ବାଲିପଦର ସ୍ନାତକ ମହାବିଦ୍ୟାଳୟରେ ନୂତନ ଚିନ୍ତାଧାରା ସହ ଔଦ୍ୟଗିକ ବିକାଶ କର୍ମଶାଳା ଅନୁଷ୍ଠିତ |
ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ବାଲିପଦର ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ନୂତନ ଚିନ୍ତାଧାରା ସହ ଔଦ୍ୟଗିକ ବିକାଶ କର୍ମଶାଳା ଅଧ୍ୟକ୍ଷ ଗୋପୀନାଥ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି | ଏହି କର୍ମଶାଳାରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସରୋଜ କାନ୍ତ…
ପାର୍ବଣ ରେ ଚାନ୍ଦା ଆଦାୟ କଲେ କାର୍ଯ୍ୟନୁଷ୍ଠାନ : ସବୁ SP ଙ୍କୁ ନିର୍ଦେଶ ଦେଲେ DGP.
ଜେଏମଜେ ବ୍ୟୁରୋ : ଆଗକୁ ଆସୁଛି ପାର୍ବଣ ଋତୁ। ଏହି ସମୟରେ କିଛି ବ୍ୟକ୍ତିବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ । ଏହାକୁ ଦୃଷ୍ଟିରେ ରଖି ଚଳିତ…
କବିସୂର୍ଯ୍ୟନଗର ଠାରେ ତିନି ଦିନ ବ୍ୟାପୀ CPI ର ଜିଲ୍ଲା ସମ୍ମିଳନୀ
ଜେଏମଜେ ବ୍ୟୁରୋ : କବିସୂର୍ଯ୍ୟନଗର ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର 24 ତମ ଜିଲ୍ଲା ସମ୍ମିଳନୀ ସାଥୀ ପ୍ରବୀଣ କୁମାର ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି. ତ୍ୟାଗ, ସଂଗ୍ରାମଓ ବଳିଦାନ ର 100 ବର୍ଷ ପୂର୍ତ୍ତି ଅବସରରେ…
ଦୁର୍ନୀତିଖୋର କର୍ମଚାରୀଙ୍କୁ ଟ୍ରାକିଂ କରାଯିବ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ବୟାନ।
ଜେଏମଜେ ବ୍ୟୁରୋ : ଏଣିକି ସାବାଡ ହେବେ ଦୁର୍ନୀତିଖୋର କର୍ମଚାରୀ। ସରକାରଙ୍କଠାରୁ କେହି ବର୍ତ୍ତିପାରିବେନି। କାରଣ ରାଜ୍ୟ ସରକାର ଆଣିବେ କଠୋର ନିୟମ। ତେବେ ଦୁର୍ନୀତିଖୋର କର୍ମଚାରୀଙ୍କୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି।…
ଆଇପିଏସ୍ ସ୍ତରରେ ଅଦଳବଦଳ: ବଦଳିଲେ ପୁରୀ ଏସ୍ପି, ପ୍ରତୀକ ସିଂହଙ୍କୁ ମିଳିଲା ଦାୟିତ୍ବ.
ଜେଏମଜେ ବ୍ୟୁରୋ : ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଆଇପିଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାର ୧୭ ଜଣ ଆଇପିଏସ୍ ଓ ଜଣେ ଓଏଏସ୍ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି…
ପୁଣି ସ୍ଥଗିତ ରହିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା
ଜେଏମଜେ ବ୍ୟୁରୋ : ପୁଣି ସ୍ଥଗିତ ରହିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଆସନ୍ତା ୩୧ ତାରିଖରେ ଏହି ପରୀକ୍ଷା ହେବାକୁ ଥିଲା । ହେଲେ ବର୍ତ୍ତମାନ ସମୟରେ ଏହି ପରୀକ୍ଷା ସ୍ଥଗିତ ରହିବା ନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା…
ଗାଁରେ ପାଗଳ କୁକୁର ଆତଙ୍କ: ୧୦ରୁ ଉର୍ଦ୍ଧ୍ବ ଲୋକ ଆହତ
ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ପାଗଳ ବୁଲା କୁକୁର ଆତଙ୍କ l ଧରାକୋଟ ବ୍ଲକର କୁସୁରାବ ,ଲକ୍ଷ୍ମୀପୁର, ଓ ବରୁଗୁଡ଼ା ଗାଁରେ ପାଗଳା ବୁଲା କୁକୁର କାମୁଡ଼ାରେ ୧୦ରୁ ଉର୍ଦ୍ଧ୍ବ ଲୋକ ଆହତ l ଆହତ ମାନଙ୍କୁ…
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ; ଥାନା ଆଗରେ ରାତିସାରା ଧାରଣାରେ ବସିଲେ ବିଧାୟକ
ଜେଏମଜେ ବ୍ୟୁରୋ : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ; ଥାନା ଆଗରେ ରାତିସାରା ଧାରଣାରେ ବସିଲେ ବିଧାୟକ –ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ଏକ…
ଅନିଶ୍ଚିତତା ଭିତରେ କଲେଜ ନିର୍ବାଚନ.
ଜେଏମଜେ ବ୍ୟୁରୋ : ନୂଆ ସରକାର ଆସିଲା, ଦୀର୍ଘ ବର୍ଷ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ହେବ ବୋଲି ଆଶା ଉଇଁଲା। ମାତ୍ର ହାତରେ ଖୁବ୍ କମ୍ ସମୟ ଥିବାରୁ ସରକାର ଚଳିତ ବର୍ଷ ନୁହେଁ ଆର…
ମେଡିକାଲ ରେ ପାଣ୍ଡିଆନଙ୍କ ଔଦ୍ଧତ୍ୟର ନୂଆ ରୂପ ଦେଖିଥିଲେ ବିଜେଡିର ନେତା-କର୍ମୀ.
ଜେଏମଜେ ବ୍ୟୁରୋ : ଅଗଷ୍ଟ ୧୭ତାରିଖ ରାତିରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଔଦ୍ଧତ୍ୟର ନୂଆ ରୂପ ଦେଖିଥିଲେ ବିଜେଡିର ନେତା-କର୍ମୀ । ଭୁବନେଶ୍ୱର ସମ୍ ଅଲଟିମେଟମ୍ ମେଡିକେୟାର ହସ୍ପିଟାଲର ତଳମହଲାରୁ ତୃତୀୟ ମହଲା ପର୍ଯ୍ୟନ୍ତ ସବୁଠି ପାଣ୍ଡିଆନ ନିଜର…
















