ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ଆମ୍ବୁଲାନ୍ସ: ଚେନ୍ନାଇରୁ ମୃତଦେହ ନେଇ ପଶ୍ଚିମବଙ୍ଗ ଯାଉଥିବା ବେଳେ ଅଘଟଣ

ଜେଏମଜେ ବ୍ୟୁରୋ : ଗଂଜାମ ଜିଲ୍ଲା ଖଲ୍ଲିକୋଟରେ ବଡ଼ ଘାଟିରେ ଓଲଟିଲା ଆମ୍ବୁଲାନ୍ସ । ସେଥିରେ ଥିବା ୪ଜଣ ଗୁରୁତର ହୋଇଛନ୍ତି । ତାମିଲନାଡରୁ ଆସିଥିବା ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ୪ ଗୁରୁତରଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି ।…

ପୋଲିସ ଏସ୍ଆଇ ନିଯୁକ୍ତିରେ କେଳେଙ୍କାରୀ ପ୍ରସଙ୍ଗ; ସୋମବାର ବିଜେଡିର ପ୍ରତିବାଦ ଶୋଭାଯାତ୍ରା

ଜେଏମଜେ ବ୍ୟୁରୋ : ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣା । ରାଜ୍ୟ ସରକାରଙ୍କର ପ୍ରଚ୍ଛନ୍ନ ହାତ ରହିଛି ବୋଲି ଅଭିଯୋଗ କରି ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜୁ ଜନତା ଦଳ ଘୋଷଣା କରିଛି ।…

କଫ ସିରପ ପିଇ ୧୧ ଶିଶୁ ମୃତ, ତଦନ୍ତ ଆରମ୍ଭ

ଜେଏମଜେ ବ୍ୟୁରୋ : ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଫ ସିରପ ପିଇ ୧୧ ଶିଶୁଙ୍କ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିଛି। ମଧ୍ୟପ୍ରଦେଶର ଛିନ୍ଦୱାଡାରେ ସର୍ବାଧିକ ମୃତ୍ୟୁ ରିପୋର୍ଟ ହୋଇଛି। କଫ ସିରପ ଖାଇବା ପରେ କିଡନୀ ଫେଲ ହେବା ଯୋଗୁଁ ଗତ…

ଆଗାମୀ ସପ୍ତାହରେ ବ୍ରହ୍ମପୁରରୁ ଆରମ୍ଭ ହେବ ଅମୃତ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର: ଜେଏମଜେ ବ୍ୟୁରୋ : ବ୍ରହ୍ମପୁର-ସୁରତ (ଉଧନା)-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାକୁ ଶୁକ୍ରବାର ଦିନ ରେଳ ମନ୍ତ୍ରଣାଳୟ ଅନୁମୋଦନ କରିଥିବା ନେଇ ପୂର୍ବତଟ ରେଳପଥ ସୂଚନା ଦେଇଛି। ପ୍ରତି ରବିବାର ଉଧନାରୁ ଏବଂ ପ୍ରତି ସୋମବାର ବ୍ରହ୍ମପୁରରୁ ଏହି…

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ

ଭୁବନେଶ୍ୱର: ଜେଏମଜେ ବ୍ୟୁରୋ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜନସମ୍ପର୍କ ଅଭିଯାନ ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜନତା ମଇଦାନ ଗାନ୍ଧୀ ପାର୍କରେ ଜାତିର…

ଅବସରପ୍ରାପ୍ତ ପୋଲିସ ବାବୁଙ୍କ ପୁଅ ଗିରଫ, ବଢିଲା ସନ୍ଦେହ: ବିଜେଡି ଓ ବିଜେପି ମୁହାଁମୁହିଁ

👉SI ପରୀକ୍ଷା ଜାଲିଆତିରେ ଆକସନ୍ ମୋଡରେ ସରକାରରାକେଟର ପର୍ଦ୍ଦାଫାଶ୍ ପାଇଁ କ୍ରାଇମବ୍ରାଞ୍ଚର ତନାଘନା👉OPRB ଦ୍ଵାରା ପରିଚାଳିତ ପରୀକ୍ଷାରେ ବଡ଼ ବଡ଼ିଆ ବାବୁଙ୍କ ସଂପୃକ୍ତି ଅଭିଯୋଗ..👉ଅବସରପ୍ରାପ୍ତ ପୋଲିସ ବାବୁଙ୍କ ପୁଅ ଗିରଫ, ବଢିଲା ସନ୍ଦେହ👉ଅନେକ ଲୋକଙ୍କ ତାଲିକା ପ୍ରସ୍ତୁତ କରିଛି କ୍ରାଇମ୍‌ବ୍ରାଞ୍ଚ👉ସେପଟେ ବିଜେଡି…

