ…

ନୀତୀଶ ହେବେ ପୁଣି ମୁଖ୍ୟମନ୍ତ୍ରୀ: ଆସନ୍ତା କାଲି ଶପଥ ଗ୍ରହଣ.

ଆସନ୍ତାକାଲି ବିହାରରେ ଶପଥ ଗ୍ରହଣ ସମାରୋହନୀତୀଶ କୁମାର ପୁଣି ଥରେ ନେବେ ମୁଖ୍ୟମନ୍ତ୍ରୀ ଦାୟିତ୍ବବିଜେପିର ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ହେବେ ଉପମୁଖ୍ୟମନ୍ତ୍ରୀ ଜେଏମଜେ ବ୍ୟୁରୋ : ଆସନ୍ତାକାଲି ବିହାରରେ ଶପଥ ଗ୍ରହଣ ସମାରୋହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ…

ରାହୁଲଙ୍କୁ ବଡ଼ ଝଟକା: ୨୭୨ ବିଚାରପତି ଏବଂ ବ୍ୟୁରୋକ୍ରାଟ ନିର୍ବାଚନ କମିସନଙ୍କୁ ସମର୍ଥନ କରି କଂଗ୍ରେସ ବିରୋଧରେ ଅଭିଯୋଗ କଲେ

ଜେଏମଜେ ବ୍ୟୁରୋ : କଂଗ୍ରେସ ନିର୍ବାଚନ କମିସନଙ୍କୁ ଲଗାତାର ଟାର୍ଗେଟ କରି ଅନେକ ଗମ୍ଭୀର ଅଭିଯୋଗ ଆଣିଛି। ଦେଶର ୨୭୨ ଜଣ ପ୍ରମୁଖ ବ୍ୟକ୍ତି ଏ ସମ୍ପର୍କରେ ଏକ ଖୋଲା ଚିଠି ଲେଖିଛନ୍ତି। ସେମାନଙ୍କ ମଧ୍ୟରେ ୧୬ ଜଣ ବିଚାରପତି ଏବଂ ୧୪…

ଆଜିଠୁ ବିଶ୍ୱ ଐତିହ୍ୟ ସପ୍ତାହ: ମାଗଣାରେ କୋଣାର୍କ ବୁଲିବେ ପର୍ଯ୍ୟଟକ

ଜେଏମଜେ ବ୍ୟୁରୋ : ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ବୁଧବାର କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି I ଏଏସଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି I ବିଶ୍ୱ ଐତିହ୍ୟ ସପ୍ତାହ ସମାରୋହ ପାଳନ ସହିତ ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ପ୍ରବେଶ…

ବାରବାଟିରେ ଡିସେମ୍ବର ୯ ରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ୨୦ ମ୍ୟାଚ୍ ପାଇଁ ବସିଲା ପ୍ରସ୍ତୁତି ବୈଠକ

ଜେଏମଜେ ବ୍ୟୁରୋ :ବାରବାଟି ରେ ଡିସେମ୍ବର ୯ ରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ୨୦ ମ୍ୟାଚ୍ ପାଇଁ ବସିଲା ପ୍ରସ୍ତୁତି ବୈଠକ । କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ବସିଥିଲା ଏହି ବୈଠକ। ଏହି ବୈଠକ ରେ ସି ଏମ୍…