ଦିନକ ଆଗରୁ ସରିଲା ବିଧାନସଭା
ଜେଏମଜେ ବ୍ୟୁରୋ : ବିଧାନସଭା ମୌସୁମୀ ଅଧିବେଶନକୁ ବୁଧବାର ଅନିର୍ଦ୍ଦିିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ଗୃହର ଆଉ କୌଣସି ବିଜ୍ନେସ୍…
ଗଞ୍ଜାମ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ
ଛତ୍ରପୁର,(ଜେଏମଜେ ବ୍ୟୁରୋ): ଗଞ୍ଜାମ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଜିଲାପାଳ ଭି.କିର୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭୂମିହୀନ ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ ସରକାରୀ ଜମି ଯୋଗେଇ ଦିଆଯିବ,ତେଣୁ ଜିଲାରେ କେତେ ସଂଖ୍ୟକ ଭୂମିହୀନ ପରିବାର ରହିଛନ୍ତି ତାହା…
ସୁନାମି ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର
ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲ୍ଲା ସୁନାମି ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଶନିବାର ଦିନ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।…
୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି
ଜେଏମଜେ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଓ ହଡପ କରିବା ଅଭିଯୋଗରେ ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି। ଏଥିରେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ,…
ସାର ଅଭାବ ନେଇ ରାଜ୍ୟପାଳଙ୍କୁ ବିଜେଡିର ଫେରାଦ
ଜେଏମଜେ ବ୍ୟୁରୋ : ସାର ସଂକଟକୁ ନେଇ ବିଧାନସଭା ହୁଲସ୍ତୁଲ । ସାରା ରାଜ୍ୟରେ ସାର ଅଭାବ ନେଇ ଚାଷୀ ହନ୍ତସନ୍ତ । ହେଲେ ସାର ସମସ୍ୟା ନେଇ ଗୃହରେ ସ୍ବତନ୍ତ୍ର ଆଲୋଚନାକୁ ଡରୁଛନ୍ତି ସରକାର । ଗତକାଲିଠୁ କଂଗ୍ରେସ ସାର…
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ଦିଲ୍ଲୀ ଡାକରା
ଜେଏମଜେ ବ୍ୟୁରୋ : କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ଦିଲ୍ଲୀ ଡାକରା । ଏଆଇସିସି ପକ୍ଷରୁ ଦିଲ୍ଲୀ ଯିବାକୁ ଡାକରା ଆସିଥିବାବେଳେ ୨୨ତାରିଖରେ ଏଆଇସିସିର ବୈଠକ ବସିବ । ଏଥିରେ ସଙ୍ଗଠନ ସୃଜନ୍ ଅଭିଯାନ ଜରିଆରେ ଜିଲ୍ଲା ସଭାପତିଙ୍କ…
ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେବେ ମାଆ ସମଲେଶ୍ବରୀ.
ଜେଏମଜେ ବ୍ୟୁରୋ : ମା’ ଜଗତଜନନୀଙ୍କ ଆବାହନ ପାଇଁ ସମଗ୍ର ରାଜ୍ୟ ଚଳଚଞ୍ଚଳ । ଦେଶବ୍ୟାପୀ ବିଭିନ୍ନ ଶକ୍ତିପୀଠରେ ଜାରି ରହିଛି ନବରାତ୍ର ଓ ଷୋଡଷ ଉପଚାର ପୂଜା । ନବରାତ୍ରରେ ମାଆ ସମଲେଶ୍ବରୀଙ୍କ ପାଖରେ ଜଳିବ ୫ ହଜାର ଦୀପ…
ମା’ ଗିରିଜା ବାସିନି’ଙ୍କ ନବରାତ୍ର ପୁଜା ପାଇଁ ପ୍ରସ୍ତୁତି
ବ୍ରହ୍ମପୁର 🙁 ଜେଏମଜେ ନ୍ୟୁଜ ) :ଆଉ ଦିନକ ପରେ ବିଭିନ୍ନ ଶକ୍ତି ପୀଠ, ଦେବି ମନ୍ଦିର ରେ ଆରମ୍ଭ ହେବ ନବରାତ୍ରି ପୂଜା.. ଏହି ଅବସରରେ ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କନିଷି ହାଟ ତୁଳୁରୋଡ଼ ସ୍ଥିତ ମା’…
ପାଣ୍ଡିଆନ ଙ୍କୁ ନେଇ ବିଜେଡିରେ ବଢୁଛି ବିଶୃଙ୍ଖଳା.
ଜେଏମଜେ ବ୍ୟୁରୋ : ବିଜେଡି କ୍ଷମତାରେ ଥିବା ବେଳେ ବରିଷ୍ଠ କି କନିଷ୍ଠ କେହି ଦଳର ନେତୃତ୍ବ ବା ଅଘୋଷିତ ସର୍ବେସର୍ବାଙ୍କ ବିରୋଧରେ ମୁହଁ ଖୋଲୁନଥିଲେ। ତୁଣ୍ଡରୁ ପଦଟିଏ କଥା ବାହାରିବା କଥା ବି କଷ୍ଟକର ଥିଲା। ସବୁ ଦେଖୁଥିଲେ, ଜାଣୁଥିଲେ…
ରାଜ୍ୟରେ ୯୮୭୭ ଶିଶୁ ପୁଷ୍ଟିହୀନତାର ଶିକାର
ଜେଏମଜେ ବ୍ୟୁରୋ : ରାଜ୍ୟରେ ୯୮୭୭ ଶିଶୁ ପୁଷ୍ଟିହୀନତାର ଶିକାର। ମୟୂରଭଞ୍ଜ ଜିଲ୍ଲାରେ ଉତ୍କଟ ସ୍ଥିତି। ଜିଲ୍ଲାରେ ସର୍ବାଧିକ ୧୦୭୫ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉତ୍ତର ରଖିଛନ୍ତି। ଉପମୁଖ୍ୟମନ୍ତ୍ରୀ…