ଅକ୍ଟୋବରରେ ସୃଷ୍ଟି ହେଲା ପ୍ରଥମ ବାତ୍ୟା, ମାଡି ଆସୁଛି “ଶକ୍ତି” 

ଭୁବନେଶ୍ଵର: ଜେଏମଜେ ବ୍ୟୁରୋ:  ଚଳିତ ବାତ୍ୟା ଋତୁରେ ପ୍ରଥମ ବାତ୍ୟା ସୃଷ୍ଟି ହୋଇଛି । ଆରବ ସାଗରରେ ସୃଷ୍ଟି ହୋଇଛି ବାତ୍ୟା “ଶକ୍ତି” । ଉତ୍ତରପୂର୍ବ ଆରବ ସାଗରରେ ଥିବା ଗଭୀର ଅବପାତ ବାତ୍ୟାରେ ରୂପ ନେଇଛି । ଏହି ବାତ୍ୟାର…

କଂଗ୍ରେସର ‘ଗାନ୍ଧୀ ପଥେ ଓଡ଼ିଶା’ ପଦ ଯାତ୍ରା ଆରମ୍ଭ

ଜେଏମଜେ ବ୍ୟୁରୋ : ମାଲକାନଗିରି ଜିଲ୍ଲାର ଶେଷ ସୀମା ମୋଟୁ ମୁଗି ପଏଣ୍ଟରୁ ଗୁରୁବାରଠାରୁ ଆରମ୍ଭ ହୋଇଛି। କଂଗ୍ରେସ ଦଳର ‘ଗାନ୍ଧୀ ପଥେ ଓଡ଼ିଶା’ ପଦ ଯାତ୍ରା। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ କଂଗ୍ରେସର ସମସ୍ତ ଆଗଧାଡିର ନେତୃବୃନ୍ଦ ଏହି…

ସ୍ପେଶାଲ୍ ସେଲ୍‌ କାଟି ବାଉଁଶ ସାହାଯ୍ୟରେ ଚୌଦ୍ଵାର ଜେଲ୍‌ରୁ ଖସିଗଲେ ୨ କଏଦୀ.

ଜେଏମଜେ ବ୍ୟୁରୋ : ଲୁଟ୍ ପରେ ହତ୍ୟା ଘଟଣା ରେ ଚୌଦ୍ଵାର ମଣ୍ଡଳ କାରାଗାରରେ ସଜା କାଟୁଥିବା ବିହାରର ୨ କଏଦୀ ଚୌଦ୍ଵାର ଜେଲ୍‌ର ସ୍ପେଶାଲ୍ ସେଲ୍‌ରୁ ଚମ୍ପଟ ମାରିଛନ୍ତି । ସ୍ପେଶାଲ୍ ସେଲ୍‌ର ସେଲ୍ କାଟି ବାଉଁଶ ସହାୟତାରେ ଉଭୟ…

ମହଙ୍ଗା ହେଲା ଆଧାର ଅପଡେଟ୍

ଜେଏମଜେ ବ୍ୟୁରୋ : ଆପଣଙ୍କ ଆଧାର କାର୍ଡ ଅପଡେଟ୍ କରିବା ଏବେ ଆପଣଙ୍କ ପକେଟ ଉପରେ ବୋଝ ହୋଇପାରେ। ଭାରତୀୟ ଅନନ୍ୟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଆଧାର-ସମ୍ବନ୍ଧୀୟ ସେବା ପାଇଁ ଶୁଳ୍କ ବୃଦ୍ଧି ଘୋଷଣା କରିଛି। ଏହି ନୂତନ ଶୁଳ୍କ ୧…